୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତ

ନୂଆଦିଲ୍ଲୀ,: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଏହାର ଜିଡ଼ିପି (ମୋଟ ଘରୋଇ ଉତ୍ପାଦ) ଦ୍ୱିଗୁଣିତ କରିଛି । ଯାହା ୨୦୧୫ରେ ୨.୧ ଟ୍ରିଲିୟନ ଡଲାରରୁ ୨୦୨୫ରେ ୪.୩ ଟ୍ରିଲିୟନ ଡଲାର ହୋଇଛି । ଭାରତ…

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଆର୍‌ଏସ୍‌ଏସ୍ ହେଡକ୍ୱାଟର ଯିବେ ମୋଦ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩୦ରେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ହେବା ପରେ ୧୧ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ମୋଦି ଆରଏସଏସ ମୁଖ୍ୟାଳୟକୁ ଯିବେ ଏବଂ ସଂଘ ମୁଖ୍ୟ ମୋହନ ଭାଗବତଙ୍କୁ…

ବଲିଉଡର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେଲା \”ଛାବା\’

ନୂଆଦିଲ୍ଲୀ,: ବିକି କୌଶଳଙ୍କ ଚଳଚ୍ଚିତ୍ର \"ଛାବା\' ବକ୍ସ ଅଫିସରେ ରୋଜଗାରରେ ଏଭଳି ଗତି ବଜାୟ ରଖିଛି ଯେପରି ରେକର୍ଡ ସୃଷ୍ଟି କରିବାର କ୍ଷୁଧା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଧିକାଂଶ ରେକର୍ଡ ଭାଙ୍ଗିଥିବା ଏହି ଚଳଚ୍ଚିତ୍ରଟି ଷଷ୍ଠ ସପ୍ତାହ ଶେଷରେ ଭଲ ରୋଜଗାର କରିବା…

ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶା ଅନେକ : ଝରଣା ପାଣିରେ ମେଣ୍ଟୁଛି ଶୋଷ

ନବରଙ୍ଗପୁର,: ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶା ଅନେକ । ଲୋକେ ଅଭିଶପ୍ତ ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘଦିନରୁ ବସତି ସ୍ଥାପନ କରି ମଧ୍ୟ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ଗ୍ରାମବାସୀ । ପଥୁରିଆ ପାଦ ଚଲା ରାସ୍ତା, ଝରଣା ପାଣି ବର୍ଷସାରା ପିଇ ରୋଗାକ୍ରାନ୍ତରେ ଗାଁ ବାସୀ…

ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ନିରବଛିନ୍ନ ଜନସମ୍ପର୍କ ଅଭିଯାନ : ନିର୍ବାଚନ ମଣ୍ଡଳୀରେ ସୁଦୃଢ ହେଉଛି ବିଜେପି ସଂଗଠନ

ପାରାଦୀପ,: ପାରାଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ତାଙ୍କ ପାରାଦୀପ ନିର୍ବାଚନ ମଣ୍ଡଳୀରେ ନିରବଛିନ୍ନ ଭାବେ ଜଣସମ୍ପର୍କ ଅଭିଯାନ ଜାରି ରଖିଛନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ…

ମାଈ ବାଛୁରୀ ଯୋଜନାରେ ଓମଫେଡ୍ ପକ୍ଷରୁ ଦାନା ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଆଜି ମାଈ ବାଛୁରୀଙ୍କୁ ରିହାତି ଦରରେ ବାଛୁରୀ ଦାନା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ କଟକ ଜିଲ୍ଲା କନ୍ତାପଡା ବ୍ଲକ ଅନ୍ତର୍ଗତ ଶ୍ରୀମା ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଛେଣ୍ଡ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର…

କୁଆପଥର ମାଡ଼ କ୍ଷୟକ୍ଷତି: ୨୦.୩୮ କୋଟି ଟଙ୍କାର କ୍ଷତିପୂରଣ ମଞ୍ଜୁର

ଭୁବନେଶ୍ୱର, : ଓଡ଼ିଶାର ମୟୂରଭଞ୍ଜରେ କାଳବୈଶାଖୀ ଯୋଗୁ ହୋଇଥିବା କ୍ଷୟକ୍ଷତି ପାଇଁ ୨୦.୩୮ କୋଟି ଟଙ୍କାର ଅସ୍ଥାୟୀ କ୍ଷତିପୂରଣ ଘୋଷଣା କରାଯାଇଛି । ଯାହା ଦ୍ୱାରା ୮,୫୪୭ ଜଣ ବାସିନ୍ଦା ପ୍ରଭାବିତ ହୋଇଛନ୍ତି । ଜିଲ୍ଲାର ବାଙ୍ଗିରିପୋଷି ଏବଂ ବିସୋଇ ବ୍ଲକର ଗ୍ରାମଗୁଡ଼ିକ ସର୍ବାଧିକ ପ୍ରଭାବିତ…

ଆଗକୁ ଓଡ଼ିଶାରେ ଅସହ୍ୟ ଗରମ

ଭୁବନେଶ୍ୱର, : କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରବଳ ବର୍ଷା ଏବଂ ବଜ୍ରପାତ ପରେ, ଓଡ଼ିଶାରେ ପୁଣି ଥରେ ଉଷ୍ମ ପାଗ ଫେରିବାକୁ ଯାଉଛି, ଯାହା ଆଗାମୀ ଦିନରେ ସାଧାରଣ ଜୀବନକୁ ପ୍ରଭାବିତ କରିବ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ପାରଦ ବୃଦ୍ଧି…

ନୟାଗଡ କଣ୍ଟିଲୋରେ ନୀଳମାଧବଙ୍କୁ କଲେ ଦର୍ଶନ

ଭୁବନେଶ୍ୱର/ନୟାଗଡ, : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ନୟାଗଡରେ ପହଞ୍ଚିଛନ୍ତି । ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହେଲିକାପ୍ଟରରେ ନୟାଗଡ ଯାଇଥିଲେ । ସେଠାରେ ସେ କଣ୍ଟିଲୋସ୍ଥିତ ନୀଳମାଧବଙ୍କୁ ଦର୍ଶନ କରିଥିଲେ ।…

ପ୍ରେମିକ ଜୀବନ ହାରୁଥିଲା ପ୍ରେମିକା ବାଞ୍ଛାଇ ଦେଲା

ପ୍ରେମ ପାଇଁ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଈକୂଳ ପତିତପାବନ କଲେଜ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର କରି ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଛାତ୍ର ର ଘର ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ରଣାକୁଣ୍ଡି ହୋଇଥିବା…