ନୂଆଦିଲ୍ଲୀ,୧୩ା୧୦: ଇସ୍ରାଏଲ୍ ଓ ହମାସମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେଭାରତରେ ହାଇ ଆଲର୍ଟ ଜାରିକରାଯାଇଛି । ଶୁକ୍ରବାର ଦିଲ୍ଲୀ ସମେତଦେଶର କେତେକ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ଯୁଦ୍ଧକୁ ନେଇଭାରତରେ ଅପରାଧିକ କାର୍ଯ୍ୟ ବଢ଼ିବାନେଇ ଗୁଇନ୍ଦା ସୂଚନା ମିଳିବା ପରେପୋଲିସକୁ ଆଲର୍ଟ କରି ଦିଆଯାଇଛି ।ମିଳିଥିବା ସୂଚନା ଅନୁସାରେ, ଗୁଇନ୍ଦାସୂଚନା ମିଳିବା ପରେ ଦିଲ୍ଲୀରେ ଶୁକ୍ରବାର ନମାଜ ସମୟରେ ବହୁ ସଂଖ୍ୟାରେପୋଲିସ ମୁତୟନ କରାଯାଇଥିଲା । ତା
ସହିତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଇହୁଦି ଉପାସନା ସ୍ଥଳ ସମେତ ଇସ୍ରାଏଲଦୂତାବାସରେ ସୁରକ୍ଷାକୁ ବଢ଼ାଇଦିଆଯାଇଛି । ମହାରାଷ୍ଟ୍ର, ହିମାଚଳପ୍ରଦେଶଓ ଗୋଆରେ ଥିବା ଇସ୍ରାଏଲ ରାଷ୍ଟ୍ରଦୂତଙ୍କସମେତ ଏହାର କର୍ମ·ରୀ ଓ ପର୍ଯ୍ୟଟକଙ୍କସୁରକ୍ଷା କଡ଼ାକଡ଼ି କରିବାକୁ ରାଜ୍ୟଗୁଡ଼ିକୁନିଦେ୍ର୍ଦଶ ଦିଆଯାଇଛି । କେବଳ ଭାରତନୁହେଁ ଆମେରିକା, ବ୍ରିଟେନ୍ ଓ ଜର୍ମାନୀରେଇସ୍ରାଏଲ ନାଗରିକ ଓ ଦୂତାବାସ ଉପରେସମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ସୁରକ୍ଷା
ବଢ଼ାଇ ଦିଆଯାଇଛି । ପୃଷ୍ଠା ୭ ଦେଖନ୍ତୁ…
Sign in
Sign in
Recover your password.
A password will be e-mailed to you.