କରୋନାରେ ବିଶ୍ୱରେ ୧୦ କୋଟି ୩୧ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନାରେ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୩୧ ଲକ୍ଷ ୧ ହଜାର ୧୦ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ୨୨ ଲକ୍ଷ ୨୭ ହଜାର ୬୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ବେଳେ ୭ କୋଟି ୪୭ ଲକ୍ଷ ୩୫ ହଜାର ୯୭୬ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି ୬୧ ଲକ୍ଷ ୩୭ ହଜାର ୩୮୨ ଜଣ ଲୋକ ସକ୍ରିୟ ଅଛନ୍ତି ।