ଦୁନିଆର ସବୁଠୁ ଭୟାନକ ଫିଲ୍ମ, ବକ୍ସ ଅଫିସରେ ଭାଙ୍ଗିଥିଲା ସବୁ ରେକର୍ଡ

ନୂଆଦିଲ୍ଲୀ,: ହରର୍‌ ଫିଲ୍ମ ଦେଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଏହି ଫିଲ୍ମଗୁଡିକ ଅତ୍ୟନ୍ତ ଭୟାନକ ହୋଇଥାଏ । ଯାହାକୁ ଏକୁଟିଆ ବସି ଦେଖିବାକୁ ଭୟ ଲାଗେ । ତେବେ ଦୁନିଆର ସବୁଠାରୁ ଭୟାନକ ଫିଲ୍ମ ୧୯୭୩ରେ ରିଲିଜ୍ କରିଥିଲା । ଏହାର ନାମ ଥିଲା ‘ଦି ଏକ୍ସୋର୍ସିଷ୍ଟ\' । ଏହି ଫିଲ୍ମ…

ଇଂଲଣ୍ଡ ବିପକ୍ଷରେ ଜିତିଲା ଭାରତ, ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର

କଟକ, : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ଘରୋଇ ଦଳ ୪ ୱିକେଟରେ ବିଜୟୀ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ…

ଇନ୍‌ଫୋସିସ୍‌ରୁ ଛଟେଇ ହେବେ ୭୦୦ କର୍ମଚାରୀ

ନୂଆଦିଲ୍ଲୀ,: ପ୍ରମୁଖ ଆଇଟି କମ୍ପାନି ଇନ୍‌ଫୋସିସ୍‌ରୁ ଛଟେଇ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ୨୦୨୪ ଅକ୍ଟୋବରରେ କ୍ୟାମ୍ପସରେ ନିଯୁକ୍ତି ପାଇଥିବା ୭୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଛି । କମ୍ପାନୀର ଏଭଳି ପଦକ୍ଷେପକୁ ଜାତୀୟ ଶ୍ରମ ଆୟୋଗ ଏବଂ ନ୍ୟାସେଣ୍ଟ ଇନଫରମେସନ ଟେକ୍ନୋଲୋଜି…

୨୦୨୪ରେ ଉଚ୍ଚସ୍ତରରେ ପହଞ୍ଚିଛି ବିଶ୍ୱ ସୁନା ଚାହିଦା

ଭୁବନେଶ୍ୱର,: ୱାଲ୍ଡ ଗୋଲ୍ଡ କାଉନସିଲର ଚତୁର୍ଥ ତ୍ରୈମାସି   ଏବଂ ୨୦୨୪ର ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ ରିପୋର୍ଟରୁ ଜଣାପଡିଛି ଯେ କେନ୍ଦ୍ରୀୟ ବ୍ୟାଙ୍କର ଦୃଢ଼, ନିରନ୍ତର କ୍ରୟ ଏବଂ ନିବେଶ ଚାହିଦାରେ ବୃଦ୍ଧି ଯୋଗୁଁ ମୋଟ ବାର୍ଷିକ ସୁନା ଚାହିଦା (ଓଟିସି ସମେତ) ୪, ୯୭୪ଟନର ରେକର୍ଡ ସ୍ତରରେ…

ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ, ୨ ଯବାନ ସହିଦ

ରାୟପୁର, : ଛତିଶଗଡ଼ରେ ପୁଣି ହୋଇଛି ବଡ଼ ଧରଣର ନକ୍ସଲ ଅପରେସନ୍ । ଏଥିରେ ୩୧ଜଣ ନକ୍ସଲ ନିହତ ହୋଇଛନ୍ତି । ସେହିପରି ଏହି ଏନକାଉଣ୍ଟର ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ପୋଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆର୍‌ଭି)ର ହୋଇଥିବା…

ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିରେନ ସିଂହ

ଇମ୍ଫାଲ, : ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ଏ.ଶରଦ ଥିବା ବେଳେ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ତେବେ…

ଖିିଦତ୍ମ ଫାଉଣ୍ଡେସନ ହାଇଦ୍ରାବାଦ୍ ପକ୍ଷରୁ ଟେଲରିଙ୍ଗ ମେସିନ୍ ପ୍ରଦାନ

ନିଶ୍ଚିନ୍ତକୋଇଲି, : ଗାଁ ଗହଳିରେ ବସବାସ କରୁଥିବା ଝିଅ ବୋହୂମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ ନେଇ ଏକପାଦ ଆଗେରେ ଏବେ ଖିଦତ୍ମ ଫାଉଣ୍ଡେସନ ଜାହାର ମୁଖ୍ୟ କାର୍ଯ୍ୟଳୟ ସୁଦୂର ହାଇଦ୍ରାବାଦ୍‌ ଠାରେ ଅବସ୍ଥିତ । ଏହି ସଂସ୍ଥା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ସଂସ୍ଥା ଖୋଲିବା ସହ ଗାଁ…

ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ

ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ବରିଷ୍ଟ ଅଭିନେତା ଉତ୍ତମ ମହାନ୍ତି । ଗତ ୩ ଦିନ ଧରି ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି…

ଜୟଦେବ ବିହାର ଛକରେ ଭଙ୍ଗା ହେବ ଏନ୍‌ଏଚ୍ ଓଭରବ୍ରିଜ

ଭୁବନେଶ୍ୱର,: ମାଟି ତଳେ ଭୂତଳ ରାସ୍ତା । ଉପରେ ଚକାଚକ୍ ସଡ଼କ । ପୁଣି ଛିଡ଼ା ହେବ ଫ୍ଲାଏଓଭର । ଏସବୁ ଉପରେ ଦୌଡ଼ିବ ମେଟ୍ରୋ । ଦେବବିହାର ଛକକୁ ନେଇ ଏମିତି ମେଗା ଯୋଜନା କରିଛି ପୂର୍ତ୍ତ ବିଭାଗ । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ନିର୍ମାଣ ହେବ ଫ୍ଲାଏଓଭର । ଏହା ପୂର୍ବରୁ ବଦଳିଯିବ…

ମୋ ବସରେ ଲାଗିବ ୩୬୦ ଡିଗ୍ରୀ କ୍ୟାମେରା

ଭୁବନେଶ୍ୱର,: ମୋ ବସ୍ ଦୁର୍ଘଟଣା ରୋକିବାକୁ କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନ୍ସପର୍ଟ ଅଟୋମେଟିକ୍ ଆଡଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ (ଏଡିଏଏସ୍‌) ଲଗାଇବ । ଏହା ଦ୍ୱାରା ୩୬୦ ଡିଗ୍ରୀ କ୍ୟାମେରା ସହିତ ମଦ ପିଇ ଗାଡ଼ି ଚଳାଇଲେ ଆପେ ଗାଡ଼ି ବନ୍ଦ ହୋଇଯିବ । ଖୁବ୍‌ଶୀଘ୍ର ଏହା ବସରେ ଲଗାଯିବ ।…