ଓଡ଼ିଶାର ଅତି ପ୍ରିୟ ଜନନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁଚ୍ଛ ନବୀନ ପଟ୍ଟନାୟକଙ୍କ 75ତମ ଜନ୍ମଦିବସ ଉପଲକ୍ଷେ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ସୁଯୋଗ୍ୟ କନିଷ୍ଠ ସନ୍ତାନ ରୂପେ ନବୀନ ପଟ୍ଟନାୟକ ଅକ୍ଟୋବର 16, 1946 ମସିହାରେ କଟକର ତୁଳସୀପୁର ଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ଥିଲେ ଅତି ଶାନ୍ତ ଓ ସରଳ ସ୍ଵଭାବର। ପାଠପଢ଼ା ସମୟରେ ଖେଳକୁଦ ପ୍ରତି ରୁଚି ରଖୁଥିଲେ।

ନୂଆ ଓଡ଼ିଶାର ବିନ୍ଧାଣୀ

ନବୀନ ବାବୁ ପ୍ରବାଦ ପୁରୁଷ ବିଜୁ ବାବୁ ଓ ମା ଜ୍ଞାନ ପଟ୍ଟନାୟକଙ୍କ କନିଷ୍ଠ ସନ୍ତାନ ରୂପେ ନବୀନବାବୁ ଜନ୍ମଗ୍ରହଣ କରନ୍ତି 1946 ମସିହା ଅକ୍ଟୋବର 16 ତାରିଖରେ। ପିଲାଟି ବେଳରୁ ସେ ଥିଲେ ଅତ୍ୟନ୍ତ ସାଧାସିଧା ତଥା ଶାନ୍ତ ସ୍ଵଭାବର। ନବୀନ ବାବୁ ଜଣେ ମିଷ୍ଠଭାଷୀ ତଥା ଦୟାବାନ୍‌ ମଣିଷଟିଏ।

ଏବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ସମୟ ଆସିଯାଇଛି : ଶାହା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଇନ୍ ବ୍ୟବସ୍ଥାକୁ ନେଇ ଦେଶର ଗୃହ ମନ୍ତ୍ରୀ ଅମିତ୍ ଶାହ ପୁଣିଥରେ ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହ କହିଛନ୍ତି, ବେଙ୍ଗଲରେ ଆଇନ୍ ବ୍ୟବସ୍ଥା ଚରମସୀମାରେ ପହଞ୍ଚିଛି ଏବଂ ସରକାର ଏହାପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ସେଠାରେ

ଇମ୍ରାନ୍ ଡରୁଆ, ଅଯୋଗ୍ୟ : ମାରିୟମ୍ ନୱାଜ୍

କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା ପୋଲିସ ଇସଲାମାବାଦ: କରାଚୀରେ ବିରୋଧୀ ଦଳ ଗତକାଲି ଇମ୍ରାନ ସରକାରଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିବାବେଳେ ସୋମବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ଦଳ କ୍ଷମତା ଦଖଲ କଲେ କେନ୍ଦ୍ରର ନୂଆ କୃଷି ଆଇନକୁ ଉଚ୍ଛେଦ କରିବ : କଂଗ୍ରେସ

ବିହାର ନିର୍ବାଚନ ପାଇଁ କଂଗ୍ରେସ ଓ ଏଲାଜେପିର ନିର୍ବାଚନୀ ଇସ୍ତାହାର ଜାରି ପାଟନା, ୨୧ ।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବୁଧବାର କଂଗ୍ରେସ ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତିପତ୍ର ଜାରି କରିଛି । କଂଗ୍ରେସ ତା’ର ନିର୍ବାଚନୀ

ଘୃଣାଭାବ ପ୍ରଚାର କରୁଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ଏଫଆଇଆର୍ ରୁଜ୍ଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ସାମ୍ପ୍ରଦାୟିକ ଘୃଣାଭାବ ପ୍ର·ର କରୁଥିବା ଅଭିଯୋଗରେ ବାନ୍ଦ୍ରା କୋର୍ଟ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ ମାମଲା ରୁଜୁ ହେବା ପାଇଁ ପ୍ରଥମେ ଏକ ଆବେଦନ ଦାୟର ହୋଇଥିଲା । ଯେଉଁଥିରେ କୁହାଯାଇଥିଲା କଙ୍ଗନା

୨୫ବର୍ଷ ପୂରଣ କଲା ‘ଡିଡିଏଲଜେ’

ଇଣ୍ଡିଆନ୍ ସିନେମା ଇତିହାସରେ ଏଭଳି କିଛି ଫିଲ୍ମ ଅଛି ଯାହାକି ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହିପରି ଏକ ଫିଲ୍ମ ହେଉଛି ‘ଦିଲ୍ୱାଲେ ଦୁଲ୍ହନିଆ ଲେ ଯାଏଁଗେ’ । ଏହି ଫିଲ୍ମରେ ଶାହରୁଖ୍ ଖାନ୍ ଓ କାଜେଲ୍ଙ୍କ କେମିଷ୍ଟ୍ରି ଆଜି ବି ପ୍ରଶଂସକଙ୍କୁ ପାଗଳପ୍ରାୟ

ମୋନାଲିସାଙ୍କ ନୂଆ ଅବତାର

ବିଗ୍ବସ୍ ଫେମ୍ ମୋନାଲିସା ଦୁର୍ଗା ଅବତାରରେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ମୋନାଲିସା ଦୁର୍ଗାଙ୍କ ଅବତାରରେ ନିଜକୁ ପ୍ରସ୍ତୁତ କରିଛନ୍ତି । ସେ ଏହି ଇନ୍ଷ୍ଟା ରିଲ୍ରେ ଖୁବ୍ ଆଗ୍ରେସିଭ୍ ଏକ୍ସପ୍ରେସନ୍ସ ଦେଇଛନ୍ତି ଓ ତାଙ୍କ

କ୍ୟାନ୍ସରରୁ ମୁକୁଳିଲେ ସଞ୍ଜୟ

ବଲିଉଡ୍ର ପ୍ରଖ୍ୟାତ ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍ସର ଭଳି ଦୂରାରୋଗ୍ୟ ବିରୋଧରେ ବିଜୟଲାଭ କରିଛନ୍ତି । ଦୀପାବଳୀ ପୂର୍ବରୁ ସଞ୍ଜୟ ସୁସ୍ଥ ହେବାର ଖବର ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଆଣିଦେଇଛି । ସଞ୍ଜୟ ଦତ୍ତ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟ୍ରେ ନିଜ ପରିବାର,

ଡ୍ରଗ୍ସ ଲିଙ୍କରେ ବଲିଉଡର ଆଗଧାଡ଼ିର ନାୟିକା ଦୀପିକା ପାଦୁକୋନ୍ : ଭାଇରାଲ୍ ହେଉଛି ହ୍ୱାଟସଆପ୍ ଚାଟ୍; ଟାଲେଂଟ ମ୍ୟାନେଜର…

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଛାନଭିନ ଭିତରେ ବଲିଉଡର ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି । କେଉଁ କଳାକାରମାନେ ଏହି କାରବାରରେ ସଂପୃକ୍ତ ସେମାନଙ୍କ ବିରୋଧରେ ତଦନ୍ତକୁ ଗତିଶୀଳ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଯାଂଚରୁ ବଲିଉଡର ଏକାଧିକ ବଡ ନାଁ ସାମ୍ନାକୁ ଆସିଥିବାବେଳେ,