ଭଦ୍ରକରେ ମେଡିକାଲ କଲେଜ ସ୍ଥାପନା ପାଇଁ ଦାବି

166
ଭୁବନେଶ୍ୱର:  ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା କରିବାକୁ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ବିଧାନସଭାରେ ଦାବି କରିଛନ୍ତି ।  ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଭଦ୍ରକର ପଡୋଶୀ ଜିଲ୍ଲା ମାନଙ୍କରେ ମେଡିକାଲ କଲେଜ ସ୍ଥାପନା ପାଇଁ ନିଷ୍ପତି ଗ୍ରହଣ କରା ଯାଇଥିବା ବେଳେ ଭଦ୍ରକ   ପାଇଁ ନିଷ୍ପତି ଗ୍ରହଣ କରା ଯାଇ ନାହିଁ । ସେ କହିଛନ୍ତି ଯେ ୨୦୦୯ରୁ ଭଦ୍ରକର ଜନସାଧାରଣ ଏଥି ପାଇଁ ଦାବି  କରି ଆସୁଛନ୍ତି ।
Leave A Reply

Your email address will not be published.