ଶିବସେନା ନେତାଙ୍କ ଦାବି ଉପରେ ଜବାବ ଦେଲା ବିଜେପ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ହୋଇଥିବା କଳ୍ପନାଜଳ୍ପନାକୁ ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ମୋଦି ଆଗାମୀ ଅନେକ ବର୍ଷ ପାଇଁ ଦେଶର ନେତୃତ୍ୱ ନେବେ । ଶିବସେନା ନେତା…

ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ଜାତୀୟ ତାଲିକାରେ ସାମିଲ ହେଲା ରଥଯାତ୍ରା, ବାଲିଯାତ୍ରା

ଭୁବନେଶ୍ୱର,: ମହାପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଏବଂ କଟକର ଐତିହାସିକ ବାଲି ଯାତ୍ରାକୁ ସଙ୍ଗୀତ ନାଟକ ଏକାଡେମୀର \"ଜାତୀୟ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକା\'ରେ ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀ ସମ୍ପ୍ରତି ସମଗ୍ର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ ହେଲେ ନିଧି ତିୱାରୀ

ନୂଆଦିଲ୍ଲୀ,: ୨୦୧୪ ବ୍ୟାଚ୍‌ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ୍‌) ପଦରେ ନିଯୁକ୍ତ କରାଯାଇଛି । ଡିଓପିଟି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ନିଧି ତିୱାରୀ ବର୍ତ୍ତମାନ…

ନିଶା କାରବାର ବିରୋଧରେ ଆମର ଅବିରତ ଅଭିଯାନ ଜାରି ରହିଛ

ନୂଆଦିଲ୍ଲୀ,: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନିଶା କାରବାର ବିରୋଧରେ ଆମର ଅବିରତ ଅଭିଯାନ ଜାରି ରହିଛି । ‘ଏକ୍ସ’ ପ୍ଲାଟଫର୍ମରେ ଏକ ପୋଷ୍ଟରେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଲେଖିଛନ୍ତି, \"ମୋଦୀ ସରକାରଙ୍କ ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ନୀତି…

ବାଇକ୍ କିଣିଲେ ମିଳିବ ୨ଟି ହେଲମେଟ

ନୂଆଦିଲ୍ଲୀ,: ଆଗାମୀ ଦିନରେ ମୋଟରସାଇକେଲ କିଣିବାକୁ ଗଲେ ସାଙ୍ଗରେ ମିଳିବ ଦୁଇଟି ଆଇଏସ୍‌ଆଇ ସାର୍ଟିଫାଏଡ୍ ହେଲମେଟ୍ । ମୋଟରସାଇକେଲ କମ୍ପାନୀ ଗାଡ଼ି ସହିତ ଯାତ୍ରୀଙ୍କୁ ଦୁଇଟି ଆଇଏସ୍‌ଆଇ ସାର୍ଟିଫାଏଡ ହେଲମେଟ୍ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ଦିଲ୍ଲୀର ହୋଇଥିବା ଏକ…

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୯୪୪ କୋଟିର ଜରିମାନା ଲଗାଇଲା ଆୟକର ବିଭାଗ

ନୂଆଦିଲ୍ଲୀ,: ଇଣ୍ଡିଗୋ ଏୟାରଲାଇନ୍ସର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ ଉପରେ ବହୁ କୋଟି ଟଙ୍କାର ଜରିମାନା ଲଗାଇଛି ଆୟକର ବିଭାଗ । ରବିବାର ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୧- ୨୨ ମୂଲ୍ୟାଙ୍କନ (ଆସେସମେଣ୍ଟ) ବର୍ଷ ପାଇଁ ଆୟକର ବିଭାଗ ୯୪୪.୨୦ କୋଟି ଟଙ୍କାର…

ମ୍ୟୁଚୁଆଲ୍ ଫଣ୍ଡ୍‌ରେ ପୁରୁଷଙ୍କ ତୁଳନାରେ ମହିଳା ଅଧିକ ନିବେଶ କରୁଛନ୍ତ

ନୂଆଦିଲ୍ଲୀ,: ମ୍ୟୁଚୁଆଲ୍ ଫଣ୍ଡରେପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ ନିବେଶ କରୁଛନ୍ତି । ଏହି ନୂଆ ତଥ୍ୟ ପ୍ରକାଶ କରିଛି ଆମ୍ଫାଇ-କ୍ରିସିଲ୍ । ରିପୋର୍ଟରେ ଗତ ୫ ବର୍ଷ ମଧ୍ୟରେ ମ୍ୟୁଚୁଆଲ୍ ଫଣ୍ଡରେ ମହିଳାମାନଙ୍କ ଅଂଶ ଦ୍ୱିଗୁଣିତ ହୋଇଛି । ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ୍‌)ର ମୋଟ…

ଷ୍ଟେଟ୍ ବ୍ୟାଙ୍କ୍ ଦ୍ୱାରା ୧୨୮ଟି ସୌର ଚାଳିତ ଆଲୋକ ଖୁଣ୍ଟ ପ୍ରଦାନ

ଭୁବନେଶ୍ୱର,: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳ ଦ୍ୱାରା ସ୍ୱେଚ୍ଛା ସେବୀ ସଂଗଠନ ଆଜିର ସୃଜନୀ ସହଯୋଗରେ ୧୨୮ଟି ସୌର ଚାଳିତ ଆଲୋକ ଖୁଣ୍ଟ ପ୍ରଦାନ କରାଯାଇଛି । ଏହି ଆଲୋକିକରଣ ଦ୍ୱାରା ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନ ମୁଖ୍ୟତଃ ଗ୍ରାମାଞ୍ଚଳର ପୋଖରୀ ଓ ଶ୍ମଶାନ ଆଦି…

ଆଜିଠାରୁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ, ଆର୍ଥିକବର୍ଷ ସୋମବାର ଶେଷ ହେବ । ଏପ୍ରିଲ ପହିଲାରୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବ । ୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ଦିନରେ ଆୟକର ଠାରୁ ଆରମ୍ଭ କରି ଜିଏସଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯିବ ।…

\”ସିକନ୍ଦର\’ ପୂର୍ବରୁ ରଶ୍ମିକାଙ୍କୁ ମୁଁ ଜାଣିନଥିଲେ: ସଲମାନ

ମୁମ୍ୱାଇ, : ସଲମାନ ଖାନଙ୍କ ଫିଲ୍ମ \"ସିକନ୍ଦର\' ରିଲିଜ୍ ପାଇଁ ପ୍ରସ୍ତୁତ । ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଅଛନ୍ତି । ଦୁହିଁଙ୍କ ଅନସ୍କ୍ରିନ୍ ଯୋଡ଼ିକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି । କିଛି ଲୋକଙ୍କୁ ଦୁହିଁଙ୍କ (ସଲମାନ ଓ ରଶ୍ମିକା)ର ବୟସର ବ୍ୟବଧ୍ୟାନ ପସନ୍ଦ…