ଆଜିଠୁ ୩ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର, : କାଳବେଶାଖୀ ବର୍ଷା ଯୋଗୁଁ ମାର୍ଚ୍ଚ ମାସରେ ଏଯାଏଁ ତାପମାତ୍ରା ଏକପ୍ରକାର ସାଧାରଣ ଥିବା ବେଳେ ରାଜ୍ୟରେ ପୁଣି ଥରେ ଗରମ ବଢିଛି । ଆଗାମୀ ୩ ଦିନରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢିବ । ଏନେଇ ସତର୍କ ସୂଚନା ଜାରି ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି…

ବିଧାନସଭା ଗୃହ ଭିତରେ, ବାହାରେ ବିରୋଧୀ ଦଳର ଗୁଣ୍ଡାଗର୍ଦ୍ଦିକୁ ନିନ୍ଦା

ଭୁବନେଶ୍ୱର, ତା.୨୭/୦୩: ରାଜ୍ୟରେ ବିଧାନସଭାକୁ ନେଇ କିଛି ଅଭାବନୀୟ ରିସ୍ଥିତି ସୃଷ୍ଟି ହୋଇଛି । କୌଣସି ପ୍ରସଙ୍ଗ ନ ଥାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଅପଚେଷ୍ଟା କରୁଛି କଂଗ୍ରେସ । ପବିତ୍ର ବିଧାନସଭାରେ ମର୍ଯ୍ୟାଦାର ଉଲ୍ଲଂଘନ କରାଯାଇଛି । ବାଚସ୍ପତିଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ…

ଆଇପିଏଲ ୨୦୨୫ରେ ଲଜ୍ଜାଜନକ ରେକର୍ଡ ହାସଲ କଲେ ଗ୍ଲେନ ମ୍ୟାକ୍ସୱେଲ

ନୂଆଦିଲ୍ଲୀ, : ପଞ୍ଜାବ କିଙ୍ଗସ ୧୧ ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା । କିନ୍ତୁ ଏହା ପୂର୍ବରୁ ପଞ୍ଜାବ କିଙ୍ଗସ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ରେକର୍ଡ ହୋଇଥିଲା । ମ୍ୟାକ୍ସୱେଲ ଆଇପିଏଲ ଇତିହାସରେ ସର୍ବାଧିକ ଥର ଶୂନରେ ଆଉଟ ହୋଇଥିବା ଖେଳାଳି…

ଭାରତ ଆସିବେ ବିଶ୍ୱ ବିଜେତା ଲିଓନେଲ ମେସ

ନୂଆଦିଲ୍ଲୀ,: ଭାରତର ଫୁଟବଲ୍ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଅକ୍ଟୋବରରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚରେ କିମ୍ବଦନ୍ତୀ ଲିଓନେଲ୍‌ ମେସି ଏବଂ ଆର୍ଜେଣ୍ଟିନା ଦଳକୁ ଦେଖିବାର ସୁଯୋଗ ପାଇବେ । ୧୪ ବର୍ଷ ପରେ ବିଶ୍ୱକପ୍ ବିଜେତା ଅଧିନାୟକ ୨୦୧୧ ପରେ ଭାରତ ଗସ୍ତରେ ଆସିବେ । ଗତ ବର୍ଷ…

କୁନାଲ କାମ୍ରାଙ୍କ ବିବାଦ ଭିତରେ ହଂସଲ-କଙ୍ଗନା ମୁହାଁମୁହିଁ

ମୁମ୍ବାଇ, : କୁନାଲ କାମ୍ରାଙ୍କ କମେଡି ବିବାଦ ଭିତରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଏବଂ ଲୋକପ୍ରିୟ ଫିଲ୍ମ ନିର୍ମାତା ହଂସଲ ମେହତା ମୁହାଁମୁହିଁ ହୋଇଛନ୍ତି । କଙ୍ଗନା କହିଥିଲେ, ଯେତେବେଳେ ମୋ ଘରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିଲା ସେତେବେଳେ କୁନାଲ ତାତ୍ସଲ୍ୟ…

କନ୍ସର୍ଟରେ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ନେହା, ଫ୍ୟାନ୍‌ଙ୍କୁ କ୍ରୋଧିତ ଦେଖି କାନ୍ଦିଲେ ଗାୟିକା

ମୁମ୍ବାଇ,: ଏକ କନ୍ସର୍ଟକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଗାୟିକା ନେହା କକ୍କର । ନିକଟରେ ନେହାଙ୍କର ମେଲବର୍ଣ୍ଣରେ ଏକ କନ୍ସର୍ଟ ଥିଲା, ଯାହାର ସମୟ ଥିଲା ସନ୍ଧ୍ୟା ୭.୩୦ । କିନ୍ତୁ ନେହା ପ୍ରାୟ ୩ ଘଣ୍ଟା ବିଳମ୍ବରେ ମଞ୍ଚରେ ପହଞ୍ଚିଲେ । ନେହାଙ୍କୁ ଅପେକ୍ଷା କରି ରହିଥିବା ଦର୍ଶକ ତାଙ୍କ…

ବର୍ଷ ପୂର୍ବରୁ କାଳ ବୈଶାଖୀ ସାଜିଥିଲା କାଳ: ଘର ନଥିବାରୁ ପର ପିଣ୍ଡାରେ ତିନି ଜୀବନ

ମୁନିଗୁଡା,: ଭାଙ୍ଗି ଯାଇଛି ଘର, ଉଡି ଯାଇଛି ଛପର । ଆଉ ଦରଭଙ୍ଗା ଅବସ୍ଥାରେ ଦୋହଲୁଛି ମାଟିର କାନ୍ଥ ଆଉ ଘରର କବାଟ । ପବନ ବର୍ଷାରେ ଭାଙ୍ଗିଥିଲା ଘର । ୟାରି ଭିତରେ ଦୁଇ ବର୍ଷ ବିତି ଯାଇଛି, ଭଙ୍ଗା ଘର ଚିରା ପାଲ ତଳେ ବିତୁଛି ଜୀବନ । କେତେବେଳେ କିଛି ବି ହୋଇପାରେ, ଭଙ୍ଗା କାନ୍ଥ…

ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ଦିବସ ସଂଶୋଧିତ

ଭୁବନେଶ୍ୱର, : ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ୨୦୮୩୫/ ୨୦୮୩୬ ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଏବେ…

ସପ୍ତମ କଳାଭୁମି ଉତ୍ସବ ଉଦଯାପିତ

ଭୁବନେଶ୍ୱର,: ଅନନ୍ୟ କଳାର ରାଜ୍ୟ ଓଡ଼ିଶା । ଏହାର ସମୃଦ୍ଧ ହସ୍ତଶିଳ୍ପ ଓ ଗରିମାମୟ ହସ୍ତତନ୍ତର ପରମ୍ପରାକୁ ଆଗେଇ ନେବା ଆମର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ସପ୍ତମ କଳାଭୁମିଉ ତ୍ସବର ଉଦଯାପନୀ ସମାରୋହରେ…

ବିଜେପି ପକ୍ଷରୁ ‘ସୌଗାତ-ଏ-ମୋଦି\’ ଯୋଜନା ଆରମ୍ଭ

ନୂଆଦିଲ୍ଲୀ,: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ । ସୌଗାତ-ଏମୋଦି ନାମରେ ନାମିତ, ଏହି ଉପହାରଗୁଡ଼ିକ…