ନୃଶଂସ ସ୍ତ୍ରୀର ଛୁରା ମାଡ଼ରେ ସ୍ବାମୀ ଗୁରୁତର

କେସିଙ୍ଗା/୧୪.୨.୨୦୧୫:ସତ୍ୟବାନ୍ ର ଜୀବନ ବଞ୍ଚାଇବା ପାଇଁ ସାବିତ୍ରୀ ଜମ ସହିତ ଲଢେଇ କରିଥିଲେ ।ଆଜି ଲୋକେ ମହାକୁମ୍ଭ ରେ ପରିବାର ସହ ପବିତ୍ର ଗଙ୍ଗା ନଦୀ ରେ ଗାଧୋଇ ପୁଣ୍ୟ ଅର୍ଜନ କରୁଛନ୍ତି, ଆଉ ଅନ୍ୟ ପଟେ ଆଜିର କଳି ଯୁଗରେ ସ୍ୱାମୀ ଗଳାରେ ଛୁରା ମାରି ସ୍ୱାମୀର ଜୀବନ ନେବାକୁ ଚେଷ୍ଟା…

ଗେଷ୍ଟ୍‌ ହାଉସ୍‌ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌, ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା ନେଇ ଖବର ପାଇଥିଲା ଟାଉନ ଥାନା ପୋଲିସ। ଏକ ସ୍ବତନ୍ତ୍ର ଟିମ୍‌ ଗେଷ୍ଟ୍‌ ହାଉସ୍‌ ଉପରେ ଚଢ଼ାଉ କରି ଏହି ସମୟରେ ତିନି ଜଣ ଗ୍ରାହକଙ୍କୁ ଗିରଫ…

ଆଉମାତ୍ର କିଛି ଦିନ ର ଅପେକ୍ଷା । ବୌଦ୍ଧ ଜିଲ୍ଲା ର ପୁରୁଣାକଟକ ଷ୍ଟେସନ କୁ ଗଡିବ ରେଳଗାଡି । ରେଳ ଧାରଣା ଓ ଷ୍ଟେସନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ପହଞ୍ଚି ଥିବା ବେଳେ ଖୁବଶୀଘ୍ର ହେବ ଷ୍ଟେସନ ଓ ରେଳପଥ ସୁରକ୍ଷା ବ୍ୟବସ୍ଥା ର ଯାଞ୍ଚ ପ୍ରକ୍ରିୟା । ଆଉ ୧୧୦ ସ୍ପୀଡ଼ ରେ ହେବ ପସେଞ୍ଜର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅର୍ଜୁନ କପୁର ଓ ବୋନୀ କପୁର

ଭୁବନେଶ୍ୱର,: ଭୁବନେଶ୍ୱରରେ ବଲିଉଡ଼ ଅଭିନେତା ଅର୍ଜୁନ କପୁର ଓ ତାଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା ବୋନୀ କପୁର ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି । ବିଧାନସଭା ପ୍ରକୋଷ୍ଠରେ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆସନ୍ତା ୧୬ ତାରିଖରେ କଟକ ବାରବାଟୀ…

‘ଘରେ ମୋତେ ଲେଡିଜ୍ ହଷ୍ଟେଲ ଭଳି ଅନୁଭବ ହୁଏ’

ନୂଆଦିଲ୍ଲୀ, : ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନାଙ୍କ ଝିଅ ୨୦୨୩ରେ ଏ ଦୁନିଆକୁ ଆସିଥିଲେ । ବିବାହର ପ୍ରାୟ ୧୧ବର୍ଷ ପରେ ଦୁହେଁ ମାତାପିତା ହୋଇଥିଲେ । ଏତେ ବର୍ଷ ପରେ ମାତାପିତା ହେବାର ସୌଭାଗ୍ୟ ମିଳିଥିବାରୁ ଖୁବ ଖୁସି ହୋଇଥିଲେ ରାମଙ୍କ ପରିବାର । ହେଲେ ଏବେ ରାମଙ୍କ…

ଆତ୍ମହତ୍ୟା କଲେ ଓଡ଼ିଆ ରାପର୍ ଅଭିନବ ସିଂ

ବେଙ୍ଗାଲୁରୁ, : ଉଦୀୟମାନ ଓଡ଼ିଆ ରାପର୍ ଅଭିନବ ସିଂଙ୍କ ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି । \"ଜଗରନଟ\' ଭାବରେ ଜଣାଶୁଣା ଅଭିନବ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ବେଙ୍ଗାଲୁରୁର ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ମୃତଦେହକୁ ଅଭିନବଙ୍କ ପରିବାରକୁ ହସ୍ତାନ୍ତର…

ହାଇୱାକୁ ପଛପଟୁ ପିଟିଲା ବାଇକ, ଯୁବକ ମୃତ

ବଲାଙ୍ଗୀର - ବରଗଡ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ରୁଗୁଡ଼ିଖାଲ ଛକରେ ଛିଡ଼ାଥିବା ଏକ ହାଇୱାକୁ ପଛପଟୁ ଏକ ବାଇକ ପିଟିବାରୁ ବାଇକ ଆରୋହୀ ଙ୍କ ଜୀବନ ଚାଲିଯାଇଛି । ମୃତ ଯୁବକ ଜଣକ ହେଲେ ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମର ରାଜିନ୍ଦ୍ର ମହାକୁର (୩୨)। ମୃତଦେହ କୁ ଜବତ୍ କରି ବ୍ୟବଚ୍ଛେଦ…

ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାପ୍ରତିଭା ବିକାଶ କରିବା ଆମ ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ…

ଭୁବନେଶ୍ୱର,: ଓଡ଼ିଶାର ସମସ୍ତ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ଗୁଡ଼ିକରେ ହେବାକୁ ଥିବା ଷ୍ଟାଡିୟମ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିଲା…

ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଅଞ୍ଚଳ ଉପଯୋଜନା କାର୍ଯ୍ୟକାରିତା ସଂପର୍କରେ ବୈଠକ

ଭୁବନେଶ୍ୱର,: ଆଦିବାସୀ ଅଞ୍ଚଳ ଉପଯୋଜନା (ଟିଏଏସପି) ସଂପର୍କିତ ବଜେଟ୍‌ ତଦାରଖ ବ୍ୟବସ୍ଥା ଏବଂ ଏହାର ପରିଚାଳନା ସଂପର୍କରେ ଏକ ବୈଠକ ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛ । ଆମ ଦେଶରେ ପ୍ରାୟ ୭୦୦…

ନାଲକୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବର˜ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ ର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି । ଡିସେମ୍ବର ୨୦୨୪ରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନୀର ନିଟ ଲାଭ ୧,୫୮୩ କୋଟି…