ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ତାତି: ଦିନବେଳେ ଜଙ୍ଗଲରେ ଲାଗୁଛି ନିଆଁ

ମୁନିଗୁଡା,: ଚଳିତ ୨୦୨୫ ମସିହା ବର୍ଷ ଆରମ୍ଭରୁ ପ୍ରଚଣ୍ଡ ଗ୍ରୀଷ୍ମର ସଂକେତ ନେଇ ଆସି ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ତାତି   ଅସ୍ତବ୍ୟସ୍ତ କରୁଛି ଲୋକେ ପ୍ରବଳ ରୁଦ୍ରତ୍ତାପରୁ ତ୍ରାହି ଖୋଜୁଥିବା ବେଳେ ଜଙ୍ଗଲ ନିଆଁ ଲାଗି ଆଉ ପରିବେଶକୁ ଉତ୍ତପ୍ତ କରୁଛି ଯାହାକି ଲୋକଙ୍କୁ ଅସହ୍ୟ କରି ଦେଉଛି,…

କନ୍ୟା ସନ୍ତାନ ସୁରକ୍ଷା ସମ୍ପର୍କିତ କର୍ମଶାଳା

ପୁରୀ,: ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ସମ୍ପୂର୍ଣ୍ଣ ବେଆଇନ ଓ ଏଥିପାଇଁ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ରହିଛି । ତେଣୁ ବ୍ୟାପକ ସଚେତନତା ସୃଷ୍ଟି କରି ଏହି ଘୃଣ୍ୟ କାର୍ଯ୍ୟକୁ ପ୍ରତିହତ କରିବା ଲକ୍ଷ୍ୟରେ ଏକ କର୍ମଶାଳା ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମାଜ କଲ୍ୟାଣ…

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳସେଚନ

ଧର୍ମଗଡ଼,: ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଥିବା କାରଣରୁ ଉଠା ଜଳସେଚନ ପ୍ରକଳ୍ପରୁ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିଛି । ତେବେ ମାର୍ଚ୍ଚ ମାସ ଆରମ୍ଭରୁ କ୍ରମ ବର୍ଦ୍ଧିତ ଗ୍ରୀଷ୍ମପ୍ରବାହ ଜଳଉତ୍ସ ଗୁଡିକ…

ସାଂସଦଙ୍କୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,: ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ସଂସଦ ସଦସ୍ୟଙ୍କୁ ଏକ ଉଦାହରଣ ଦେବା ପାଇଁ ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ମେଦବହୁଳ ଓ ଜୀବନଶୈଳୀ ସହିତ ଜଡିତ ରୋଗ ନେତାଙ୍କୁ ବି ମାଡିବସୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା ଲୋକସଭାରେ…

ତମ୍ବା କାରଖାନା ବସାଇବ ଜେଏସ୍‌ଡବ୍ଲ୍ୟୁ ୧୨ ହଜାର କୋଟି ନିବେଶ ଯୋଜନା

ଭୁବନେଶ୍ୱର,: ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ଏକ ତମ୍ବା ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି । ଏନେଇ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏହି ଖବର ପ୍ରକାଶ ପାଇଛି । ରାଜ୍ୟରେ ଇସ୍ପାତ ଏବଂ ଇଲେକ୍ଟ୍ରିକ୍‌ ଯାନ ଓ ବ୍ୟାଟେରି ପ୍ରକଳ୍ପ ପରେ…

ନିଭା ବୁପା ପକ୍ଷରୁ ସ୍ୱାସ୍ଥ୍ୟ ବୀମା ଯୋଜନା ରାଇଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର,: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା ପ୍ରଦାନକାରୀ କମ୍ପାନୀ ନିଭା ବୁପା ହେଲ୍‌ଥ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ଭାରତର ‘ମିସିଂ ମିଡିଲ’ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ପହଞଚଯୋଗ୍ୟ କରିବା ପାଇଁ ଡିଜାଇନ କରାଯାଇଥିବା ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ‘ରାଇଜ୍‌’ର…

୨୩ ତାରିଖ ସକାଳ ଯାଏଁ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ଭୀଷଣ ବର୍ଷା

ଭୁବନେଶ୍ୱର, : ରାଜ୍ୟରେ ତାତି କମାଇବ କାଳବୈଶାଖୀ ବର୍ଷା । ଆଜି ଠାରୁ ଆସନ୍ତା ୨୩ ତାରିଖ ସକାଳ ଯାଏଁ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ଭୀଷଣ ବର୍ଷା, ପବନ ଓ କୁଆପଥର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି । ସେହିପରି ୨୩ ଓ ୨୪ ତାରିଖରେ ରାଜ୍ୟର କେତେକ…

କେନାଲ ର ଗଭୀର ସ୍ରୋତ ରେ ବୁଡି ଜଣେ ୧୧ ବର୍ଷ ର ନାବାଳିକା ଝିଅ ର ମୃତ୍ୟୁ ହୋଇଛି

କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ବ୍ରାହ୍ମଣ କେନ୍ଦୁଗୁଡା ନିକଟରେ କେନାଲ କୁ ଗାଧେଇବା କୁ ଯାଇ କେନାଲ ର ଗଭୀର ସ୍ରୋତ ରେ ବୁଡି ଜଣେ ୧୧ ବର୍ଷ ର ନାବାଳିକା ଝିଅ ର ମୃତ୍ୟୁ ହୋଇଛି। ସୂଚନା ମତେ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମର ମହେନ୍ଦ୍ର ମାଝୀ ଙ୍କ ପଞ୍ଚମ…

ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ବିଶ୍ୱ ଖାଉଟି ଅଧିକାର ଦିବସ ଭଦ୍ରକ ବ୍ଲକ ବରପଦା ସ୍ଥିତ କେ କେ ଆର କଲେଜରେ ପାଳିତ ହୋଇଯାଇଛି, ବିଶ୍ୱ ଖାଉଟି ଅଧିକାର ବାବଦରେ ଏକ ସଚେତନତା କରିବା ଲକ୍ଷରେ ଏହି କାର୍ଯ୍ୟକ୍ରମ କରାଯାଇଛି, ଏହି ଅବସରରେ ଆଇନଜୀବୀ ବସନ୍ତ ଖିଲାର ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ଇଦ୍‌ରେ ରିଲିଜ ହେବ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର\’

ମୁମ୍ବାଇ,: ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର\' । ଏଥିରେ ସଲମାନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଥିବାବେଳେ ଅଭିନେତା ସତ୍ୟରାଜଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ତେବେ ଫିଲ୍ମ ରିଲିଜ ତାରିଖକୁ ନେଇ ଗତ କିଛି…