ଟ୍ରମ୍ପଙ୍କ ପାଲଟା ଶୁଳ୍କ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଲା ଭାରତ

ନୂଆଦିଲ୍ଲୀ, : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୨୭% ପାଲଟା ଶୁଳ୍କକୁ ନେଇ ଭାରତ ଏନେଇ ପ୍ରଥମ ଥର ପାଇଁ ଆଧିକାରିକ ସ୍ତରରେ ମୁହଁ ଖୋଲିଛି । ବାଣିଜ୍ୟ ବିଭାଗ ଗୁରୁବାର କହିଛି ଯେ ଟ୍ରମ୍ପଙ୍କ ଏହି ନୂତନ ପଦକ୍ଷେପର ପ୍ରଭାବକୁ ଭାରତ…

ସଲମାନ ଖାନଙ୍କ “ସିକନ୍ଦର’ ଭାଙ୍ଗିଲା ଭିକି କୌଶଳଙ୍କ “ଛାବା’ର ରେକର୍ଡ

ମୁମ୍ୱାଇ, : ଆକ୍ସନ ଥ୍ରୀଲର ଫିଲ୍ମ "ସିକନ୍ଦର' ଦ୍ୱିତୀୟ ଦିନ ବକ୍ସ ଅଫିସରେ ଭଲ ଆୟ କରିଛି । ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସ ଠାରୁ ମିଶ୍ର ପ୍ରତିକ୍ରିୟା ମିଳିଛି । ଏହି ଫିଲ୍ମ ସାରା ବିଶ୍ୱରେ ବକ୍ସ ଅଫିସରେ ୧୦୦ କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରିବାରେ…

୨୦୨୭ ବିଶ୍ୱକପ ଖେଳିବେ କିଙ୍ଗ୍ କୋହଲ

ବେଙ୍ଗାଲୁରୁ,: ଆଉ ଏକ ବିଶ୍ୱକପ ଜିତିବ ଭାରତ । ପଡ଼ିଆରେ କମାଲ କରିବେ କଙ୍ଗ୍ କୋହଲି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେଉଥିବା ବିରାଟ କୋହଲି ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳିବାକୁ ଲକ୍ଷ୍ୟ ରଖିଥିବା ସଂକେତ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୩୬ ବର୍ଷ । ୨୦୨୭…

ଇତିହାସ ରଚିଲେ ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ, : ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ଭାବେ ଟିଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୮,୦୦୦ ରନ୍ ପୂରଣ କରିଛନ୍ତି । ଗତ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଲିଗ୍ ମ୍ୟାଚରେ ସେ ୯ଟି ବଲରୁ ଅପରାଜିତ ୨୭ରନ୍ କରିବା ସହ ଏହି ମାଇଲଖୁଣ୍ଟ ଛୁଁଇଥିଲେ ।…

ପିଣ୍ଡି କାର୍ଯ୍ୟ ଶେଷ, ମା’ଙ୍କ ଯାତ୍ରା ଆରମ୍ଭ

ବ୍ରହ୍ମପୁର, : ମା'ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ମାତ୍ର ଗୋଟିଏ ଦିନ ଥିବା ବେଳେ ବାପଘରେ ରହିବା ପାଇଁ ଅସ୍ଥାୟୀମଣ୍ଡପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେଶୀବେହେରା ସାହି ଉତ୍ସବମୁଖର ହୋଇଥିବା ବେଳେ ମା'ଙ୍କ ଆସ୍ଥାନ ପିଣ୍ଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଭୂମି ଠାରୁ ଅସ୍ଥାୟୀ…

ରାମ ନବମୀରେ ଦ୍ୱିପହର ୧୨ଟାରେ ରାମଲାଲାଙ୍କ ହେବ ଜନ୍ମ : ଚମ୍ପତ ରାୟ

ଅଯୋଧ୍ୟା,: ରାମ ଜନ୍ମଭୂମିରେ ରାମ ଜନ୍ମୋତ୍ସବ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଧୂମଧାମରେ ପାଳନ କରାଯାଉଛି । ଜନ୍ମୋତ୍ସବରେ ପ୍ରତିଦିନ ଶ୍ରୀ ରାମଲାଲାଙ୍କ ଆଗରେ ସନ୍ଧ୍ୟାରେ ବଧାଇ ଗାୟନ ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ହେଉଛି । ମନ୍ଦିର ପରିସରକୁ ଆକର୍ଷକ ଢଙ୍ଗରେ ସଜାଯାଇଛି ।…

ଦ୍ୱିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା

ନୂଆଦିଲ୍ଲୀ,: ଛାଡପତ୍ର ପରେ ଜଣେ ମହିଳା ପରିବାର ଅଦାଲତରେ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ କି? ଯଦି ମହିଳା ଜଣକ ପୁନର୍ବାର ବିବାହ କରନ୍ତି, ତେବେ କ'ଣ ଭରଣପୋଷଣ ପରିବର୍ତ୍ତନ କରାଯାଇପାରିବ? ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲା ଗୁଜୁରାଟ ହାଇକୋର୍ଟ ଦେଇ…

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଖୁସି ଖବର ପିଏଫ୍‌ରୁ ଉଠାଇ ପାରିବେ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,: କର୍ମ·ରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଏହାର ସଦସ୍ୟମାନଙ୍କ ଲାଗି ଉଠାଣ ସୀମାରେ ୫ ଗୁଣା ବୃଦ୍ଧି କରାଯାଇଛି । ସ୍ୱୟଂକ୍ରିୟ ଉଠାଣ ସୀମାକୁ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି । ଏହି ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ଓ ନିୟୋଜନ…

୨୫୯.୨୫ ନିୟୁତ ଟନ୍‌ର ରେକର୍ଡ ପଣ୍ୟ ବୋଝେଇ ହାସଲ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,: ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ôଥକ ବର୍ଷ (୧ ଏପ୍ରିଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ) ରେ ରେକର୍ଡ ୨୫୯.୨୫୪ ନିୟୁତ ଟନ୍‌ ମୂଳ ପଣ୍ୟ ବୋଝେଇ ହାସଲ କରି ପଣ୍ୟ ପରିବହନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଏହି ଉଲ୍ଲେଖନୀୟ ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କଳାହାଣ୍ଡିର ରୂପାନ୍ତରିକରଣକୁ ପାଳନ କରିବା ସହିତ ଉତ୍କଳ ଦିବସରେ ଓଡ଼ିଶାର ପ୍ରଗତିକୁ…

ଭୁବନେଶ୍ୱର,: ଉତ୍କଳ ଦିବସ ଅବସରରେ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବର୍ଷ ବର୍ଷର ବିଶ୍ୱସ୍ତ ସହଭାଗୀତା ପାଇଁ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ କଳାହାଣ୍ଡିର ଉଲ୍ଲେଖନୀୟ ପରିବର୍ତ୍ତନ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଯେତେବେଳେ ମୁଁ ମନେ ପକାଏ ଯେ…