ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ୧୦ ବଷ

ଭୁବନେଶ୍ୱର,: ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ୮ ଏପ୍ରିଲ, ୨୦୨୫ରେ ୧୦ ବର୍ଷ ପୂରଣ କରିଛି । ଏହି ଯୋଜନା ଦେଶରେ ଏମ୍‌ଏସ୍‌ଏମ୍‌ଇ ଆର୍ଥିକ ପରିସ୍ଥିତକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗତ ଦଶନ୍ଧି ଧରି ପିଏମ୍‌ଏମ୍‌ୱାଇ କ୍ଷୁଦ୍ର ଉଦ୍ୟୋଗ…

ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ।

ଧର୍ମଗଡ଼: ଓଲଟିଲା ସ୍କୁଲ ବସ ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ଠାରେ ଓଲଟିଲା ସ୍କୁଲ ଭେନ୍, ଓଲଟି ପଡିଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୮ ଜଣ ଛାତ୍ର ଛାତ୍ରୀ । ଦୁର୍ଘଟଣା ପରେ ଅଞ୍ଚଳବାସୀ ଛାତ୍ର…

ଜେଏସ୍‌ଏଲ୍ ସୁପର ଷ୍ଟିଲ ଏବଂ ସନସ୍ୟୁର ଏନର୍ଜି ମଧ୍ୟରେ ୧୧ ମେଗାୱାଟ ପିକ୍ ଶକ୍ତି କ୍ରୟ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର,: ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଅଗ୍ରଣୀ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସନସ୍ୟୁର ଏନର୍ଜି ଆଜି ଭାରତର ସର୍ବବୃହତ ଷ୍ଟେନଲେସ୍‌ ଷ୍ଟିଲ୍ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସର ଗାଜିଆବାଦ ସ୍ଥିତ ସହାୟକ କମ୍ପାନୀ ଜେଏସ୍‌ଏଲ୍ ସୁପର ଷ୍ଟିଲ୍ ସହିତ ୧୧…

ସର୍ବଭାରତୀୟ ପୁଲିସ ହକି

ଭୁବନେଶ୍ୱର, : କଳିଙ୍ଗ ଷ୍ଟାଡିୟମ୍ ହକି ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତାରେ ମଙ୍ଗଳବାର ମୋଟ ୭ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରେ ରହିଛି ପୁରୁଷ ବର୍ଗର ୬ ଏବଂ ମହିଳା ବର୍ଗର ଗୋଟିଏ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଉତ୍ତରପ୍ରଦେଶ ପୁଲିସ ୯-୦ ଗୋଲରେ…

ପୁଣି ଥରେ ତୁଳସୀ ଭୂମିକାରେ ନଜର ଆସିବେ ସ୍ମୃତି ଇରାନି!

ମୁମ୍ବାଇ, : ଏକ୍‌ତା କପୁରଙ୍କ ଦ୍ୱାରା ର୍ନିମିତ ଲୋକପ୍ରିୟ ଟେଲିଭିଜନ ଧାରାବାହିକ \"କ୍ୟୁଁକି ଶାର୍ ଭି କଭି ବୋହୂ ଥି\' ଆଉ ଥରେ ପରଦାରେ ଦେଖିବାକୁ ମିଳିବ ବୋଲି ଗତକିଛି ଦିନ ମଧ୍ୟରେ ଜୋଦାର୍ର୍ ଚର୍ଚ୍ଚା ହେଉଛି । ଏହି ଧାରାବାହିକକୁ ନେଇ ପ୍ରଶଂସକମାନେ ବି ଅଧିକ ଅପଡେଟ୍‌ ପାଇଁ ଉତ୍ସାହର…

ପୁଟିନ୍‌ଙ୍କ ସ୍ୱତନ୍ତ୍ର ବାର୍ତ୍ତା: ବିଜୟ ଦିବସ ପରେଡରେ ଯୋଗଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ

ମସ୍କୋ, : ମେ\'୯ ତାରିଖରେ ଜର୍ମାନୀ ବିପକ୍ଷରେ ବିଜୟର ୮୦ତମ ବାର୍ଷିକୀ ପାଳନ ପାଇଁ ରୁଷିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ରୁଷିଆ ଉପ-ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରେ ରୁଡେଙ୍କୋ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରୁଷିଆ ଆଶା କରୁଛି, ପ୍ରଧାନମନ୍ତ୍ରୀ…

ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାରରେ ଦ୍ୱିତୀୟ ପର୍ଯ୍ୟାୟ ଆପାତକାଳୀନ ଅଭ୍ୟାସ

ପାରାଦୀପ,: ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାରରେ ମଙ୍ଗଳବାର ଦିନ ଏକ ଦ୍ୱିତୀୟ ପର୍ଯ୍ୟାୟ ଅପାତକାଳୀନ ଅଭ୍ୟାସ କୌଶଳ ବା ମକ୍ ଡ୍ରିଲ୍‌ ଆୟୋଜିତ ହୋଇଯାଇଛି । ଯେଉଁଥିରେ ବିଶୋଧନାଗାର ତାହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ପରୀକ୍ଷଣ କରିଥିଲା । ଜରୁରୀକାଳୀନ ପରିସ୍ଥିତି…

ଚଳିତ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବ ତାତ

ନୂଆଦିଲ୍ଲୀ, : ତତଲା ତାୱାରେ ଫୁଟୁଛି ଗାଁଠୁ ସହର । ଚଳିତ ବର୍ଷର ତାତି ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଏବଂ ପଶ୍ଚିମ ଭାରତରେ ତାତି ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ପାଣିପାଗ ବିଜ୍ଞାନୀଙ୍କ କହିବାନୁସାରେ, ୧୯୦୧ ମସିହା ପରେ…

ମାଉସୀ ମା ଘରକୁ ବୁଲିବାକୁ ଗଲେ ମା’ ବୁଢ଼ୀ ଠାକୁରାଣୀ

ବ୍ରହ୍ମପୁରର,: ମା\' ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାର ସପ୍ତମ ଦିନ ଏବଂ ଘଟ ପରିକ୍ରମାର ପଞ୍ଚମ ଦିନରେ ମା\' ଜଉରା ସାହିସ୍ଥିତ ମାଉସୀମା\' ଘରକୁ ବୁଲି ଯିବାର ବିଧି ରହିଛି । ଯାତ୍ରାରମ୍ଭ ହେବାର ୭ଦିନ ପରେ ମା\'ଙ୍କ ସୁରକ୍ଷା କବଚ ଭାବେ ରାଜା, କଟୁଆଳ ଓ. ପାଇକ ସମେତ ବହୁ ପୁଲିସଙ୍କ…

ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

ଫ୍ରାନ୍ସ, : ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବ ଭାରତ । ରାଫେଲ୍ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ନେଇ ଚୁକ୍ତିକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ କମିଟି ସିସିଏସ୍ ଅନୁମୋଦନ ଦେଇଛି । ଏହାଦ୍ୱାରା ବୃଦ୍ଧି ପାଇବ ନୌସେନାର କ୍ଷମତା । ନୌସେନା ପାଇଁ ୨୬ଟି ରାଫେଲ-ମରିନ୍…