ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ବାଲୁଗାଁ-ପଲାସା ରେଳ ସେକ୍ସନ ନୀରିକ୍ଷଣ

ଭୁବନେଶ୍ୱର,: ସୁରକ୍ଷା ପଦକ୍ଷେପ, ଟ୍ରାଫିକ ଯାତାୟାତ ସୁବିଧା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ପ୍ରଗତି ମୂଲ୍ୟାଙ୍କନ କରିବା ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଇତିମଧ୍ୟରେ ବାଲୁଗାଁ-ପଲାସା ରେଳପଥ ସେକ୍ସନର ପୁର୍ନକାନୁପୁଙ୍ଖ ନୀରିକ୍ଷଣ କରିଛନ୍ତି ।…

ରେପୋ ହାର ହ୍ରାସ ସମ୍ଭାବନା

ଭୁବନେଶ୍ୱର,: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନୂତନ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଫେବୃଆରୀ ୪ରୁ ୭ ଯାଏଁ ଅନୁଷ୍ଠିତ ହେବ । ଏଥିରେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଅଧ୍ୟକ୍ଷତା କରିବେ । ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଏହି ବୈଠକରେ ରେପୋ ହାର ୨୫ ଆଧାର ପଏଣ୍ଟ…

ସ୍ୱଦେଶ ଫେରୁଛନ୍ତି ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟ

ନୂଆଦିଲ୍ଲୀ, : ଆମେରିକାରେ ଅବୈଧ ରୂପେ ରହୁଥିବା ୨୦୫ ଭାରତୀୟକୁ ନେଇ ଚାଲିଥିବା ବିମାନ ବୁଧବାର ଅମୃତସରରେ ପହଞ୍ଚିବ । ଆମେରିକୀୟ ସେନାର ସି-୧୭ପ୍ଲେନ୍ ଶ୍ରୀ ଗୁରୁ ରାମଦାସ ଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସକାଳ ୯ଟା ସମୟରେ ଲ୍ୟାଣ୍ଡ କରିବ । ଏହି ୨୦୫ ଭାରତୀୟଙ୍କୁ ପ୍ରଥମ ରାଉଣ୍ଡରେ…

୧୮ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, : ଯୁକ୍ତ ଦୁଇ ଥିଓରୀ ପରୀକ୍ଷା-୨୦୨୫ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଆସନ୍ତା ୧୮ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ ସେଣ୍ଟରରେ ୩,୯୩,୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସବୁ…

ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,: ଜ୍ଞାନ ହେଉଛି ପ୍ରକୃତ ଶକ୍ତି । ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି । ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ । ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ ଦିଶାକୁ ଦିଗ ଦେଇଥାଏ…

ପ୍ରଶଂସକଙ୍କୁ ନିଜ ଘରକୁ ଡାକିଲେ କୋହଲ

ନୂଆଦିଲ୍ଲୀ,: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି । ପ୍ରଶଂସକମାନେ ପ୍ରାୟତଃ କିଙ୍ଗ କୋହଲିଙ୍କ ଗୋଟିଏ ଝଲକ ପାଇବାକୁ ବ୍ୟାକୁଳ ଥାନ୍ତି । ଆଉ ଯଦି ବିରାଟ କୋହଲି ନିଜେ ପ୍ରଶଂସକଙ୍କୁ ତାଙ୍କ ଘର ଭିତରକୁ ଡାକି ଅଟୋଗ୍ରାଫ…

ମୋ ଜୀବନରେ ଏତେ ଛକା ଦେଖିନି

ମୁମ୍ବାଇ,: ଅଭିଷେକ ଶର୍ମା । କ୍ରିକେଟରେ ଏବେ ଏହି ନାମକୁ ନେଇ ଚର୍ଚ୍ଚା । ଯେଉଁ  ମୈଦାନରେ ଗାଭାସ୍କର, ସଚିନ, କୋହଲି,ରୋହିତଙ୍କ ପ୍ରଦର୍ଶନକୁ ନେଇ ନାରା ଦିଆଯାଉଥିଲା ସେଠି ଏବେ ନୂଆ ନାମ । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜକୁ କବଜା କରି ନେଇଛି ଭାରତ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ…

ସର୍ବୋଚ୍ଚ ସ୍ତରରେ ସୁନା ଦର

ଭୁବନେଶ୍ୱର,: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି । ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚାନ୍ତ କରାଉଥିଲା ବେଳେ…

ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ,: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଯେ, ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ହଜାର୪୬ କିଲୋମିଟର ରେଲୱେ ଟ୍ରାକ୍ ତିଆରି ହୋଇଛି । ଯାହାକି…

ଦିଲ୍ଲୀ ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର

ନୂଆଦିଲ୍ଲୀ,: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ସୋମବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ଫେବ୍ରୁଆରୀ ୫ରେ ମତଦାନ ହେବ ଏବଂ ଫେବ୍ରୁଆରୀ ୮ରେ ଫଳାଫଳ ପ୍ରକାଶ ପାଇବ । ପ୍ରଚାରର ଶେଷ ଦିନରେ ରାଜନୈତିକ ଦଳ ଓ ନେତାମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ । ଫେବ୍ରୁଆରୀ ୫ରେ…