ଘୁଂଚିଲା ଜେଇଇ ମେନ୍ ପରୀକ୍ଷା

183

ଭୁବନେଶ୍ୱର: କରୋନା ମହାମାରୀର ଲଗାତାର ଭାବରେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ପରୀକ୍ଷାକୁ ପରବର୍ତୀ ଘୋଷଣା ଯାଏ ସ୍ଥଗିତ ରଖାଯାଇଛି । ଏ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନଟିଏ)ପକ୍ଷରୁ ସୂଚନା ଦିଆଯାଇଛି।

ଏନଟିଓ ପକ୍ଷରୁ କୁହାଯାଇଛି ଯେ ଏହାକୁ ନେଇ ପୁଣି ଥରେ ତାରିଖ ଘୋଷଣା କରାଯିବ । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ନୂତନ ତାରିଖ ଜଣାଇ ଦିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.