ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟପତି ମାର୍ସିଲେରେ ଭାରତର କନସୁଲେଟ୍ ଜେନେରାଲକୁ ମିଳିତ ଭାବରେ ଉଦଘାଟିତ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ଗଣରାଜ୍ୟର ରାଷ୍ଟ୍ରପତି, ମହାମହିମ ଇମାନୁଏଲ ମାକ୍ରନ ବୁଧବାର ମାର୍ସିଲେରେ ନୂତନ ଭାବରେ ଖୋଲାଯାଇଥିବା ଭାରତର କନସୁଲେଟ୍ ଜେନେରାଲକୁ ମିଳିତ ଭାବରେ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମାକ୍ରନଙ୍କ ଦ୍ୱାରା…