ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢ଼ାଇଛି ୟୁଏଆଇଏଲ ଖଣି ପ୍ରକଳ୍ପ

ରାୟଗଡା : ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲାର ଏକ ସହଯୋଗୀ କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ହାତ ବଢାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି କ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ…

ଷ୍ଟାର୍ଟଅପ୍ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ଲୋନ୍ ମେଳା

ଭୁବନେଶ୍ୱର,: ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ସହଯୋଗରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଷଦ (ଓସ୍ମେ) ପକ୍ଷରୁ ଷ୍ଟାର୍ଟଅପ୍ ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପାଇଁ ଏକ ଲୋନ୍ ମେଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଣ୍ଟରପ୍ରେନ୍ୟୋରଶିପ ଡେଭେଲପମେଣ୍ଟଠାରେ…

ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ

ନୂଆଦିଲ୍ଲୀ, : ଦିଲ୍ଲୀର ନୂଆ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଗୁରୁବାର ଶପଥ ନେଇଛନ୍ତି । ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସାକ୍ସେନା ତାଙ୍କୁ ଶପଥ ପାଠ କରାଇଥିଲେ । ଏହା ସହିତ, ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ଭାଜପା ସରକାର ଗଠନ କରିଛି । ଏହି ପରିପ୍ରେକ୍ଷୀରେ…

ବଡ ଭଉଣୀକୁ ହତ୍ୟା କଲା ସାନ ଭଉଣୀ

କୋଇଲା ବ୍ୟବସାୟୀ ଓ ମହିଳା କର୍ମଚାରୀଙ୍କ ହତ୍ୟା ମାମଲା ରେ ହତ୍ଯାକରୀ ଭଉଣୀ ସମେତ ୭ ଗିରଫ | ସହର ର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣା ର ପର୍ଦ୍ଦାଫାଶ ହୋଇଛି। ଉଭୟ ସୁନ୍ଦରଗଡ ଓ ରାଉରକେଲା ପୋଲିସ ଏହି ରହସ୍ୟ ଖୁଲାସା କରିଛି। ଉଭୟ ଘଟଣା ରେ ମୃତ ମହିଳା ଙ୍କ ସାନ ଭଉଣୀ ମୁଖ୍ୟ ଅଭିଯୁକ୍ତ…

ପାଣି ଚିନ୍ତା ରେ ମକା ଚାଷୀ

ମକା ଚାଷ ପାଇଁ ନଦୀ ପାଣି ନିଅଣ୍ଟ ଚିନ୍ତାରେ ରହିଛନ୍ତି ଚାଷୀ । ବରବେଲ ପାଇଁ ଟଙ୍କା ଦେଇ ବର୍ଷେ ହେଲା କିନ୍ତୁ ହୋଇ ପାରିଲା ନାହିଁ ବରବେଲ । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ ନଦୀ ତୁଠରେ ପାଣି ଶୁଖି ଗଲାଣି । ଫଳରେ ଜଳସେଚନର ଅଭାବ ହେତୁ ମକା ଚାଷ କ୍ଷତି ସହିବା ସହ ଚିନ୍ତାରେ…

ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ମହୋତ୍ସବ

ଦାନ, ଧର୍ମ ଓ ଭକ୍ତି ର ମହା ସମାରୋହ ମାନବ ସେବା ହିଁ ମାଧବ ସେବା କୁ ପାଥେୟ କରି ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ଆନୁକୂଲ୍ୟରେ ରେ ସେବା ଧର୍ମୀ ଦ୍ୱିତୀୟ ରାଜ୍ୟ ସ୍ତରୀୟ ସେବା ମହୋତ୍ସବ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୁରୁବୁଡ଼ା ଗୁପ୍ତେଶ୍ୱର ଶିବ ମନ୍ଦିରରେ ଗୁରୁବାର ଦିନ…

ସାଇବର ପୋଲିସ ହାତରେ ୨ ଅଭିଯୁକ୍ତ

କୋରାପୁଟ ତହସିଲଦାରଙ୍କ ଅଫିସିଆଲ୍ ସର୍ଭିସ ପ୍ଲସ ପୋର୍ଟାଲ ମାଧ୍ୟମରେ ସୂଚନା ସଂଗ୍ରହ କରି ଯେ କୌଣସି ପ୍ରମାଣପତ୍ର ପାଇଁ ଟଙ୍କା ଦାବି କରୁଥିଲେ ସେବାକେନ୍ଦ୍ର ମାଲିକ। ତହସିଲଦାରଙ୍କ ଅଭିଯୋଗ ପରେ କୋରାପୁଟ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା…

ୱାଟରସେଡ ଯାତ୍ରା ରଥ ରେ ନାହିଁ ଫିଟନେସ

ଫିଟନେସ ନ ଥିବା ଗାଡି ରେ ବୁଲୁଛି ୱାଟରଶେଡ଼ ଯାତ୍ରା ର ସଚେତନତା ରଥ l ଏହି ରଥ ପାଞ୍ଚ ଗୋଟି ବ୍ଲକ ରେ ବୁଲି ଚାଷୀ ମାନଙ୍କୁ ସଚେତନ କରାଇବ l ଆଜି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟକ୍ରମ ପରିସର ରୁ ରଥ ବାହାରିଥିଲା l କୋରାପୁଟ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ…

ଏକାଧିକ ଫାର୍ମାସିଷ୍ଟ ଧାରଣା ରେ ବସିଛନ୍ତି

ଆଠ ଦିନ ହେଲା ଧାରଣାରେ ବସିଛୁ ,କେହି ବି ଆମ କଥା ଶୁଣୁ ନାହାଁନ୍ତି , ଚାକିରୀ ଥିଲା ବେଳେ ସେହି ଦରମାରେ ପରିବାର ଚଳୁଥିଲୁ କିନ୍ତୁ ଏବେ ଟଙ୍କା ନାହିଁ କହି ଚାକିରିରୁ କାଢି ଦେଇଛନ୍ତି ।ଯଦି ଦଶ ଦିନ ଭିତରେ ପ୍ରଶାସନ ଆମର ଦାବି ପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ ଆଗକୁ ରାଜ ରାସ୍ତାକୁ…

୬୦୦ ପରୀକ୍ଷା କେନ୍ଦ୍ରକୁ ଲାଇଭ୍ ଦେଖିପାରିବେ ବୋର୍ଡ

କଟକ,: ଆସନ୍ତା ୨୧ତାରିଖରେ ମାଟ୍ରିକ ପରୀକ୍ଷାୟ ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ । ତେବେ ପରୀକ୍ଷା ପୂର୍ବରୁ ହେବ ଡ୍ରାଏ ରନ୍ । ୬୦୦ ପରୀକ୍ଷା କେନ୍ଦ୍ରକୁ ଲାଇଭ୍‌ ଦେଖିପାରିବ ବୋର୍ଡ । ଏଥିପାଇଁ ବୋର୍ଡ କାର୍ଯ୍ୟାଳୟ ମଧ୍ୟରେ ତିଆରି  କରାଯାଇଥିବା କଣ୍ଟ୍ରୋଲ ରୁମ୍‌କୁ ସଂପୂର୍ଣ୍ଣ ପ୍ରସ୍ତୁତ…