ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର : ଆଗାମୀ ୩ ଦିନ ଯାଏଁ ବିଜୁଳି-ଘଡଘଡି ସହ ବର୍ଷା

ଭୁବନେଶ୍ୱର,: ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ଗତକାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଦକ୍ଷିଣପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ…

ନେତୃତ୍ୱ ପରିବର୍ତ୍ତନ ଦ୍ୱାରା ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନ ଗୁଡିକର ପୁନର୍ଗଠନ

ଭୁବନେଶ୍ୱର,: ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀଭିତିକ ଅନୁଷ୍ଠାନଗୁଡିକର ପୁନର୍ଗଠନ କରିବା ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗଙ୍କ ପ୍ରଦତ ନିର୍ଦ୍ଦେଶାବଳୀ ଅନୁଯାୟୀ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଓ…

ସାରା ଦେଶରେ କାର୍ଯ୍ୟକାରୀ ହେଲା ୱାକଫ୍ ସଂଶୋଧନ ଆଇନ

ନୂଆଦିଲ୍ଲୀ,: ଆଜିଠାରୁ ସାରା ଦେଶରେ ୱାକଫ ସଂଶୋଧନ ଆଇନ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯେ ୱାକଫ୍ ଆଇନ ୮ ଏପ୍ରିଲରୁ କାର୍ଯ୍ୟକାରୀ ହୋଇଛି । ଗତ ସପ୍ତାହରେ, ସଂସଦ ଏବଂ ରାଷ୍ଟ୍ରପତି ୱାକଫ୍ ସଂଶୋଧନ ଆଇନକୁ ମଞ୍ଜୁରୀ ଦେଇଛନ୍ତି । ଏହା ପରେ ନୂତନ ଆଇନ…

ଷଷ୍ଠ ଛାତ୍ର କୁ ନିର୍ଯ୍ୟାତନା ,ବ୍ଲେଡ ରେ କାଟିଦେଲେ ଉପର ଶ୍ରେଣୀର ଛାତ୍ର, ଥାନା ରେ ମାମଲା

ଷଷ୍ଠ ଶ୍ରେଣୀର ଛାତ୍ର କୁ ନିର୍ଯ୍ୟାତନା ସେ ବି ବର୍ବରତା ର ସହ ।ଉପରିସ୍ଥ ଛାତ୍ର ମାନେ ହାତକୁ ବାନ୍ଧିକି ମାଡ଼ ମାରିଲେ ରୁମ୍ ରେ ବନ୍ଦ କରି ବ୍ଲେଡ ରେ କାଟିଦେଲେ ଏଭଳି ସାଂଘାତିକ ଘଟଣା ନଜର କୁ ଆସିଛି ମୟୁରଭଞ୍ଜ ଜିଲ୍ଲାରେ,ଖୁଣ୍ଟା ବ୍ଲକ୍ ର ଏକ ଆଦିବାସୀ ହଷ୍ଟେଲରେ ରହୁଥିବା ଜଣେ ଷଷ୍ଠ…

ଆଉ ଟିକେ ହେଲେ ଜୀଅନ୍ତା ମଣିଷକୁ ଗିଳିଥାନ୍ତା ଅହିରାଜ

ରୋଷେଇ ଘରେ ଶୋଇଥିଲା ଅହିରାଜ ସାପ। ଗୋଟେ ଅଧେ ନୁହେଁ ବରଂ ପନ୍ଦର ଫୁଟ ଲମ୍ବର ଅହିରାଜ ରୋଷେଇ ଘରେ ଶୋଇ ଯାଆ ଆସ ଉପରେ ନଜର ରଖିଥିଲା ,କେହି କିଛି ବି ଜାଣି ପାରି ନ ଥିଲେ , ଆଜି ସକାଳୁ ଅହିରାଜ ର ଗର୍ଜନ ଶୁଣି ପରିବାର ଲୋକେ ସନ୍ଦେହ କରିଥିଲେ ଆଉ ଦେଖିବା ବେଳକୁ ରୋଷେଇ ଘର ବାସନ ଭିତରେ…

ଜୋରିମାନା ଦେବେ ଈଶାନ୍ତ ଶର୍ମା

ନୂଆଦିଲ୍ଲୀ, : ଆଇପିଏଲରେ ରବିବାର ସନରାଇଜର୍ସ ହାଇଦ୍ରବାଦ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଟିମ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହାଇଦ୍ରାବାଦ…

ବର୍ଣ୍ଣବୋଧର ସଫଳ ଜ୍ଞାନ ଦ୍ୱାରା ପଠନ-ଲିଖନ-କଥନ-ଶ୍ରବଣ ସୁଦୃଢ ହୋଇପାରିବ

ଛତ୍ରପୁର,: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ କରାଯାଇଥିବା ଓଡିଆ ପକ୍ଷ,୨୦୨୫ ପାଳନ ଅବସରରେ…

ଶ୍ରୀରାମ ମନ୍ଦିର ନିମନ୍ତେ ଶିଳାନ୍ୟସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଶିଳ୍ପ ମନ୍ତ୍ରୀ

ପାରାଦ୍ୱୀପ,: ପବିତ୍ର ‘ରାମ ନବମୀ\'ର ଶୁଭ ଅବସରରେ ପାରାଦ୍ୱୀପ ପୌରାଞ୍ଚଳ ଅନ୍ତର୍ଗତ ଶ୍ରୀରାମ ନଗର ବିଜୟଚନ୍ଦ୍ରପୁର (ତାରିଣୀଗଡା) ଠାରେ ଶ୍ରୀରାମ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବରେ ପାରାଦ୍ୱୀପ ବିଧାୟକ ତଥା ଓଡିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର…

୨୪ ଫୁଟ ବାଉଁଶକୁ ଧର୍ମଝଣ୍ଡା ଭାବେ ପୂଜାର୍ଚ୍ଚନା

ବ୍ରହ୍ମପୁର, ବ୍ରହ୍ମପୁର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଏବେ ବେଶ୍‌ ଚଳଚଞ୍ଚଳ ହୋଇ ଉଠିଛି ରେଶମ ସହର ବ୍ରହ୍ମପୁର । ମାଁଙ୍କ ଏହି ଯାତ୍ରା ଯେତେ ପ୍ରସିଦ୍ଧ ଆଉ ପରମ୍ପରା ମଧ୍ୟ ସେତେ ନିଆରା । ସେଥିମଧ୍ୟରୁ ଅନ୍ୟତମ ହେଉଛି ମାଁଙ୍କ ଧର୍ମଝଣ୍ଡା । ମାଁ ଅସ୍ଥାୟୀ ମନ୍ଦିରକୁ…

୨୨ ଓ ୨୩ରେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର, : ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ । ତୃତୀୟ କିସ୍ତି ପରେ ଯେଉଁମାନଙ୍କୁ ୨୧ ବର୍ଷ ହେଇ ଯାଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ । ସୁଭଦ୍ରାକୁ ସହଜ ଲବ୍ଧ କରିବା ପାଇଁ ସର୍ଭେ…