ନୀତିଶ ସରକାରରେ ବଢ଼ିଲା ବିଜେପିର ଦବଦବା
ନୂଆଦିଲ୍ଲୀ, : ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗୋଟିଏ ପରେ ଗୋଟିଏ ଅନେକ ରାଜ୍ୟ ଜିତିବା ପରେ, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଏବେ ବିହାରରେ ସକ୍ରିୟ ହୋଇ ଉଠିଛି । ଏହି ସମୟରେ, ଆଜି ନୀତିଶ କ୍ୟାବିନେଟର ବିସ୍ତାର ହୋଇଛି ବିଜେପି କୋଟାରୁ…