ମୋ ଜୀବନ ବଞ୍ଚାଇଥିଲେ ସଲମାନ୍: ଆୟଶା
ମୁମ୍ୱାଇ, : ଆୟଶା ଜୁଲକା ନିଜ ସମୟରେ ଖୁବ୍ ସୁନ୍ଦରୀ ଓ ଟାଲେଣ୍ଟେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ନିଜର କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏବେ ଆୟଶା ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ୯୦ ଦଶକ ବେଳେ ସେଟରେ ସେଫ୍ଟିର ବ୍ୟବସ୍ଥା ସେତେ ଭଲ ନଥିଲା । ସେ କହିଛନ୍ତି କି,…