ୟୁପିରେ ଯଦି ହିନ୍ଦୁ ସୁରକ୍ଷିତ, ତେବେ ମୁସଲମାନ ବି ସୁରକ୍ଷିତ

ଲକ୍ଷ୍ନୌ, : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି ଯେ ରାଜ୍ୟରେ ସମସ୍ତ ଧର୍ମର ଲୋକ ସୁରକ୍ଷିତ ଅଛନ୍ତି । ସେ କହିଥିଲେ ଯେ ଜଣେ ଯୋଗୀ ଭାବରେ ସେ ସମସ୍ତଙ୍କ ପାଇଁ ଖୁସି କାମନା କରନ୍ତି । ଏଏନଆଇ ସହିତ କଥାବାତ୍ତା ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ…

ଶପଥ ପାଠ କରାଇଲେ ରାଜ୍ୟପାଳ

କଟକ, : ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାର ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ହରିବାବୁ କୁମ୍ଭମ୍ପତି ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ…

‘ମୁକେଶ ସାରଙ୍କ କଥା କାଟି ନପାରି ତିନି ଖାନ ମଞ୍ଚରେ ହୋଇଥିଲୁ ଏକାଠି’

ନୂଆଦିଲ୍ଲୀ, : ବଲିଉଡ ସୁପରଷ୍ଟାର ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନଙ୍କୁ ମଞ୍ଚ ଉପରେ ଏକାଠି ଦେଖିବାକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି । କିନ୍ତୁ ଏହି ତିନିଜଣ ଖାନଙ୍କୁ ମଞ୍ଚ ଉପରେ ଖୁବ କମ ଏକାଠି ହେବାର ଦେଖିବାକୁ ମିଳିଥାଏ । ନିକଟରେ ଅନନ୍ତ ଅମ୍ବାନୀଙ୍କ…

ସମନ୍ଥାଙ୍କୁ ଅଫର୍ ଥିଲା ୨୦୦ କୋଟି ଭରଣପୋଷଣ, ପ୍ରତ୍ୟାଖ୍ୟାନ କରିଥିଲେ ଅଭିନେତ୍ରୀ

ମୁମ୍ବାଇ, : ମାତ୍ର ୪ ବର୍ଷର ଦାମ୍ପତ୍ୟ ଜୀବନ ପରେ ୨୦୨୧ ମସିହାରେ ବୈବାହିକ ସମ୍ପର୍କ ଛିନ୍ନ କରିଥିଲେ ସମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ । ଆପସ ସହମତିରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା । ନିକଟରେ କ୍ରିକେଟର୍ ଯୁଝବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦ ହୋଇଛି, ଯାହାକୁ ନେଇ…

ଖୁସି ଖବର ଦେଲେ କେଏଲ ରାହୁଲ, ଘରକୁ ଆସିଲା କୁନି ପରୀ

ନୂଆଦିଲ୍ଲୀ, : ଭାରତର ୱିକେଟକିପର-ବ୍ୟାଟର କେଏଲ ରାହୁଲ ବାପା ହୋଇଛନ୍ତି । ଆଇପିଏଲ ୨୦୨୫ର ମଧ୍ୟରେ ରାହୁଲଙ୍କ ଘରେ କୁଆଁ କୁଆଁ ଗୁଞ୍ଜରିତ ହୋଇଛି । ସୋମବାର ରାହୁଲଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରାହୁଲ ସୋସିଆଲ ମିଡ଼ିଆରେ ପୋଷ୍ଟ…

ଏପ୍ରିଲରେ ଶ୍ରୀଲଙ୍କା ଯିବ ଓଡ଼ିଶା ଟିମ୍‌: ଶୁଭ୍ରାଂଶୁଙ୍କ ହୋଇପାରେ ଘର ବାହୁଡ଼ା

କଟକ,: ପୁଣି ଥରେ ଓଡ଼ିଶା ଫେରିଆସିବାକୁ ଚିନ୍ତା କରୁଛନ୍ତି ଓଡ଼ିଶାର ଅଭିଜ୍ଞ କ୍ରିକେଟର ଶୁଭ୍ରାଂଶୁ ସେନାପତି । ଓଡ଼ିଶା କ୍ରିକେଟରୁ ବର୍ଷେ ଦୂରେଇ ରହିବା ପରେ ସେ ଘର ବାହୁଡିବା ପାଇଁ ମନସ୍ତ କରିଛନ୍ତି । ଏ ବାବଦରେ ମଧ୍ୟପ୍ରଦେଶ କ୍ରିକେଟ ସଂଘର ଏନ୍‌ଓସିକୁ ଅପେକ୍ଷା କରିଥିବା ଜଣାପଡିଛି । ଯଦି…

ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ବାଟ ଦେଖାଇଛି ମହାସଂଘ

କୋରାପୁଟ,: କୋରାପୁଟ ଜିଲ୍ଲା ସୁନାବେଡା ହନୁମାନ ବଜାରରେ ମହାସଂଘ ରହିଛି । ଏହି ମହାସଂଘ ୨୦୦୨ ମସିହାରୁ ଆରମ୍ଭ ହୋଇଛି । ଏହି ସଂଘରେ ଶହେଟି ଏସଏଚଜି ମହିଳା ଗ୍ରୁପ ରହିବା ସହିତ ପାଖାପାଖି ବାର ସହ ମହିଳା ରହିଛନ୍ତି । ଦୀର୍ଘ ତେଇସି ବର୍ଷ ଧରି ମହିଳାମାନେ ଏହି ସଂଘରେ ଯୋଡିହୋଇ ଏସଏଚଜି…

ଜଳ ସମ୍ପଦ ବିଭାଗରେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା

ଭୁବନେଶ୍ୱର,: ଜଳ ସମ୍ପଦ ବିଭାଗରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟକରି ଓ ଖର୍ଚ୍ଚ ବିନିଯୋଗ କରିବା ସମ୍ପର୍କରେ ଆଜି ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ…

ଏସସିବି ମେଡିକାଲକୁ ହ୍ୱିଲ ଚେୟାର ଦାନ କଲା ଇଫ୍‌କୋ ପାରାଦୀପ ୟୁନିଟ

ପାରାଦୀପ,: ବିଭିନ୍ନ ସମୟରେ ପରିବେଶ ସୁରକ୍ଷା, ପାରିପାଶ୍ୱର୍ିକ ଉନ୍ନୟନ ଓ ଦୈବୀ ଦୁର୍ବିପାକ ସମୟରେ ଇଫ୍‌କୋର ସହଯୋଗ ସାଧାରଣରେ ବେଶ ପ୍ରଶଂସନୀୟ । ତେବେ ରୋଗୀମାନଙ୍କ ସାଧାରଣରେ ଚଳପ୍ରଚଳ ସୁବିଧା ଓ ଆବଶ୍ୟକପାଇଁ ଇଫକୋ ପାରାଦୀପ ୟୁନିଟ ପକ୍ଷରୁ କଟକ ସ୍ଥିତ ଓଡ଼ିଶାର ମୁଖ୍ୟ ଶ୍ରୀରାମ ଚନ୍ଦ୍ର…

ବିଦେଶ ଯିବ ଢେଙ୍କାନାଳ ଆମ୍ବ

ଭୁବନେଶ୍ୱର,: ଢେଙ୍କାନାଳ ଜିଲ୍ଲାର ସୁଆଦିଆ ଆମ୍ବ ଯିବ ବିଦେଶ । ଭାରତ ବାହାରେ ରହୁଥିବା ଲୋକମାନେ ସେହି ଆମ୍ବର ସ୍ୱାଦ ଚାଖିବେ । ଢେଙ୍କାନାଳର ଗୋବିନ୍ଦପୁରରେ ସମନ୍ୱିତ ପ୍ୟାକ୍ ହାଉସ୍‌ର ପରିଚାଳନା ପାଇଁ ଢେଙ୍କାନାଳ ଫଳ ଏବଂ ପନିପରିବା ମାର୍କେଟିଂ କମ୍ପାନୀ ଲିମିଟେଡ୍‌, ଉଦ୍ୟାନ କୃଷି…