ଲୋକକବି ଜଗନ୍ନାଥ ପାଣିଙ୍କ ୧୯୦ତମ ଜୟନ୍ତୀ ସମାରୋହ

ଭଦ୍ରକ: କବି ତଥା ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣି ସଂଖ୍ୟାଧିକ ଓଡ଼ିଆ କାବ୍ୟ ଓ ଗୀତିନାଟ୍ୟ ରଚନା କରି ଓଡ଼ିଆ ସାରସ୍ବତ ଜଗତରେ ମଣି ସଦୃଶ ପ୍ରତିଭାତ ହୋଇଛନ୍ତି ବୋଲି ଲୋକକବି ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଭଦ୍ରକ ବ୍ଲକ ନଳାଙ୍ଗଠାରେ ତାଙ୍କର ୧୯୦ତମ ଜୟନ୍ତୀ ସମାରୋହରେ…

ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଓଡିଆ ପାରମ୍ପରିକ ଖାଦ୍ୟ କୁ ନେଇ ଖାଦ୍ୟ ମେଳା ଅନୁଷ୍ଠିତ।

କୋରାପୁଟ:କୋରାପୁଟ ପୂଜାରୀପୁଟ ସ୍ଥିତ ଗୁରୁକୁଳ ପବ୍ଲିକ ସ୍କୁଲ ପରିସର ରେ ଓଡ଼ିଆ ପାରମ୍ପାରିକ ଖାଦ୍ୟ କୁ ନେଇ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଏଇ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ବିଶେଷ କରି ଓଡ଼ିଆ ପାରମ୍ପାରିକ ଖାଦ୍ୟ…

ଜାତୀୟ ୧୯ ବର୍ଷରୁ କମ ଯୁକ୍ତ ଦୁଇ ଫୁଟବଲ ପ୍ରତିଯୋଗିତାରେ ସରସ୍ବତୀ ବିଦ୍ୟାମନ୍ଦିର, ଦାମନଯୋଡ଼ିର ଦୁଇ ଜଣ ଛାତ୍ର

କୋରାପୁଟ : ସ୍କୁଲ ଗେମସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ୬୮ତମ ଜାତୀୟ ଫୁଟବଲ ପ୍ରତିଯୋଗିତା ମଣିପୁରର ଇମ୍ଫାଲ ଠାରେ ଚଳିତ ମାସ ୧୫ରୁ ୨୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶାଙ୍କ ଦ୍ୱାରା ଚୟନ ହୋଇ ୧୮ଜଣ ପ୍ରତିଯୋଗି…

ଓଡ଼ିଆ ପକ୍ଷ ପାଳନକୁ “ଫୁ” କରିଛି ଜିଲ୍ଲା ପ୍ରଶାସନ

କୋରାପୁଟ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳ ଦିବସ ପାଳନ ଅବସରରେ ଏପ୍ରିଲ ପହିଲାରୁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇ କର୍ମଚାରୀ…

ବର୍ଷା ସାହିତ୍ୟ ସଂସଦର ବାର୍ଷିକ ସାରସ୍ୱତ ସମାରୋହ

କୋରାପୁଟ : ଦାମନଯୋଡ଼ିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ବର୍ଷା ସାହିତ୍ୟ ସଂସଦ'ର ବାର୍ଷିକ ସାରସ୍ୱତ ସମାରୋହ ରବିବାର ଦିନ ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଅତିଥି ନିରଞ୍ଜନ ସାମଲ,ଶ୍ରୀଜଗନ୍ନାଥଙ୍କ…

ପ୍ରେମିକାଙ୍କ ସହ ଚାଇନାରେ ଆମିର

ମୁମ୍ବାଇ,: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ । ଗୌରୀ ନାମକ ଜଣେ ମହିଳାଙ୍କୁ ସେ ଡେଟ କରୁଥିବା ସ୍ପଷ୍ଟ କରିଥିଲେ । ଏହି ଖୁଲାସା ପରଠାରୁ ଦୁହେଁ ସେମାନଙ୍କ ପ୍ରେମ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି । ଏବେ…

ତାଳଚେର ଉପଖଣ୍ଡ ଡାକ୍ତରଖାନା ରେ ଆୟୁଷ୍ମାନ ଭାରତ କାର୍ଡ ର ଶୁଭାରମ୍ଭ*

ତାଳଚେର : :ଓଡିଶା ପ୍ରଦେଶ ରେ ବହୁ ପ୍ରତିକ୍ଷୀତ ବାର୍ଷିକ ୫ ଲକ୍ଷ ର ମାଗଣା ସ୍ୱାସ୍ଥ୍ୟ ସେବା ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି |ରାଜ୍ୟର ସାଢେ ୩ କୋଟି ଲୋକ ଏଥିରେ ଉପକୃତ ହେବେ |କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉପସ୍ଥିତି ରେ କଟକ…

ଦୁଇ ଭାଇ ମିଶି ଗଞେଇ ଚୋରା ଚାଲାଣ ମାଡି ବସିଲା ପୁଲିସ୍

କୋରାପୁଟ :ଦୁଇ ଭାଇ ମିଶି କରୁଥିଲେ ଗଞେଇ ଚୋରା ଚାଲାଣ। ଟ୍ରେନ ରେ ଚଡ଼ିବା ପୁର୍ବରୁ ମାଡିବସିଲା କୋରାପୁଟ ଜିଆରପି ଓ ଆରପିଏଫ୍ ପୁଲିସ୍। ଦୁଇ ଭାଇ ଦୁଇ ଟି ବ୍ୟାଗରେ ଗଞେଇ ଚାଲାଣ କରୁଥିଲେ। କୋରାପୁଟ ଷ୍ଟେସନ ରେ   କିରନଡୁଲ ବିଶାଖାପାଟନା ଟ୍ରେନ କୁ ଅପେକ୍ଷା କରିଥିଲେ। ବିଶେଷ ସୂତ୍ରରୁ ଖବର…

କୋରାପୁଟରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

କୋରାପୁଟ : କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,ପୌର…

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, : ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ କରିପାରେ । ଦିନିକିଆ ଫର୍ମାଟରେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ହେଲା ଦୁଇ ନୂଆ ବଲ ବ୍ୟବହାର କରାଯାଉଛି ।…