ଆନନ୍ଦପୁରକୁ ରେଳ ସଂଯୋଗ କରାଯିବାକୁ ଲୋକସଭାରେ ଦାବି ଉଠାଇଲେ ସାଂସଦ

କେନ୍ଦୁଝର,: କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଜି ଲୋକସଭାରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନରେ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇ ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିବାକୁ ଦାବି କରିଛନ୍ତି । ସେ ନିୟମ ୩୭୭ ଅନୁସାରେ ଏହି ପ୍ରସଙ୍ଗ ଉଠାଇ ଏହି ଦାବି କରିଛନ୍ତି । ଆନନ୍ଦପୁରକୁ ରେଳ…

ଠାକୁରଦିଆ ବିଦ୍ୟାଳୟର ୨୨ ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ଫେରାର

ଅତାବିରା,: ବରଗଡ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଇତିହାସରେ ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ ଏକ ଅମାନୁଷିକ ଘଟଣା ଘଟାଇଛି ଜଣେ ନିଶାସକ୍ତ ଶିକ୍ଷକ । ୨୨ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ନିଜ ଜୋତା ରେ ମାଡ଼ ମାରିବା ଘଟଣା ଅଞ୍ଚଳରେ ·ଞ୍ଚଲ୍ୟ ସୃଷ୍ଟି କରିଛି । ମିଳିଥିବା ସୂଚନା…

ଷ୍ଟୋନ କ୍ୱାରୀ ଲିଜ୍ ବାତିଲ କଲେ ଶ୍ରୀମନ୍ଦିର ପ୍ରଶାସନ

ଖୋର୍ଦ୍ଧା,: ଖୋର୍ଦ୍ଧାରେ ଥିବା ମହାପ୍ରଭୁଙ୍କ ଖଣିରୁ ବେଆଇନ ଭାବେ ଖଣିଜ ସମ୍ପଦ ଉତ୍ତୋଳନ ମାମଲାରେ ଆଇନ ଉଲ୍ଲଙ୍ଘନ କରିଥିବା ୧୯ ଜଣ ଲିଜଧାରୀଙ୍କୁ ମନ୍ଦିର ପ୍ରଶାସନ, ପୁରୀ, କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ସମଯÿ ସୀମା ମଧ୍ୟରେ ରୟାଲିଟି ଏବଂ ଅନ୍ୟାନ୍ୟ ଶୁଳ୍କ ଏବଂ ଜରିମାନା ପ୍ରଦାନ…

ଷ୍ଟକ୍ ବଜାରରେ ଅସ୍ଥିରତା

ନୂଆଦିଲ୍ଲୀ,: ଦେଶବିଦେଶରେ ଘଟୁଥିବା ବିଭିନ୍ନ କାରଣରୁ ଗତ କିଛି ଦିନ ଧରି ଷ୍ଟକ୍ ବଜାର କାରବାର ଅସ୍ଥିର ରହିଛି । ଏହି କ୍ଷଣସ୍ଥାୟୀ ଅସ୍ଥିରତାରେ ବିଚଳିତ ନ ହେବାକୁ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ ଇକ୍ୱିଟି ମୁଖ୍ୟ ଶ୍ରେୟସ ଡେଭଲକର କହିଛନ୍ତି । ସେ କହିଛନ୍ତି ଯେ ନିବେଶକମାନେ ବଜାରର ସମୟ ଉପରେ…

ବେଳାଭୂମିରେ କଇଁଛ ମଡ଼କ ଉଦବେଗଜନକ!

ପାରାଦୀପ, : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା, ସେମାନଙ୍କ ସୁରକ୍ଷିତ ପ୍ରଜନନ ଓ ଅଣ୍ଡା ଦେବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଓ ନିୟମ ପ୍ରବର୍ତ୍ତନ କରିଥିବା ସତ୍ତ୍ୱେ ପାରାଦୀପ ବେଳାଭୂମିରେ ବ୍ୟାପକ କଇଁଚଙ୍କ ମୃତ ଦେହ ଦେଖିବାକୁ ମିଳିଛି । ପରିବେଶ ପ୍ରଦୂଷଣ ପ୍ରତିହତ କରିବା ଏବଂ ପ୍ରକୃତ…

୨୧ରୁ ମାଟ୍ରିକ୍ ପରୀକ୍ଷା: ୩୧୩୩ କେନ୍ଦ୍ରରେ ପରୀକ୍ଷା

କଟକ, : ଚଳିବ ବର୍ଷ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ । ୭ଟା ୩୦ରୁ ସାଢ଼େ ୮ଟା ମଧ୍ୟରେ ଛାତ୍ରୀଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ ।…

କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର, : କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିଛି । ଏ ନେଇ ପୂର୍ବରୁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା । କଟକ ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପରେ କଟକ ସହର ସମେତ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି…

୧୩ରୁ ବଜେଟ୍ ଅଧିବେଶନ ୧୨ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, : ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ୧୭ରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ଆସନ୍ତା ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ ବସିବ ।…

କଂଗ୍ରେସ ଦ୍ରୁତଗତିରେ ମୁଖା ବଦଳାଉଛି: ମୋଦି

ନୂଆଦିଲ୍ଲୀ, : ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସିଧା ନିଶାନା କରିଛନ୍ତି । ବାବା ସାହେବ ଆମ୍ବେଦକରଙ୍କ କଥା ଉଠାଇ କଂଗ୍ରେସକୁ ନିଶାନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପୁଅ କଥା କହି ଭାବପ୍ରବଣ ହୋଇଗଲେ ଅମିତାଭ ବଚ୍ଚନ

ମୁମ୍ବାଇ,: ମେଗାଷ୍ଟାର ଅମିତାଭ ବଚ୍ଚନ ପୁଅ ତଥା ଅଭିନେତା ଅଭିଷେକଙ୍କୁ ୪୯ତମ ଜନ୍ମଦିନରେ ଏକ ସ୍ୱତନ୍ତ୍ର ଫଟୋ ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଥିବା ଅମିତାଭ ତାଙ୍କ ବ୍ଲଗରେ ଏକ କଳାଧଳା ଫଟୋ ଶେୟାର କରି ଭାବପ୍ରବଣ ହୋପଡ଼ିଛନ୍ତି । ଫଟୋରେ,…