ବଟିକା ଖାଇ ମରିଗଲେ ମହିଳା
ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମଧ୍ୟପୁର ଗାଁ ର ସୁଧୀର ନାଏକ ଙ୍କ ସ୍ତ୍ରୀ ଅଞ୍ଜଳି ନାଏକ ଙ୍କ ଫାଇଲେରିଆ ବଟିକା ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବେଲପଡା ଡାକ୍ତରଖାନା ଘେରିଲେ ଗ୍ରାମବାସୀ ଓ ପରିବାର। ସୂଚନା ମୁତାବକ ମଧ୍ୟପୁର ଗାଁ ର ଅଞ୍ଜଳି ନାଏକ ଙ୍କୁ ଗତକାଲି ଆଶା ଫାଇଲେରିଆ ଔଷଧ…