ସଜ୍ଜନଙ୍କୁ ବିଜନେସ୍ ଲିଡର ଅଫ୍ ଦି ଡିକେଡ୍ ଆୱାର୍ଡ
ନୂଆଦିଲ୍ଲୀ,: ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତର ପୁରସ୍କାର \"ବିଜ୍ନେସ୍ ଲିଡର ଅଫ୍ ଦି ଡିକେଡ୍ ଆୱାର୍ଡ\' ସମ୍ମାନରେ ସମ୍ମାନିତ କରାଯାଇଛି । ଏପରିକି ଜେଏସ୍ଡବ୍ଲ୍ୟୁ ଗ୍ରୁପ୍କୁ ସଜ୍ଜନ ଏକ ବିଶ୍ୱସ୍ତରୀୟ ସଙ୍ଗଠନରେ ପରିଣତ କରିବା ସହିତ…