ସ୍ଥାନାନ୍ତର ହେଲେ ସମର୍ଥ ଅନୁଷ୍ଠାନର ସମସ୍ତ ଅନ୍ତେବାସୀ

ସମ୍ବଲପୁର,: ସମ୍ବଲପୁର ନେତାଜୀ ନଗର ଥିବା ସମସ୍ତ ମାନସିକ ଅନଗ୍ରସର ଅନ୍ତେବାସୀଙ୍କୁ କରାଗଲା ଅନ୍ୟତ୍ର ସ୍ଥାନାନ୍ତର । ସାମାଜିକ ସୁରକ୍ଷା କଲ୍ୟାଣ ବିଭାଗର ଅଧିକାରୀଙ୍କୁ ଜିଲ୍ଲାପାଳ ଜାରି କଲେ କାରଣ ଦର୍ଶାଅ ନୋଟିସ । ସେପଟେ ଖୁବଶୀଘ୍ର ରିମାଣ୍ଡରେ ଆସିବେ ଅଭିଯୁକ୍ତ ହରିଶ ଚନ୍ଦ୍ର ଦାସ ।…

ତିହିଡ଼ି ମହୋତ୍ସବ ତୃତୀୟ ସନ୍ଧ୍ୟା: ଓଡ଼ିଶାର ସାଂସ୍କୃତିକ ମାନଚିତ୍ର: ମନ୍ତ୍ରୀ

ତିହିଡ଼ି, : ଭଦ୍ରକ ଜିଲ୍ଲା ତିହିଡ଼ି ମହୋତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମହୋତ୍ସବ କମିଟି ସଭାପତି ଶିକ୍ଷାବିତ୍ ସୋମନାଥ ପାଢ଼ୀଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ…

କଂଗ୍ରେସ ଦଳର ‘ସାମନ୍ତବାଦୀ ଚିନ୍ତାଧାରା ଓ ରୁଗୁଣ ମାନସିକତା’କୁ ସ୍ପଷ୍ଟ କରିଛି: ମନମୋହନ ସାମଲ

ଭୁବନେଶ୍ୱର, : ସଂସଦରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି । ଏକ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରୀୟ ଦଳର ଶୀର୍ଷ ନେତୃତ୍ୱ…

ମହାକୁମ୍ଭରେ ଆଉ ଏକ ଅଘଟଣ; ଭକ୍ତଙ୍କ ଗାଡି ଉପରେ ମାଡିଗଲା ଟ୍ରକ

ନୂଆଦିଲ୍ଲୀ,: କୁମ୍ଭମେଳାକୁ ନେଇ ଫୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ ଶୁକ୍ରବାର ସକାଳେ କୁମ୍ଭମେଳାରେ ଯୋଗଦେଇ ଫେରୁଥିବା ଭକ୍ତଙ୍କ ଗାଡି ଉପରେ ଏକ ଟ୍ରକ ମାଡିଯାଇଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ…

୧୦ ଟ୍ରିଲିୟନ ଡଲାର ହୋଇପାରିବ ଦେଶର ଅର୍ଥନୀତି

ନୂଆଦିଲ୍ଲୀ, : ଭାରତର ଅର୍ଥନଢତିକ ସର୍ଭେ ହୁଏତ ବିକାଶର ଏକ ହିସାବ ଦେଇଥାଇପାରେ, କିନ୍ତୁ ଏଥିରୁ ଗୋଟିଏ ଜିନିଷ ବାହାରିଛି ଯାହାକୁ ନେଇ ଚର୍ଚ୍ଚା । ଗୋଟିଏ ମାମଲାରେ ଏହି ଅର୍ଥନୈତିକ ସର୍ଭେ ସମଗ୍ର ବିଶ୍ୱରେ ଭାରତକୁ ଚକିତ କରିଛି । ଆମେ ବିଶ୍ୱର ସର୍ବବୃହତ ଯୁବଶକ୍ତି ସମ୍ପତ୍ତି ଦେଶ ଅଟେ ।…

ଅର୍ଥନୈତିକ ସର୍ଭେ: ଦେଶ ଉପରେ ୭୧୧ ବିଲିୟନ ଡଲାରର ବୈଦେଶିକ ଋଣ

ନୂଆଦିଲ୍ଲୀ, : ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ପ୍ରତିକୂଳ ବୈଶ୍ୱିକ ପରିସ୍ଥିତି ସତ୍ତ୍ୱେ ଭାରତର ରପ୍ତାନି କ୍ଷେତ୍ରର ପ୍ରଦର୍ଶନ ସନ୍ତୋଷଜନକ ରହିଛି । ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହା ୬୪୦.୩ ବିଲିୟନ ଆମେରିକୀୟ ଡଲାର…

ଟ୍ରାଫିକ୍ ଭିଡ ହ୍ରାସ ପାଇଁ ଖର୍ଚ୍ଚ ହେବ ୭,୦୦୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବଜେଟ…

ଦିଲ୍ଲୀ ସଂକଳ୍ପ ରାଲିରେ ଗର୍ଜିଲେ ମୋଦି

ନୂଆଦିଲ୍ଲୀ, : ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ମେଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦ୍ୱାରକାରେ ଆୟୋଜିତ \"ବିକାଶ ଦିଲ୍ଲୀ ସଂକଳ୍ପ ରାଲି\'ରେ ଆପ୍ ଏବଂ ଅରବିନ୍ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି । ବିଜେପି ଦିଲ୍ଲୀରେ ବିକାଶ…

ଭାଇରାଲ ମୋନାଲିସାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କଲେ କଙ୍ଗନା

ନୂଆଦିଲ୍ଲୀ, : ପ୍ରୟାଗରାଜର ମହାକୁମ୍ଭକୁ ପରିବାର ସହିତ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ସୋସିଆଲ ମିଡିଆରେ ଭାଇରାଲ ହେବାଦିନ ଠାରୁ ଚର୍ଚ୍ଚାର ପରିସରରେ ରହିଛନ୍ତି । ମହାକୁମ୍ଭ ୨୦୨୫କୁ ପରିବାର ସହିତ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ମଧ୍ୟପ୍ରଦେଶର ଇନେ୍ଦାରରେ ବସବାସ…

ଜାତୀୟ କୁଷ୍ଠ ରୋଗ ନିରାକରଣ ଦିବସ ପାଳିତ

ମୁନିଗୁଡ଼ା, : ଦିନକୁ ଦିନ ଆମ ରାଜ୍ୟରେ କିମ୍ବା ଆମ ଅଞ୍ଚଳରେ କୁଷ୍ଠ ରୋଗରେ ସଂକ୍ରମଣ ହୋଇଥିବା ଲୋକଙ୍କୁ ଘୃଣା କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଜାତୀୟ କୁଷ୍ଠ ରୋଗ ନିରାକରଣ ଅଭିଯାନ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ଲୋକଙ୍କୁ ସଚେତନତା…