ମୋ ସ୍କୁଲ ଯୋଜନାରେ ଅର୍ଥ ହେରଫେର ଅଭିଯୋଗ

ମୋ ସ୍କୁଲ ଯୋଜନା ରେ ଅର୍ଥ ହେରଫେର ଅଭିଯୋଗ । ଚଞ୍ଚକତାର ସହ ବ୍ୟାଙ୍କ ଖାତା ରେ ୫ ହଜାର କୁ ୫୦ ହଜାର ଦର୍ଶାଇ ଏକ ଲକ୍ଷ ଟଙ୍କା ଚଳୁ କରିଦେଲେ ପ୍ରଧାନ ଶିକ୍ଷକ । ଏଭଳି ସାଂଘାତିକ ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମୁଖ୍ୟାଳୟ ଚାରିଛକ ସ୍ଥିତ ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ…

ସମବାୟ ସମିତିର ମନାମାନୀ ଯୋଗୁ ଚାଷୀ ହତସନ୍ତ

ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିବା ସମେତ ଚଳିତ ବର୍ଷ ଧାନ କ୍ୟୁଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣି ବାକୁ ଧାର୍ଯ୍ୟ କରାଯାଇଥିଲା। ସେଥିପାଇଁ ଚାଷୀଙ୍କ ମନରେ ବେଶେ ଖୁସି ଦେଖିବାକୁ ମିଳିଥିଲା ବେଳେ ସମବାୟ ସମିତିର କର୍ମଚାରୀ ଙ୍କ ପକ୍ଷରୁ ଚାଷୀଙ୍କ ପ୍ରତି…

ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା

ମୁମ୍ବାଇ, : ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ରେ ମୁମ୍ବାଇର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ମୁମ୍ବାଇ ଦଳ ଆଇପିଏଲ ୨୦୨୪ରେ ଭଲ ପ୍ରଦର୍ଶନ କରିପାରି ନଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଥିବା ଆଗାମୀ ସିଜିନରେ ହାର୍ଦ୍ଦିକ ପୁଣି ଥରେ ଟାଇଟଲ ଜିତିବାକୁ…

ସ୍ତ୍ରୀଙ୍କଠାରୁ ଅଲଗା ହେଲେ କ୍ରିକେଟର୍ ଜେପି ଡୁମିନି

ନୂଆଦିଲ୍ଲୀ, : ଦକ୍ଷିଣ ଆଫ୍ରିକାର ଅଭିଜ୍ଞ କ୍ରିକେଟର ଜେପି ଡୁମିନିଙ୍କ ଛାଡପତ୍ର ହୋଇଯାଇଛି । ଡୁମିନି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି । ଡୁମିନି ଏବଂ ତାଙ୍କ ସ୍ତ୍ରୀ ସୁଙ୍କ ମଧ୍ୟରେ ସମ୍ପର୍କ ବହୁତ ଦିନ ଧରି ଭଲ ଚାଲି ନ ଥିଲା । ପ୍ରାୟ ୧୪ ବର୍ଷର ବିବାହ ପରେ…

ଗୃହୀଣିରୁ ସଫଳ ମହିଳା ଗୋ-ଚାଷୀ, ଗୋପାଲନ କରି ରାଜ୍ୟ ସରକାରଙ୍କୁ ଠାରୁ ସମ୍ବର୍ଦ୍ଧିତ

ଧର୍ମଗଡ଼,: ପେଶାରେ ଜଣେ ଗୃହିଣୀ, ହେଲେ ଗୋ-ପାଳନ କରି ଜଣେ ମହିଳା ସଫଳ ଗୋ ଚାଷୀ ଭାବେ ମତ୍ସ ଓ ପ୍ରାଣୀ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସରେ ରାଜ୍ୟ ସରକାରଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ସରପଞ୍ଚ…

ଓଡ଼ିଶାରେ ବିଏସ୍‌ଏନ୍‌ଏଲର ନୂତନ ସେବା

ଭୁବନେଶ୍ୱର,: ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି । ଶନିବାର ସେ ବିଏସଏନଏଲ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ବିଏସଏନଏଲର ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।…

କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: ଇପିଏଫ୍‌ରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ଅଛି । ସରକାର ଏବେ ଇପିଏଫ୍‌ଓ ପାଇଁ ଏକ \"ସୁଧ ସ୍ଥିରୀକରଣ ସଂରକ୍ଷଣ ପାଣ୍ଠି\' ସୃଷ୍ଟି କରିବାକୁ ବିଚାର କରୁଛନ୍ତି । ଏହାର ଲକ୍ଷ୍ୟ ହେବ ଇପିଏଫ୍‌ଓର ୬.୫କୋଟିରୁ ଅଧିକ ସଦସ୍ୟଙ୍କୁ…

ଅକ୍ଟୋବର ସୁଦ୍ଧା \”ଭାରତ ତିଆରି\’ ଚିପ୍‌

ନୂଆଦିଲ୍ଲୀ,: ସ୍ମାର୍ଟଫୋନଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ଉପାଦାନ ହେଉଛି ଚିପ୍ । ଏଥିପାଇଁ ଭାରତ ଆମଦାନି ଉପରେ ନିର୍ଭରଶୀଳ ରହିଛି । ତେବେ ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ଆସିବ…

ଗଂଜେଇ ଚାଲାଣ ବେଳେ ଧାରା ପଡିଲେ ମହିଳା ଓ ପୁରୁଷ

ଗଂଜେଇ ଚାଲାଣର ପର୍ଦାଫାଶ କରିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ପୋଲିସ | ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳରୁ ମହଲେଇ ଜରାସିଂହା ଦେଇ ବିହାର ରାଜ୍ୟକୁ ସ୍ବିଫ୍ଟ ଡିଜେୟାର କାରରେ ଗଂଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଦେଓଗାଁ ପୋଲିସ | ଚନ୍ଦ୍ରପୁର ଓ. ଏ. ଭି ନିକଟରେ ଥିବା ଗ୍ରୀଡ଼ ଛକରେ…

ଓଡ଼ିଆ ସାମ୍ବାଦିକଙ୍କ ଉପରେ ଛତିଶଗଡ଼ ପୋଲିସର ଦାଦାଗିରି

ଅର୍ଗସ୍ ସାମ୍ବାଦିକଙ୍କ ବୁମ ଓ ମୋବାଇଲ ଛଡାଇ ନେବା ଘଟଣା,ଥାନା ସମ୍ମୁଖରେ ସାମ୍ବାଦିକ ଙ୍କ ଧାରଣା , ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଅର୍ଗସ୍ ପ୍ରତିନିଧି ପୂର୍ଣ ଚନ୍ଦ୍ର ଟାକ୍ରି ଙ୍କୁ ଛତିଶଗଡ ରାଜ୍ୟ ଆମଲିପଦର ପୋଲିସ ଲାତ ଗୋଇଠା ମାରିବା ସହ ଫାଇରିଙ୍ଗ ର ଧମକ ଦେଇ ତାଙ୍କ…