ପଦବୀ ସମ୍ପନ୍ନ ବ୍ୟକ୍ତିଙ୍କୁ ଟୋଲ ପ୍ଲାଜାରେ ଦେବାକୁ ପଡ଼ିବନି ଟିକସ: ଏନଏଚଆଇ
ନୂଆଦିଲ୍ଲୀ,: ଭାରତର ପ୍ରତ୍ୟେକ ରାଜ୍ୟରେ ଅନେକ ଟୋଲ୍ ପ୍ଲାଜା ଅଛି । ବର୍ତ୍ତମାନ ସୁଦ୍ଧା, ସାରା ଦେଶରେ ପ୍ରାୟ ୧୦୬୩ଟି ଟୋଲ୍ ପ୍ଲାଜା ଅଛି ଏବଂ ଏଗୁଡ଼ିକରେ ନିରନ୍ତର ବୃଦ୍ଧି ଦେଖାଯାଉଛି । ଯଦି ଆମେ କେବଳ ଗତ ୫ ବର୍ଷ ବିଷୟରେ କହିବା, ତେବେ ୪୦୦ରୁ ଅଧିକ ଟୋଲ୍ ପ୍ଲାଜା ର୍ନିମାଣ ହୋଇଛି ।…