ଆର୍ଥିକ ସେବା ଓ ସଞ୍ଚୟ ସଚେତନତା କାର୍ଯ୍ୟକ୍ରମ
ପୁରୀ,: ପିପିଲି ବ୍ଲକ ଅଧିନସ୍ଥ ସରସ୍ୱତୀପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ଆନୁକୂଲ୍ୟେରେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ ବିଭାଗର ବରିଷ୍ଠ ଅଧିକାରୀ ରତନ ଜେନା ସଭାପତିତ୍ୱ କରି ଶିବିରର ଆଭିମୁଖ୍ୟ…