ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାରରେ ଛାତ୍ରଙ୍କୁ ର୍ୟାଗିଂ ଅଭିଯୋଗ ହୋଇଛି । ଦ୍ୱିତୀୟ ବର୍ଷ ଡ଼ାକ୍ତରୀ ଛାତ୍ରଙ୍କୁ ଜଣେ ସିନିୟର୍ ଛାତ୍ର ର୍ୟାଗିଂ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ଆଂଟି ର୍ୟାଗିଂ ସେଲ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
Sign in
Sign in
Recover your password.
A password will be e-mailed to you.