ଅଲିଭରିଡଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ

ବ୍ରହ୍ମପୁର,: ଗଞ୍ଜାମ ଜିଲାର ଋଷିକୁଲ୍ୟ ମୁହାଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ବର୍ତ୍ତମାନ ବିରଳ ଅଲିଭଭିଡଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । କଇଁଛ ଛୁଆ ଗୁଡିକ ସତଃ ପ୍ରଦୂତ୍ୟା ଭାବେ ସମୁଦ୍ର ମୁହାଁ ହେଉଛନ୍ତି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୂରୁଣା ବନ୍ଦ ପୂରୁଣା ପୋଡ଼ାମପେଟା ଗ୍ରାମ…

ବେଳାଭୂମି ସାମୁହିକ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପାରାଦୀପ, : ଉତ୍କଳ ଦିବସ ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନ ଅବସରରେ ପାରାଦୀପ ପୌରପାଳିକା ପକ୍ଷରୁ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ସମୁଦ୍ର ବେଳାଭୂମିରେ ରବିବାର ସକାଳେ ଏକ ସାମୁହିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦୀପ ଗ୍ରୀନ ଟ୍ରଷ୍ଟ,…

୨୦୨୫ ଆର୍ଥିକ ବର୍ଷରେ ରେକର୍ଡ, ଆଇଟିଆର ଦାଖଲ କଲେ ୯.୧୯ କୋଟ

ନୂଆଦିଲ୍ଲୀ,: ଆର୍ଥିକ ବର୍ଷ ୨୦୨୪- ୨୫ରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଗତ ମାର୍ଚ୍ଚ ୩୧ ସୁଧା ଦେଶରେ ରେକର୍ଡ ୯.୧୯ କୋଟି ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିଛନ୍ତି । ଏଥିରେ ମହାରାଷ୍ଟ୍ରର ସର୍ବାଧିକ ଲୋକ ସାମିଲ ଅଛନ୍ତି । ଏହି ରାଜ୍ୟର ୧.୩୯ କୋଟି ନାଗରିକ ଆଇଟିଆର ଦାଖଲ କରିଛନ୍ତି…

ନୂଆ ରେକର୍ଡ ସ୍ତରରେ ସୁନା ଦର

ଭୁବନେଶ୍ୱର,: ସୁନା ଦର ଶନିବାର ପୁଣି ବଢ଼ିଛି । ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୨୭୦ ଟଙ୍କା ବି ସର୍ବକାଳୀନ ରେକର୍ଡ ୯୫,୬୭୦ ଟଙ୍କା ଛୁଇଁଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଦର ମଧ୍ୟ ୧୦ ଗ୍ରାମ୍ ପିଛା ୨୫୦ ଟଙ୍କା ବୃଦ୍ଧି ପାଇ ୮୭,୭୦୦ ଟଙ୍କାରେ ପହଞ୍ଚିଛି ।…

କୋଭିଡ୍ ପରବର୍ତ୍ତୀ ଅର୍ଥନୈତିକ ସୁଧାର : ସବୁଠୁ ଆଗରେ ଓଡ଼ିଶା

ଭୁବନେଶ୍ୱର,: ଦେଶରେ ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଅର୍ଥନେତିକ କାର୍ଯ୍ୟକଳାପ ଗୁରୁତର ପ୍ରଭାବିତ ହୋଇଥିଲା । ବର୍ଷକ ପରେ କୋଭିଡ୍ର ଦ୍ୱିତୀୟ ଲହର ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲା । ମହାମାରୀ ପରବର୍ତ୍ତୀ ସମୟରେ ନିଜ ଅର୍ଥନୀତିରେ ସୁଧାର ଆଣିବାରେ ଓଡ଼ିଶା ଦେଶର ଅନ୍ୟ ସମସ୍ତ…

ବାପ ଘରକୁ ଝିଅ ବୁଲି ଆସିଛି ମା’ଙ୍କ ଘଟ, ପ୍ରଥମେ ଯାଇ ପହଞ୍ଚିଥାଏ ମହୁରୀ ରଜାଙ୍କ ରାଜବାଟୀ

ବ୍ରହ୍ମପୁର, : ବ୍ରହ୍ମପୁର ସହରକୁ ଏବେ ଉତ୍ସବମୁଖର କରି ଦେଇଛି ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା । ବାପ ଘରକୁ ଝିଅ ବୁଲି ଆସିଛି । ଆଉ ଏଥିପାଇଁ ଆୟୋଜିତ ହୋଇଛି ଯାତ୍ରାର । ତେବେ କିମ୍ବଦନ୍ତି ଅନୁସାରେ ମାଁ ହେଉଛନ୍ତି ମହୁରୀ ରଜାଙ୍କ ଇଷ୍ଟଦେବୀ । ଆଉ ସେଥି ପାଇଁ ଯାତ୍ରା ସମୟରେ ଘଟ ପରିକ୍ରମା…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଲୋକାର୍ପିତ

ପୁରୀ, : ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଛି । ଏହାପୂର୍ବରୁ ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଓଡ଼ିଆ…

କମେଡିଆନ ଭାରତୀ ସିଂହ ସେୟାର କଲେ ନିଜ ଅବସର ପ୍ଲାନ

ମୁମ୍ୱାଇ,: କମେଡିଆନ୍‌ ଭାରତୀ ସିଂହ ଏହି ଇଣ୍ଡଷ୍ଟ୍ରୀରେ ୧୫ ବର୍ଷରୁ ଅଧିକ ସଂପୂର୍ଣ୍ଣ କରି ସାରିଛନ୍ତି । ଭାରତୀ ନିଜ କ୍ୟାରିୟରର ଆରମ୍ଭ \"ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ\'ରୁ କରିଛନ୍ତି, ଏହାପରେ ଆକ୍ଟିଂ ଓ ହୋଷ୍ଟିଂର ଦୁନିଆରେ ପାଦ ରଖିଥିଲେ ଏବଂ ଏବେ ପଡକାଷ୍ଟ ଓ ବ୍ଲଗରେ ଛାଇ…

ପୁଣି ଥରେ ଅଧିନାୟକ ହେବା ପରେ ଧୋନିଙ୍କ ପ୍ରଥମ ପ୍ରତିକ୍ରିୟା

ଚେନ୍ନାଇ, : ପାଞ୍ଚଟି ମ୍ୟାଚରୁ ମାତ୍ର ଗୋଟିକରେ ବିଜୟୀ ହୋଇ ନବମ ସ୍ଥାନରେ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ଗୁରୁବାର ଆଉ ଏକ ଶକ୍ତ ଝଟ୍କା ଲାଗିଥିଲା । କହୁଣୀ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିବା ପରେ ନିୟମିତ ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ଚଳିତ ଆଇପିଏଲର ଅବଶିଷ୍ଟ…

ଅଧିନାୟକ ଭାବେ ସେହୱାଗଙ୍କୁ ପଛରେ ପକାଇଲେ ଅକ୍ଷର

ନୂଆଦିଲ୍ଲୀ,: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ଏକ ନୂଆ ରେକର୍ଡ କରିଛନ୍ତି । ଆଇପିଏଲ ଇତିହାସରେ ପଟେଲ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଅଧିନାୟକ ହୋଇଛନ୍ତି, ଯାହାଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ସିଜିନର ପ୍ରଥମ ଚାରୋଟି ମ୍ୟାଚ୍ ଜିତିଛି । ଏହି ମାମଲାରେ ସେ ଭାରତର କିମ୍ବଦନ୍ତୀ…