ଆହ୍ୱାନ ସ୍ଥିତିରେ ସଂସ୍କାର ଉପରେ ଫୋକସ

ଭୁବନେଶ୍ୱର, : ମହାମାରୀ ପରେ ଭୂରାଜନୈତିକ ସଙ୍କଟ ଯୋଗୁ ସାରା ବିଶ୍ୱ ଏକ ଆହ୍ୱାନ ସ୍ଥିତି ଦେଇ ଗତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଏଭଳି ସ୍ଥିତିରେ ସଂସ୍କାର ପ୍ରକ୍ରିୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର…

ଗୋଟିଏ ଦିନରେ ୧୬ଟି ରେଳ ବଗି ରେକ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରର ସର୍ବକାଳୀନ ରେକର୍ଡ

ପାରାଦୀପ,: ମାର୍ଚ୍ଚ ୧ ତାରିଖ ଦିନ ଗୋଟିଏ ଦିନରେ ୧୦ଟି କୋଇଲା ଓ ୬ଟି ଆଇରନ ଓର ସର୍ବମୋଟ ୧୬ଟି ରେଳ ବଗି ରେକ ଖଲାସ କରି ପାରାଦୀପ ବନ୍ଦର ପ୍ରାଧିକାରଣ ତାର ପୂର୍ବ ରେକର୍ଡକୁ ଅତିକ୍ରମ କରି ବନ୍ଦର ପଣ୍ୟ ପରିଚାଳନା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି । ଦେଶର ଏକ ନମ୍ବର ପାରାଦୀପ ବନ୍ଦର…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ

ପୁରୀ, : ଆସନ୍ତା ଜୁନ ୨୭ରେ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସୋମବାର ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ଅଭିଯୋଗ ପ୍ରକୋଷ୍ଠରୁ ନେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, : ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ନବମ ପାଳି । ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି । ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ସୋମବାର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ…

ହାଜି ମହମ୍ମଦ୍ ଅବ୍ଦୁଲ୍ ବାରିଙ୍କ ଦେହାନ୍ତ

ଚଉଦ ମହଲା ମୁସଲିମ ଜମାତ୍ ର ସଭାପତି ତଥା ଜାତୀୟ ସଦଭାବନା ପୁରସ୍କାର ପ୍ରାପ୍ତ ହାଜୀ ମହମ୍ମଦ ଅବଦୁଲ ବାରି ଙ୍କ ପରଲୋକ । ଭଦ୍ରକ ଜିଲ୍ଲା ସନ୍ଥିଆ ସ୍ଥିତ ବାସଭବନ ରେ ପରଲୋକ ହୋଇଚି । ସେ ଦୀର୍ଘ ଦିନ ହେବ ରୋଗ ଶଯ୍ୟା ରେ ଥିଲେ । ଭଦ୍ରକ ଜିଲ୍ଲା ର ଚଉଦ ମହଲା ମୁସଲିମ ଜମାତ ର ସଭାପତି ଭାବେ…

ମାହାଙ୍ଗା ବିଧାୟକ ରାଜସ୍ଥାନ ରେ ବିବାହ କଲେ

ମାହାଙ୍ଗା ବାସୀଙ୍କ ଶୁଖ ଦୁଃଖରେ ସର୍ବଦା ଭାଗିଦାର ହେବା ସହିତ ବହୁ ଘାତ ପ୍ରତିଘାତ ମଧ୍ୟରେ ବିଧାୟକ ପାର୍ଥି ଭାବେ ଦୁଇ ଦୁଇ ଥର ଲଢି ହାରିବା ପରେ ୨୦୨୪ ନିର୍ବାଚନରେ ମାହାଙ୍ଗାର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନ ସଭାକୁ ଯାଇଥିବା ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନ ରାଜସ୍ଥାନ ଜୟପୁରରେ…

୨ ଗଂଜେଇ ବେପାରୀ ବନ୍ଧା ହେଲେ

ବଲାଙ୍ଗୀର ଜିଲ୍ଲା ର ଦେଓଗାଁ, ତୁଷୁରା ଥାନା ଅଞ୍ଚଳରେ ବେ ଧଡକ ଭାବରେ ଚାଲୁଛି ଗଞ୍ଜେଇ କାରବାର।ଦୁଇଟି ପୁଲିସ ଥାନା ସହ ଗୋଟିଏ ଅବକାରୀ ଥାନା ଥିଲେ ବି ଖାତିର କରୁ ନାହାନ୍ତି ଗଞ୍ଜେଇ ମାଫିଆ। ଯେତେ ଧରା ପଡ଼ୁଛନ୍ତି ସେତେ ଗଞ୍ଜେଇ ଚାଲାଣ ବଢୁଛି। ମହା ଶିବ ରାତ୍ରି ଯାତ୍ରା ଚାଲିଥିବାରୁ…

ଯବାନଙ୍କୁ ଦିଆଗଲା ଗାର୍ଡ ଅଫ ଅନର

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ଜୟ ନାରାୟଣ ଶବର ଙ୍କ ମଝିଆ ପୁଅ ରଶ୍ମି ରଞ୍ଜନ ଶବର ଶନିବାର ରାତିରେ ନୂଆପଡା ଜିଲ୍ଲା ନୂଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ୨୦୦୬ ରେ ଭାରତୀୟ ସେନା ବିଏସଏଫ ରେ ସିପାହୀ ଭାବେ ରାଜସ୍ଥାନ ବେଟାଲିୟନ ରେ କାର୍ଯ୍ୟରତ…

ପିଟିଲା ଅଟୋ ମରିଗଲେ ମହିଳା

କଳାହାଣ୍ଡି ଜିଲ୍ଲା ଆମପାଣି ରୁ ଧର୍ମଗଡ଼ କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ଆମପାଣି ଥାନା ଅନ୍ତର୍ଗତ ଭୁର୍ଷାଗୁଡା ରୁ କୁଳେରଗୁଡା ରାସ୍ତା ମଝିରେ ଆଜି ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଏକ ବାଇକ ରେ ଯାଉଥିବା ସ୍ଥାନୀୟ ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନ ଚଞ୍ଚରା ଗ୍ରାମ…

ବରିଷ୍ଠ ବିଜେପି ନେତା ଦୁର୍ଗାଚରଣ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳ

ତିହିଡ଼ି,: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବରିଷ୍ଠ ବିଜେପି ନେତା ଦୁର୍ଗାଚରଣ ନାୟକଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ଏକାଦଶାହ କ୍ରିୟାରେ ବାସଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ଯୋଗଦେଇ ଦଳ ଜଣେ ଦକ୍ଷ ସଂଗଠକଙ୍କୁ ହରାଇଛି ବୋଲି…