ପୋଲିସ ଡ଼ିଜି ଅଭୟଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତ : କରୋନାର ସ୍ଥିତି ଓ ଅପରାଧ ଦୂରିକରଣ ନେଇ ସମୀକ୍ଷା

161

ଗଞ୍ଜାମ : ଓଡ଼ିଶା ପୋଲିସ ଡ଼ିଜି ଅଭୟ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଦକ୍ଷିଣାଚଂଳ ଡ଼ିଆଇଜିଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ପଦସ୍ଥ ଅଧିକାରୀ ମାନଙ୍କ ସହିତ କରୋନାର ସ୍ଥିତି ସମ୍ପର୍କରେ ଏବଂ ଅପରାଧ ଦୂରିକରଣ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲା ଏସପି ବ୍ରିଜେଶ ରାୟ, ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.