ସମ୍ବଲପୁର ଜିଲ୍ଲାର ଗେଣ୍ଡୁ ଫୁଲର ଗାଁ ସନାତନପାଲି।

ବର୍ତ୍ତମାନ ସମୟରେ ପ୍ରଶିଦ୍ଧ ମନ୍ଦିର , ପର୍ଯ୍ୟଟନ ସ୍ଥଳି ସହ ବିଭିନ୍ନ କଳାକୄତି ପାଇଁ ଯେ କୌଣସି ଗାଁ ସାଧାରଣରେ ଚର୍ଚ୍ଚାରେ ଆସିବା ସହ ପ୍ରସିଦ୍ଧି ପାଇଛି । ତେବେ ଆମେ ଆପଣଙ୍କୁ ଆଜି ଏମତି ଏକ ଗାଁ କଥା କହୁଛୁ ଯେଉଁ ଗାଁରେ ହେଉଥିବା ସଫଳ ଗେଣ୍ଡୁ ଫୁଲ ଚାଷ ପାଇଁ ସାରା ଜିଲ୍ଲା ସହ ସମଗ୍ର…

ବିବାହ ଗିପ୍ଟରୁ ଖୁଲାସା ହେବ ରାନ୍ୟା ସୁନା ଚୋରା ଚାଲାଣ ରହସ୍ୟ

ମୁମ୍ବାଇ, : ବିବାହ ଉପହାରରୁ ଖୁଲାସା ହେବ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣର ରହସ୍ୟ । ରାନ୍ୟାଙ୍କୁ ବିବାହରେ ମହଙ୍ଗା ଉପହାର ଦେଇଥିବା ଲୋକଙ୍କୁ ଚିହ୍ନଟ କରୁଛି ସିବିଆଇ । ଏଥିପାଇଁ କଡ଼ାକଡ଼ି ଭାବେ ଯାଞ୍ଚ ହେଉଛି ବିବାହ ସମୟର ଫୁଟେଜ୍ ଏବଂ ଅତିଥି ତାଲିକା । ସୂଚନା ମୁତାବକ,…

ହୋଲି ପାଇଁ ପୂର୍ବତଟ ରେଳପଥ ଘୋଷଣା କଲା ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର,: ହୋଲି ପର୍ବ ସମୟରେ ବର୍ଦ୍ଧିତ ଯାତ୍ରୀ ଚାହିଦାକୁ ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନଗୁଡ଼ିକୁ ସ୍ୱତନ୍ତ୍ର ଟ୍ରେନ ସଂଯୋଗ ଯୋଜନା କରି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି । ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ…

ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା

ଭୁବନେଶ୍ୱର, : ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ଯାହାପରେ ଧାରଣାରୁ ହଟିଛନ୍ତି ସାମ୍ବାଦିକ । ଏନେଇ ସାମ୍ୱାଦିକଙ୍କ ସହ ଆଲୋଚନା କରିବା ପରେ ବାଚସ୍ପତି ଏହି ନିଷ୍ପତ୍ତି ନେଇଛନ୍ତି । ଏହାପରେ ସାମ୍ବାଦିକମାନେ ଧାରଣାରୁ ପ୍ରତ୍ୟାହୃତ ହୋଇଛନ୍ତି । ସାମ୍ବାଦିକମାନେ ପ୍ରେସ୍‌ ଗ୍ୟାଲେରୀକୁ…

ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ଜମ୍ମୁ,: ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର କ୍ଷେତରେ ପଡ଼ିଥିବା ଦେଖିବାକୁ ମିଳିଥିଲା ଯାହା ଉପରେ…

ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ

ଭୁବନେଶ୍ୱର,: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ କୋଲକାତାଠାରେ ଆୟୋଜିତ ସମ୍ମାନଜନକ ସପ୍ତମ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୫ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସପି)କୁ ଏହାର ଜିନ୍ଦଲ ଆଶା କାର୍ଯକ୍ରମ ପାଇଁ ବିଜେତା ଟ୍ରଫି ଏବଂ କିଶୋରୀ ଏକ୍ସପ୍ରେସ…

ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କଲା

ଭୁବନେଶ୍ୱର, : ଚଳିତ ବର୍ଷ ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି । ବୌଦ୍ଧର ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍‌ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି । ଇଏମଡିର ସଦ୍ୟତମ ତଥ୍ୟ ଅନୁଯାୟୀ ବୌଦ୍ଧରେ ଦିନର…

ତାରା ବାହିନୀପତି ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ

ଭୁବନେଶ୍ୱର,: ଗୃହରେ ଅଶାଳୀନ ଆଚରଣ ପାଇଁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବନ କରିଛନ୍ତି । ଗୃହରେ ଅନୁଶାସନହୀନତା ଯୋଗୁ ସରକାରୀ ମୁଖ୍ୟ ସଚେତକସରୋଜ କୁମାର ପ୍ରଧାନ ବାହିନୀପତିଙ୍କୁ ନେଇ ନିଲମ୍ବନ ପ୍ରସ୍ତାବ ଦେଇଥିଲେ ।…

ମହିଳାଙ୍କ ଭାଗିଦାରୀ କୃଷି ଅର୍ଥନୀତିକୁ ସୁଦୃଢ କରିବ

ଭୁବନେଶ୍ୱର: ଚାଷରୁ ଅମଳ, ବିହନ ବୁଣିବାଠାରୁ ବିପଣନ ବ୍ୟବସ୍ଥାକୁ ଆଗକୁ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଚାଷୀଙ୍କର ପ୍ରତ୍ୟକ୍ଷ ଯୋଗଦାନ ରହିଛି । କୃଷି ଅର୍ଥନୀତିକୁ ସୁଦୃଢ କରିବାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଯୋଡା ଅଞ୍ଚଳର ୧୩୫୩ ପଛୁଆବର୍ଗ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ

କେନ୍ଦୁଝର,: କେନ୍ଦୁଝର ଜିଲ୍ଲା ଯୋଡା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସ୍‌ଏଫ୍‌) ପକ୍ଷରୁ ମଙ୍ଗଳବାର ଯୋଡ଼ା ଠାରେ ଅନୁଷ୍ଠିତ ଅରୁଣିମା କାର୍ଯ୍ୟକ୍ରମରେ ଯୋଡ଼ା, ଖଣ୍ଡବନ୍ଧ ଏବଂ କଳମଙ୍ଗ ଅଞ୍ଚଳର ଅର୍ଥନୈତିକ ଅନଗ୍ରସର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ୧୩୫୩ ଜଣ…