ୱିସଡେନ୍ ପୁରସ୍କାର, ବୁମରା-ମନ୍ଧନା ବିଶ୍ୱରେ ଶ୍ରେଷ୍ଠ ଖେଳାଳ

ନୂଆଦିଲ୍ଲୀ,: କ୍ରିକେଟର ବାଇବେଲ ଭାବେ ପରିଚିତ "ୱିସଡେନ୍ କ୍ରିକେଟର୍ସ ଆଲମ୍ନାକ' ପତ୍ରିକାର ୨୦୨୪ ସଂସ୍କରଣ ପ୍ରକାଶିତ ହୋଇଛି । ପୁରୁଷରେ ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଏବଂ ମହିଳାରେ ଓପନିଂ ବ୍ୟାଟର ସ୍ମୃତି ମନ୍ଧନା ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।…

ପହଲଗାମ ଆତଙ୍କୀ ହମଲାରେ ଅକ୍ଷୟ କୁମାର ଓ ସଞ୍ଜୟ ଦତ୍ତ ସ୍ତବ୍ଧ

ମୁମ୍ୱାଇ, : ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାମରେ ମଙ୍ଗଳବାର ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଫାୟାରିଂ କରିଦେଇଛନ୍ତି । ହମଲାରେ ୨୪ ଜଣ ଲୋକଙ୍କ ମୃତୁ୍ୟ ହୋଇଛି । ସେପଟେ ଅନେକ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାର କଡ଼ା ନିନ୍ଦା କରି…

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଇପିଏଲରେ ପରିବର୍ତ୍ତନ

ନୂଆଦିଲ୍ଲୀ, : ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ଆଇପିଏଲରେ ଦୁଇଟି ଜିନିଷରେ ବ୍ୟାନ ଲଗାଇବା ସହିତ ୪ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନେଇଥିବା ପଦକ୍ଷେପ ବୁଧବାର ହେବାକୁଥିବା ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିବ ।…

ପହଲଗ୍ରାମ ଆତଙ୍କୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଦେବେ ଜାମ୍ମୁ-କାଶ୍ମୀର ସରକାର

ଜାମ୍ମୁ ,: ଜାମ୍ମୁକାଶ୍ମୀର ସରକାର ପହଲଗ୍ରାମ ଆତଙ୍କୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ସରକାର ପୀଡିତମାନେ ଯେପରି ତାଙ୍କ ଘର ପର୍ଯ୍ୟନ୍ତ ସମ୍ମାନଜନକ ଭାବରେ ସେମାନଙ୍କ ଘରେ ପହଁଂଚିପାରିବେ ସେଥିପାଇଁ…

୩୦ରୁ \”ୱିମେନ୍ସ ବିଜନେସ୍ ମେଳା ୨.୦\’: ୨୦୦ରୁ ଅଧିକ ମହିଳାଙ୍କ ଷ୍ଟଲ

ଭୁବନେଶ୍ୱର,: ଚଳିତ ମାସ ୩୦ରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୱିମେନ୍ସ ବିଜିନେସ୍ ମେଳା ୨.୦ ଆରମ୍ଭ ହେବ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍‌ ୱିମେନ୍ସ ଏଣ୍ଟର୍ପ୍ରିନ୍ୟୁରସିପ୍ କାଉନ୍ସିଲ୍‌ (ଆଇଏନଡବ୍ଲ୍ୟୁଇସି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ମେଳା ପାଞ୍ଚ ଦିନ ଧରି ମେ\' ୪…

ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିବାଦସଭା

ଖୋର୍ଦ୍ଧା,: ୱାକଫ ଆଇନକୁ ବିରୋଧ କରିବା ନାମରେ ୧୧ ଅପ୍ରେଲ ୨୦୨୫ରେ ମୁସଲିମ ଜନତାଙ୍କ ଦ୍ୱାରା ହିଂସାତ୍ମକ ପ୍ରଦର୍ଶନ ର ପ୍ରକୃତ ଉଦେଶ୍ୟ ଥିଲା ମୁର୍ଶୀଦାବାଦକୁ ହିନ୍ଦୁମୁକ୍ତ କରିବା । ଧର୍ମାନ୍ଧ ଜିହାଦି ମାନେ ହିନ୍ଦୁ ସମ୍ପ୍ରଦାୟର ୨୦୦ରୁ ଅଧିକ ଘର ଏବଂ ବାଣିଜ୍ୟକ ପ୍ରତିଷ୍ଠାନ ଲୁଟ୍ କରିବା…

୪ ଆତଙ୍କବାଦୀଙ୍କ ଫଟୋ ଜାର

ଶ୍ରୀନଗର,: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ଜଘନ୍ୟ ଆକ୍ରମଣରେ ସାମିଲ ଥିବା ଚାରି ଜଣ ଆତଙ୍କବାଦୀଙ୍କ ଫଟୋଗ୍ରାଫ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି । ସେମାନେ ସମସ୍ତେ ଲସ୍କର-ଏ-ତୋଇବା ସହିତ ଜଡିତ । ସୁରକ୍ଷା ଏଜେନ୍ସିଗୁଡ଼ିକ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ଏହି…

ଖୁବଶୀଘ୍ର ଆତଙ୍କବାଦୀ ଆକ୍ରମଣର ଦୃଢ ଜବାବ ଦେବ ଭାରତ

ନୂଆଦିଲ୍ଲୀ, : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ଏବେ କ୍ରୋଧରେ ରହିଛି । ଆତଙ୍କବାଦୀ ଏବଂ ସେମାନଙ୍କର ମାଲିକ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିରନ୍ତର ଦାବି ହେଉଛି । ଚନାଥାଉକି,ଯେ ଏହି ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର…

ଆଇଏମ୍‌ଏଫ୍ ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କଲା

ନୂଆଦିଲ୍ଲୀ,: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%କୁ ହ୍ରାସ କରିଛି । ଏହା ପୂର୍ବବର୍ଷ ଅପେକ୍ଷା ଅଭିବୃଦ୍ଧି ହାରରେ ହ୍ରାସ ପାଇବାର ସଙ୍କେତ ଦେଉଛି, ଯାହା ବିଶ୍ୱବ୍ୟାପୀ ଅର୍ଥନୈତିକ ଅନିଶ୍ଚିତତା ଓ…

ଜିନ୍ଦଲ ଷ୍ଟେନଲେସ ଓ ଏବି ଏନର୍ଜି ଓଡ଼ିଶାର ସର୍ବବୃହତ କ୍ୟାପଟିଭ୍ ଶିଳ୍ପ ସୌର ପ୍ଲାଣ୍ଟ ସହିତ ନୂଆ ମାନଦଣ୍ଡ ସ୍ଥାପନ

ଭୁବନେଶ୍ୱର,: ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ଓ ଭାରତର ଅଗ୍ରଣୀ ସ୍ୱଛ ଶକ୍ତି ସମାଧାନ ପ୍ରଦାନକାରୀ ଏବି ଏନର୍ଜି ସଲ୍ୟୁସନସ ପ୍ରାଇଭେଟ ଲମିଟେଡ ଓଡ଼ିଶାର ଯାଜପୁରଠାରେ ଜିନ୍ଦଲ ଷ୍ଟେନଲେସ ଉତ୍ପାଦନର ଅଂଶ ହୋଇ ସୌର ପ୍ରକଳ୍ପ ସ୍ଥାପନ ଓ ଏହାର ସଫଳ…