ପାକିସ୍ତାନ ସହ ଆଉ ଖେଳିବନି ଭାରତ, ଆଇସିସିକୁ ବିସିସିଆଇର ଚିଠ

ନୂଆଦିଲ୍ଲୀ, : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ସହିତ ଏବେ କୌଣସି ମ୍ୟାଚ ଖେଳିବ ନାହିଁ । ଦୁଇ ଦଳ କେବେଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟିଥାନ୍ତି । ପାକ୍ ସହ ଭାରତ କୌଣସି ଦ୍ୱିପାକ୍ଷିକ ସିରଜ ଖେଳେ ନାହିଁ । ପହଲଗାମ ଆତଙ୍କୀ ଆକ୍ରମଣ…

ପହଲଗାମ ହମଲାକୁ ନେଇ ଦୁଃଖ ପ୍ରକାଶ କଲେ ହିନା ଖାନ, ପୋଷ୍ଟ କରି ଲେଖିଲେ

ମୁମ୍ବାଇ, : ଟିଭି ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡିତ ଏବଂ ବର୍ତ୍ତମାନ ସେ ତାଙ୍କ ଜନ୍ମସ୍ଥାନ କାଶ୍ମୀରରେ ଅଛନ୍ତି । ଏହି ସମୟରେ ସେ ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାକୁ ନେଇ ମୁହଁ ଖୋଲିଛନ୍ତି । ବୈସରନ ଘାଟିର ଭୟଙ୍କର ଦୃଶ୍ୟ ଦେଖି ମର୍ମାହତ ହିନା ଖାନ ଏହି ଆକ୍ରମଣକୁ ଦେଶ…

ନବ ଦାସ ହତ୍ୟା ଘଟଣାର ଖୋଳତାଡ଼: ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର, : ବ୍ରହ୍ମପୁର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସ ହତ୍ୟା ଘଟଣାର ଖୋଳତାଡ଼ ପାଇଁ ପୁଣି ଥରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ପକାଇଛି ଜେରା ଦୁଇ ଦିନ ମଧ୍ୟରେ ୫ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ଘଟଣାରେ ପୋଲିସ ଏସଆଇ ଗୋପାଳ ଦାସ ଗିରଫ ହୋଇଥିବା ବେଳେ…

କେସିଙ୍ଗା ମୁସଲିମ ସମାଜ ପକ୍ଷରୁ ଆତଙ୍କବାଦ ବିରୋଧରେ କଲା ପଟି ପରିଧାନ ସଭା ଆୟୋଜିତ

କେସିଙ୍ଗା : ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଆଜି କେସିଙ୍ଗା ମୁସଲିମ ସମାଜ ପକ୍ଷରୁ କେସିଙ୍ଗା ମସଜିଦ ଠାରେ  ପଟି ପରିଧାନ କରି ଏକ ସଭା ଆୟୋଜିତ…

ହିନ୍ଦୁ ଏକତା ମଞ୍ଚ ତରଫରୁ ମହାମୋହିମ ରାଷ୍ଟ୍ରପତି ଙ୍କୁ ଜ୍ଞାପନ

ଭାରତ ର ମିନି ସ୍ଵାଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀ ଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧ ରେ ଏକ ଜ୍ଞାପନ କେସିଙ୍ଗା ବି ଡ଼ି ଓ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦିଆଗଲା / ସାରା ବିଶ୍ୱରେ ଏହି…

ରାମଲୀଳାରେ ଅଘଟଣ

ପାରାଦୀପ - ଚାଲିଥିଲା ରାମଲୀଳା , ରଶି ଉପରେ ହନୁମାନ ଉଡିବେ ବୋଲି ନଡ଼ିଆ ଗଛରେ ଦ‌ଉଡି ବାନ୍ଧି ଏକ ଟ୍ରାକ୍ଟର ରେ ଭିଡ଼ି ଟାଇଟ୍ କରୁଥିଲେ ଲୋକେ । ହେଲେ ହଠାତ୍ ନଡିଆଗଛ ଭାଙ୍ଗିପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି କୁଜଙ୍ଗ ଥାନା…

ଭାରତ-ପାକ୍ ବାଣିଜ୍ୟରେ ପୂର୍ଣ୍ଣଚ୍ଛେଦ: ଆହୁରି ଭୁଶୁଡ଼ିବ ପାକିସ୍ତାନ ଅର୍ଥନୀତ

ନୂଆଦିଲ୍ଲୀ,: ପହଲଗାମ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ନେଇଛି କଡ଼ା ପଦକ୍ଷେପ । ପାକିସ୍ତାନରୁ ଯିବା ଆସିବା ବାଟ ବନ୍ଦ କରିଦେଇଛି । ଏହାସହିତ ସାର୍କ ଭିସା ଛାଡ଼ ଯୋଜନାକୁ ବି ରଦ୍ଦ କରିଦେଇଛି । ଏହାର ଉଦ୍ଦେଶ୍ୟ ହେଉଛି ପାକିସ୍ତାନରୁ ଆସୁଥିବା ଲୋକଙ୍କ ଉପରେ ରୋକ୍ ଲଗାଇବା । ଅଟାରୀରେ…

୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଖେ ‘ସୁଭଦ୍ରା’ ପହଞ୍ଚି ପାରିଛି

ଭୁବନେଶ୍ୱର, : ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ “ଗଣମାଧ୍ୟମ ସହ କଥାବାର୍ତ୍ତା” କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ଯୋଜନାକୁ…

ଆତଙ୍କୀର ଘର ଉଡ଼ାଇଦେଲେ, ବୁଲଡୋଜର ଚଲାଇ ମାଟିରେ ମିଶାଇ ଦେଲେ ଯବାନ

ଶ୍ରୀନଗର, : ଇଟାର ଜବାବ ପଥରରେ ଦେବ ଭାରତ । ଖୋଜି ଖୋଜି ଆତଙ୍କୀ ମରାଯିବ । ପାତାଳରେ ଥିଲେ ବି ଆତଙ୍କୀର ପ୍ରାଣ ଛଡାଇ ଆଣିବେ ଆମ ଯବାନ । ପହଲଗାମ ଆତଙ୍କୀ ହମଲା ପରେ ଆକ୍ସନ ମୁଡରେ ଥିବା ଭାରତୀୟ ଯବାନ ଏବେ ସିଧାସିଧା ଆକ୍ରମଣ କରିଛନ୍ତି । ଆରମ୍ଭ କରିଛନ୍ତି ଅପରେସନ ଆତଙ୍କୀ ସଫା ।…

ପ୍ରଧାନମନ୍ତ୍ରୀ ମୋଦି ଆମେ ଆପଣଙ୍କ ସହିତ ଅଛୁ

ନୂଆଦିଲ୍ଲୀ, : ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବିଶ୍ୱର ବିଭିନ୍ନ ଦେଶ ଏହି ଦୁଃଖର ମୁହୂର୍ତ୍ତରେ ଭାରତ ସହିତ ଠିଆ ହୋଇଛନ୍ତି । ଗୁରୁବାର ଦିନ ଇଜିପ୍ଟ, ଇଟାଲୀ ଏବଂ ଫ୍ରାନ୍ସର ରାଷ୍ଟ୍ରମୁଖ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ…