ଜି.ଭି.ଭି ଶର୍ମା ହେଲେ ରାଜସ୍ୱ ପାର୍ଷଦ ସଦସ୍ୟ

181

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୯୮୬ ବ୍ୟାଚ୍ ଆଇଏଏସ୍ ଜି.ଭି.ଭି ଶର୍ମାଙ୍କ ରାଜସ୍ୱ ପାର୍ଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ୧୯୮୮ ବ୍ୟାଚ୍ ଆଇଏଏସ୍ ସି.ଜେ ଭେନୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ସୁଦର୍ଶନ ପାଲ୍ ଠାକୁରଙ୍କ ସ୍ଥାନରେ ଭେନୁଗୋପାଳଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ବେଳେ ସେ ଚିଫ୍ ରେସିଡେଂଟ କମିଶନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିବେ ।

Leave A Reply

Your email address will not be published.