ଆନ୍ଧ୍ରକୁ ବାଲି ଚାଲାଣ ଧରାପଡିଲା: ୧୯ ବାଲି ବୋଝେଇ ଟ୍ରକ୍ ଜବତ

141

ଗଞ୍ଜାମ:  ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ଚୋରାରେ ବାଲିଚାଲାଣ ବେଳେ ଆଜି ୧୯ ଟି ବାଲି ବୋଝେଇ ଟ୍ରକ୍ କୁ ଜବତ କରିଛି ପୋଲିସ । ତନ୍ମଧ୍ୟରେ ଛତ୍ରପୁର ପୋଲିସ ୭ଟି ଟ୍ରକ୍‌, ଚମାଖଣ୍ଡି ପୋଲିସ ୬ଟି ଟ୍ରକ୍ ଓ ଗଞ୍ଜାମ ପୋଲିସ ୬ଟି ବାଲି ବୋଝେଇ ଟ୍ରକ୍ କୁ ଜବତ କରିଛି । ଯାହାକି ବାଲି ଚୋରା ଚାଲାଣକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

Leave A Reply

Your email address will not be published.