ଟ୍ରେନ ଅପହରଣ କଲେ ଆତଙ୍କବାଦୀ

ଇସଲାମାବାଦ, : ପାକିସ୍ତାନରେ ହୋଇଛି ବଡ଼ଧରଣର ଆତଙ୍କବାଦୀ ହମଲା । ବେଲୁଚିସ୍ତାନ ଲିବେରେସନ ଆର୍ମି ପକ୍ଷରୁ ଜାଫର ଏକ୍ସପ୍ରେସକୁ ଅପହରଣ କରାଯାଇଛି । ଆତଙ୍କବାଦୀମାନେ ବନ୍ଧୁକମୁନରେ ଟ୍ରେନକୁ ଅପହରଣ କରି ଶତାଧିକ ଯାତ୍ରୀଙ୍କୁ ପଣବନ୍ଦୀ କରି ରଖିଛନ୍ତି । ଏମାନଙ୍କ ମଧ୍ୟରେ ୧୦୦ରୁ ଅଧିକ…

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ୧୧ ବର୍ଷ ପୂର୍ତ୍ତି

ଭୁବନେଶ୍ୱର, : ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ମିଳିବାର ୧୧ତମ ବାର୍ଷିକୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଓଡ଼ିଆ ଭାଷାଭାଷୀ ଲୋକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ…

ସୋମବାର ଆରମ୍ଭ ହେଲା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ

ତୁରେକେଲା: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ର ରେଲବାଇ ଖେଳ ପଡ଼ିଆଠାରେ ସୋମବାର ଠାରୁ ଆରମ୍ଭ ହୋଇ ୩ ଦିନ ଧରି ଆୟୋଜିତ ହେବ କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ। ସେଥି ପାଇଁ ଆୟୋଜକ କମିଟି ପକ୍ଷରୁ ସୋମବାର ସକାଳ ୯ ଟା ସମୟ ରେ କଣ୍ଟାବାଞ୍ଜି ଦ୍ବାରସନୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା…

JSW ଏନର୍ଜି ଉତ୍କଳ ଲିମିଟେଡ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସମ୍ବଲପୁର:-ଆନ୍ତର୍ଜାତୀୟ ମହିଳା ଦିବସ ଜେଏସଡବ୍ଲୁ ଏନର୍ଜି ଉତ୍କଳ ଲିମିଟେଡ ପକ୍ଷରୁ ସମ୍ବଲପୁର ସ୍ଥିତ ହୋଟେଲ ଭାମା ଇନ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ୱଲପୁର ସଦର ଉପଜିଲ୍ଲାପାଳ ଡା.ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ । ସେ…

ଭାରତ ଜିତିବାରୁ ରୋହିତଙ୍କୁ ପ୍ରଶଂସା କଲେ ଶମା ମହମ୍ମଦ

ନୂଆଦିଲ୍ଲୀ, : ଦୁବାଇରେ ଲିଭିଛି ମୋଟେରା ଓ ଲର୍ଡସର ଦୁଃଖ । ଅଷ୍ଟ୍ରେଲିଆଠାରୁ ୨୦୨୩ ମସିହାର ଡବଲ୍ ଫାଇନାଲ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ବୋଲରଙ୍କ ମିଳିତ ପ୍ରୟାସ ସହ ରୋହିତ ଶର୍ମାଙ୍କ ନେତୃତ୍ୱ ଏବଂ ବିରାଟ କୋହଲିଙ୍କ ବ୍ୟାଟିଂ ବଳରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି…

ର‌୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଲେ କୋହଲ

ନୂଆଦିଲ୍ଲୀ, : ଆଇସିସି ବୁଧବାର ଦିନିକିଆ ରାଙ୍କିଙ୍ଗର ଅପଡେଟ୍‌ ପ୍ରକାଶ କରିଛି । ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ବିରାଟ କୋହଲିଙ୍କୁ ରାଙ୍କିଙ୍ଗରେ ଲାଭ ମିଳିଛି । କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ଶ୍ରେୟସ ଆୟର ବ୍ୟାଟିଂ ରାଙ୍କିଙ୍ଗରେ ମଧ୍ୟ ଲାଭବାନ ହୋଇଛନ୍ତି । ଟିମ ଇଣ୍ଡିଆ ୨୦୨୫…

ନୂତନ ଗୋଦାମ ଗୃହ ଉଦଘାଟନ କଲେ ବିଧାୟକ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଠାରେ ସମିତି ପକ୍ଷରୁ ନିର୍ମିତ ନୂତନ ଗୋଦାମ ଗୃହର ଉଦଘାଟନ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ…

ନଦୀ ପଠାରେ ୫ ବର୍ଷ ଝିଅ କୁ ଦୁର୍ଷ୍କର୍ମ

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ପାଞ୍ଚ ବର୍ଷର ନାବାଳିକାକୁ ଦୁଷ୍କର୍ମ ହେବାର ସାତ ଦିନ ପରେ ନାବାଳିକାର ବାପା ସାହସ ଜୁଟାଇ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଘସିପୁରା ଥାନା ର ପାଞ୍ଚ ବର୍ଷର ନାବାଳିକା ଜାଗର ଦିନ ଶିବ ମନ୍ଦିର ସମୁଖରେ ଦିନ ୨ ଟା ରେ ଖେଳୁ ଥିବା…

ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା, ସ୍ତ୍ରୀ ଗିରଫ

ସମ୍ବଲପୁର, : ସ୍ୱାମୀକୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସ୍ତ୍ରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ଏକ ରକ୍ତଲଗା ଟାଙ୍ଗିଆ ଆଦି ଜବତ ହୋଇଛି । ଏନେଇ ୬୩ /୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, କୁଚିଣ୍ଡା ଥାନା…

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗମୋହନ ମିନା

ଭୁବନେଶ୍ୱର, : ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗମୋହନ ମିନା । ସେ ପୋଲିସ କମିସନରଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କ ଠାରୁ ଏହି ଦାୟିତ୍ୱ ନେଇଛନ୍ତି । ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବରରେ ଭୁବନେଶ୍ୱରକୁ ଆସିଥିଲେ ନୂଆ ଡିସିପି । ୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂଙ୍କ…