ଧାନ କିଣାରେ ଅନିୟମିତତା ଧାରଣା ବେଳେ ଗୋଷ୍ଠୀ ସଙ୍ଘର୍ଷ : ୫ ଆହତ

188

ବାଲେଶ୍ୱର: ଧାନ କିଣାରେ ଅନିୟମିତତା ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ପୁରୁଷୋତମପୁର ସେବା ସମବାୟ ସମିତିରେ ତାଲା ପକାଇ ଚାଷୀ ମାନେ ଧାରଣାରେ ବସି ରହିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଲୋକ ଆସି ତାଲା ଖୋଲି ଦେବାରୁ ସେଠାରେ ଉଭୟ ଗୋଷ୍ଠି ମଧ୍ୟରେ ସଙ୍ଘର୍ଷ ଘଟିଥିଲା । ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।

Leave A Reply

Your email address will not be published.