ମହାକୁମ୍ଭ ମେଳାରେ ହାସଲ ହୋଇଥିବା ତିନୋଟି ଗିନିଜ ବିଶ୍ୱ ରେକର୍ଡ଼ ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ…
ପ୍ରୟାଗରାଜ,: ଉତ୍ତରପ୍ରଦେଶ ସରକାରଙ୍କ ପ୍ରୟାଗରାଜ କୁମ୍ଭ ମେଳା କର୍ତ୍ତୃପକ୍ଷ, ମହାକୁମ୍ଭ ମେଳା ସମୟରେ ତିନୋଟି ଗନିଜ ବିଶ୍ୱ ରେକର୍ଡ଼ ହାସଲ କରିଛନ୍ତି । ଏହା ସ୍ୱଛତା, ପରିବେଶ ସଂରକ୍ଷଣ ଓ ସାଂସ୍କୃତିକ ଐତିହ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ । ପ୍ରୟାଗରାଜ ମେଳା ପ୍ରାଧିକାରୀ…