ଆର୍ଥିକ ବର୍ଷରେ ୬୦,୯୨୮ କୋଟି ଜିଏସ୍‌ଟି ସଂଗ୍ରହ

ଭୁବନେଶ୍ୱର,: ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ ହୋଇଛି । ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୧୪ ପ୍ରତିଶତ ଅଧିକ । ତେବେ ୨୦୨୪ ଏପ୍ରିଲରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୬୦,୯୨୮ କୋଟି…

ଏଲଓସି ପାର କରିବାକୁ ପାକ୍ ସେନାର ପ୍ରୟାସ

ଶ୍ରୀନଗର, : ବେଶ କିଛି ଦିନର ନୀରବତା ପରେ ସୀମା ଲଙ୍ଘିଛି ପାକିସ୍ତାନ ସେନା । ନିଜ ଦେଶରେ ବିଦ୍ରୋହୀଙ୍କ ଆକ୍ରମଣ ଓ ଲୋକଙ୍କ ବିକ୍ଷୋଭକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ପାକିସ୍ତାନ ସେନା ଏପ୍ରିଲ ୧ରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଛି । ଜମ୍ମୁ-କଶ୍ମୀରର ପୁଞ୍ଚ…

୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ଦୁଇଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, : ବୁଧବାରଠାରୁ ଅଧା ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବ । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ଜୋରରେ ପବନ ବହିବ । ୩ ଓ ୪ ତାରିଖରେ କାଳବୈଶାଖୀର ପ୍ରଭାବ ବଢିବ । ଏହି ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବୁଧବାର ମୟୂରଭଞ୍ଜ, କେନ୍ଦୁଝର,…

କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,: କୁନି କୁନି ପିଲାଙ୍କ ଆଖିରେ ଭରି ରହିଥିଲା ଅନେକ ସ୍ୱପ୍ନ । ସିଲଟ୍ ଓ ଖଡି ଧରି ସେମାନେ ବସିଥିଲେ ବଡଗଡ ଗାଁ ସ୍କୁଲର ପ୍ରାଙ୍ଗଣରେ । ସେମାନଙ୍କ ପାଖରେ ଯାଇ ହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଲାମାନଙ୍କୁ ଦେଖି ତାଙ୍କ ଭିତରେ ଲୁଚି ରହିଥିବା ଶିକ୍ଷକର ସ୍ୱରୂପ…

୪ରେ ବ୍ୟାଙ୍କକ୍ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ବେ ଅଫ୍ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ (ବିମଷ୍ଟେକ) ଶିଖର ସମ୍ମେଳନ ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବ । ଏହି ସମ୍ମିଳନୀ ପୂର୍ବରୁ ୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଏବଂ ୩ ତାରିଖରେ…

କୁମାର ସଙ୍ଗକାରାଙ୍କୁ ଡେଟ୍ କରୁଛନ୍ତି ମଲାଇକା

ମୁମ୍ବାଇ,: ବଲିଉଡର ଫିଟନେସ୍ କ୍ୱିନ୍ ମଲାଇକା ଆରୋରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ଫିଟନେସକୁ ନେଇ ତ ଆଉ କେତେବେଳେ ଆଫେୟାର୍ସକୁ ନେଇ । ନିକଟରେ ଅଭିନେତ୍ରୀଙ୍କର କିଛି ସମୟ ପୂର୍ବରୁ ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ହୋଇଥିଲା । ଏହାପରେ ତାଙ୍କ ନାଁ ପ୍ରତିଦିନ କାହା…

ଆୟୋଜକଙ୍କ ୪.୫୨ କୋଟି ଟଙ୍କାର କ୍ଷତି ଦାବି ଉପରେ ନେହାଙ୍କ ଜବାବ

ନୂଆଦିଲ୍ଲୀ, : ମେଲବର୍ଣ୍ଣ କନସର୍ଟରେ ବିଳମ୍ବରେ ପହଞ୍ଚିବା ନେଇ ବିବାଦରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର । ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ଯୋଗୁଁ ହଟହଟା ହୋଇଥିଲେ ନେହା । ଲୋକେ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ । ଖାଲି ଏତିକି ନୁହେଁ ଗୋ ବ୍ୟାକ୍ ନାରାରେ କମ୍ପିଥିଲା…

ହକିରୁ ବନ୍ଦନା କଟାରିୟାଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ, : ଭାରତୀୟ ମହିଳା ହକି ଦଳର ଦମ୍ଦାର ଲିଜେଣ୍ଡ ପ୍ଲେୟାର ବନ୍ଦନା କଟାରିୟା ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର କ୍ୟାରିୟର, ୩୨୦ରୁ ଅଧିକ ମ୍ୟାଚ ୧୫୮ଟି ଗୋଲ କରି ହକି ଟିମ୍ ପାଇଁ ସୁନାମ ଆଣିଥିବା ବନ୍ଦନା ହକିକୁ ବାଏ ବାଏ କହିଛନ୍ତି । ଭାରତୀୟ ହକି ଇତିହାସରେ ୩୨ ବର୍ଷୀୟ ବନ୍ଦନା…

ପ୍ରେମରେ ଉବୁଟୁବୁ ହାର୍ଦ୍ଦିକ ପାଣ୍ଡ୍ୟା: ଷ୍ଟାଡିୟମରେ ବସି ଚିୟର୍ କରୁଛନ୍ତି ଗର୍ଲଫ୍ରେଣ୍ଡ

ମୁମ୍ବାଇ, : କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ମାରିଛି । ଦଳ ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି । ଅଶ୍ୱିନୀ କୁମାର ତାଙ୍କର ଆଇପିଏଲ ଡେବୁ୍ୟ ମ୍ୟାଚ ଖେଳୁଥିବା ବେଳେ ୪ଟି ଉଇକେଟ ନେଇ ଇତିହାସ ରଚିଥିଲେ ଏବଂ…

ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧରୁ ହଟିଲେ ଚାଷୀ

ଉମରକୋଟ,: ପ୍ରଶାସନଙ୍କ ଲିଖିତ ପ୍ରତିଶ୍ରୁତିରେ ମଧ୍ୟ ହୋଇ ପାରିଲାନି ସମସ୍ୟାର ସମାଧାନ । ପୁଣି ଥରେ ଚାଷୀ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଲୋଭଲ୍ଟେଜ ଏବଂ ଅଘୋଷିତ ବିଜୁଳି କାଟ ସମସ୍ୟାକୁ ନେଇ ରାଇଘର ଉମରକୋଟ ମୁଖ୍ୟକୁ ସରଗୁଲି ଛକରେ ପୁଣି ରାସ୍ତା ଅବରୋଧ…