ସୁନା ଗହଣା ଓ ଟଙ୍କା ସବୁ ପାଉଁଶ

ଜଗତସିଂହପୁର ଜିଲ୍ଲା ଜୟବାଡ଼ ଗ୍ରାମ ରେ ଘଟିଛି ହୃଦୟ ଥରା ଦୃଶ୍ୟ ଟି l ସେହି ଗ୍ରାମ ରେ ଭଡା ଘରେ ରହୁଥିବା ଚନ୍ଦା ବିବି ତାଙ୍କ ଘରେ ସର୍ଟ ସର୍କିଟ ହୋଇ ଘର ପୋଡି ପାଉଁଶ ହୋଇଯାଇଛି l ଦର୍ଶକ ବନ୍ଧୁ ଦେଖନ୍ତୁ ଏ ଦୃଶ୍ୟ l ଦ୍ରିଘ 11ବର୍ଷ ହେଲାଣି ସ୍ୱାମୀ ଙ୍କ ହୁଦଘାତ ରେ ମୁର୍ତ୍ତୃ ହୋଇଯାଇଛି…

ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସମଗ୍ର ଦେଶରୁ ଛୁଟୁଛି ସୁଅ

ତାଳଚେର,: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଓଡିଶା ବିଜେପିର ପ୍ରାଣ ପ୍ରତିଷ୍ଠାତା ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କର ବିୟୋଗରେ ସମଗ୍ର ଦେଶରୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର କାର୍ଯ୍ୟକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରବିବାର ଡ଼ଃ ପ୍ରଧାନ…

କେନ୍ଦ୍ର ସରକାର ସବୁବେଳେ ଗଣତନ୍ତ୍ରର ପରିସୀମା ଭିତରେ ଚାଲିଥାନ୍ତି : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର,: ଡିଲିମିଟେସନ ନେଇ ଚେନ୍ନାଇରେ ବସିଥିବା ବୈଠକରେ ବିଜେଡି ଯୋଗ ଦେବାକୁ ନେଇ ବିଜେପି କଡା ଟାର୍ଗେଟ କରିଛି । ଗତ ୮, ୧୦ ବର୍ଷ ଧରି ସରକାରକୁ ଦକ୍ଷିଣ ଭାରତୀୟ ଲୋକ ଚଳେଇଲେ । ଏବେ ଦକ୍ଷିଣ ଭାରତ ସହ ଅସୁବିଧା କଣ ଅଛି । ଡିଲିମିଟେସନ ପାଇଁ ନୋଟିଫିକେସନ ଆସିନି । ହେଲେ ଏବେଠୁ ନଈ ନ…

କିଟ୍‌, କିସ୍ ପରିଦର୍ଶନରେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର,: ମାର୍ଚ୍ଚ ୧୯ ତାରିଖରୁ ୧୦ ଦିନିଆ ଶୈକ୍ଷିକ କାର୍ଯ୍ୟକ୍ରମରେ କିଟ୍ ଓ କିସ୍‌କୁ ଆସିଥିବା ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‌, କିସ୍ ପରିଦର୍ଶନ କରିଛନ୍ତି । ସେମାନେ କିଟ୍‌ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‌ର ବିଭିନ୍ନ…

ଖରାଦିନେ ବଢିଯିବ ପିଆଜ ଦର! ଜାଣନ୍ତୁ ସରକାରଙ୍କ କ\’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,: ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ । ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏବେ ସରକାର ଦେଶରୁ ପିଆଜ ରପ୍ତାନି କରିବା ସହଜ ଇଛନ୍ତି, ଗ୍ରୀଷ୍ମ ଋତୁରେ ପିଆଜ ଦର ସ୍ଥିର…

୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ

ନୂଆଦିଲ୍ଲୀ, : ଭାରତର ଅଭିବୃଦ୍ଧିରୁ ସମଗ୍ର ବିଶ୍ୱକୁ ଫାଇଦା ହେବ । ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏହା କହିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା ପ୍ରକାଶ କରିଛନ୍ତି । ଗେଟ୍ସ ଆହୁରି ଭାରତର ଦ୍ରୁତ ନବସୃଜନକୁ ପ୍ରଶଂସା କରିଛନ୍ତି । ସେ କହିଲେ ଯେ, ୨୦୪୭…

ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର, : ସୋମବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମାର୍ଚ୍ଚ୨୪ତାରିଖ ଦିନ୧୨.୩୦ରେ ବାୟୁସେନା ବିମାନ ଯୋଗେ ସ୍ୱାମୀବିବେକାନନ୍ଦ ବିମାନବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଦିନ୧.୩୦ମିନିଟରେ ଭୁବନେଶ୍ୱର ବିଜୁପଟ୍ଟନାୟକ…

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ

ମୁମ୍ବାଇ, : ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ । ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ । ତଥାପି, ଜୀବନର ଏହି ପର୍ଯ୍ୟାୟରେ ମଧ୍ୟ, ବିଗ ବି ଚଳଚ୍ଚିତ୍ରରେ ବହୁତ ସକ୍ରିୟ । ଆଗାମୀ ସମୟରେ ତାଙ୍କୁ ଅନେକ ଫିଲ୍ମରେ ବି ଦେଖିବାକୁ…

ଆଜିଠୁ ଆଇପିଏଲ୍‌, ବଢୁଛି ଉତ୍କଣ୍ଠା

କୋଲକାତା, : ଆଇପିଏଲର ଅଷ୍ଟାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ । ଏହାକୁ ନେଇ କ୍ରିକେଟ୍ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ତେବେ ରାମନବମୀ ଅବସରରେ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ସ୍ଥାନୀୟ ପୋଲିସ ମନା କରିବା ପରେ ଏପ୍ରିଲ ୬ରେ ଏଠାରେ ଖେଳାଯିବାକୁ ଥିବା କୋଲକାତା ନାଇଟ୍…

ମାରୁତି ନଗର ଭିତରେ ୧୧ କେଭି ବିଦ୍ୟୁତ ତାର, ଲୋକେ ଆତଙ୍କିତ

ସୁବର୍ଣ୍ଣପୁର, : ଦୀର୍ଘ ଦିନ ହେଲା ମାରୁତି ନଗର ଭିତରେ ଟଣାଯାଇଛି ୧୧ କେଭି ବିଦ୍ୟୁତ ତାର । ବିଭିନ୍ନ ସମୟରେ ପବନ ଯୋଗୁଁ ତାର ଛିଣ୍ଡି ଯିବା ଆଶଙ୍କା ଥିବାରୁ ସୋନପୁର ସହର ଉପକଣ୍ଠ କୋଶଳ ଆବାସିକ ବିଦ୍ୟାଳୟ ନିକଟବର୍ତ୍ତୀ ମାରୁତି ନଗର ବାସୀ ଆତଙ୍କିତ ଅବସ୍ଥାରେ ସବୁବେଳେ ରହୁଛନ୍ତି ।…