ବ୍ରହ୍ମପୁର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନର ଶୁଭାରମ୍ଭ

ବ୍ରହ୍ମପୁର,: ବ୍ରହ୍ମପୁରରୁ ଶିରିଡ଼ି ଦେଇ ନାସିକକୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ । ବ୍ରହ୍ମପୁର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ.ଅନୀଲ…

ନିହାର ରଞ୍ଜନ ମୋଦୀ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ରୂପେ ନିର୍ବାଚିତ

ବାରିପଦା,: ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଶନିବାର ଦିନ ବିଜେପି ମୟୂରଭଞ୍ଜ ପୂର୍ବ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ଭାବେ ଜୀବନ ପ୍ରଦୀପ ଦାସ ଏବଂ ପର୍ଯ୍ୟବେକ୍ଷକ ମନସ୍ମିତା ଖୁଣ୍ଟିଆ, ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ଭାବେ…

କାର୍ଲିଗାଁରେ ଡବଲ ମର୍ଡର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଧର୍ମଗଡ଼,: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି କାର୍ଲିଗାଁ ରେ ଜମି ବାଡି ବିବାଦକୁ ନେଇ ନିଜ କାକା ଓ ଖୁଡିକୁ ନୃଶଂସ ପୁତୁରା ହତ୍ୟା କରିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ସୂଚନାମତେ ଦୀର୍ଘ ଦିନ ଧରି ମୃତକଙ୍କ ପରିବାର ଓ ଅଭିଯୁକ୍ତଙ୍କ ମଧ୍ୟରେ ଜମିବାଡ଼ିକୁ…

ପାଟଣାଗଡରେ ଆଦିବାସୀଙ୍କ ମହାମେଳ

ବଲାଙ୍ଗୀର,: ଆଦିବାସୀ ନିଜର ଅଧିକାରକୁ ଦାବି କରି ଆଜି ପାଟଣାଗଡ଼ରେ ଆଦିବାସୀ ମାନଙ୍କର ଏକ ମହାମେଳୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ସଶସ୍ତ୍ର ଆଦିବାସୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଉପରେ ବିଭିନ୍ନ ଶ୍ଳାଗାନ ମାନ…

ପାଞ୍ଚ ଦିନିଆ ସାଞ୍ଝା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପୁରୀ,: ଶରଧାବାଲି ଠାରେ ଆରମ୍ଭ ହୋଇଛି ୫ ଦିନିଆ ସାଞ୍ଝା କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ଗୃହ ଓ ନଗ ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ଏବଂ ପୁରୀ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସୋମବାର ସନ୍ଧ୍ର‌୍ୟାରେ ଉଦ୍‌ଘାଟନ କରି ଗୃହ ନିର୍ମାଣ, ନଗର ଉନ୍ନୟନ ଏବଂ…

ବେଦାନ୍ତ ଓଡ଼ିଶା ସରକାରଙ୍କ ସହ ୧ ଲକ୍ଷ କୋଟି ଟଙ୍କା ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର,: ପ୍ରାକୃତିକ ସମ୍ପଦ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ତଥା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ପ୍ରଗତିରେ ଅଂଶୀଦାର ଥିବା ବେଦାନ୍ତ ଲିମିଟେଡ୍ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ବିଶ୍ୱସ୍ତରୀୟ ନିବେଶ କନକ୍ଲେଭ ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରେ ଆଜି ଓଡିଶା…

ଭିତ୍ତି ଭୂମି ପ୍ରଗତିରେ ବେଦାନ୍ତର ଉଲ୍ଲେଖନୀୟ ଯୋଗଦାନ

ଭୁବନେଶ୍ୱର,: ବେଦାନ୍ତ ଲିମିଟେଡ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ରାଜ୍ୟର ଅସୀମ ସମ୍ଭାବନାକୁ ନିକଟରେ ଉନ୍ମୋଚିତ କରିଛି । ଏପରିକି ଓଡ଼ିଶାର ପରିବର୍ତ୍ତନ ଯାତ୍ରାରେ ବେଦାନ୍ତ ଯୋଗ ଦେଇଛିୟ ରାଜ୍ୟର ଅର୍ଥନୈତିକ ଓ ଭିତ୍ତିଭୂମି ପ୍ରଗତିରେ ବେଦାନ୍ତ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି…

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ: ହାଇଦ୍ରାବାଦକୁ ସ୍ଥାନାନ୍ତରିତ

ଭୁବନେଶ୍ୱର, : ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ହାଇଦ୍ରାବାଦ୍ ସ୍ଥାନାନ୍ତରିତ କରାଯାଇଛି । ଶ୍ରୀ ହରିଚନ୍ଦନଙ୍କୁ ଏୟାରଲିଫ୍ଟ କରାଯାଇଛି । ହାଇଦ୍ରାବାଦରେ ପହଞ୍ଚିଲା ପରେ ତାଙ୍କୁ ସେଠାରେ…

ସୁଭଦ୍ରା ଆବେଦନକାରୀଙ୍କୁ ପରାମର୍ଶ

ଭୁବନେଶ୍ୱର, : ସୁଭଦ୍ରା ଯୋଜନାରେ ଆବେଦନ କରିଥିବା କିଛି ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ଏ ପର୍ଯ୍ୟନ୍ତ ମିଳି ନାହିଁ । ଏନପିସିଆଇ ଫେଲୱର ପାଇଁ ହିତାଧିକାରୀ ଟଙ୍କା ପାଇବାରେ ଅସୁବିଧା ହେଉଛି । ସେଥିପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୁଭଦ୍ରା ଆବେଦନକାରୀଙ୍କୁ…

ଆଇସିସି ଟେଷ୍ଟରେ ବୁମ୍ରା ଓ ଦିନିକିଆରେ ସ୍ମୃତି ମନ୍ଧାନାଙ୍କୁ କ୍ରିକେଟରେ ଅଫ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ, : ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମ୍ରା । ଟେଷ୍ଟ, ଟି-୨୦ ଓ ଦିନିକିଆ କ୍ରିକେଟରେ ବୁମ୍ରା କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ନିଜର ଘାତକ ବୋଲିଂ ବଳରେ ସେ ଭାରତକୁ ଅନେକ ମ୍ୟାଚରେ ବିଜୟ କରାଇଛନ୍ତି । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର…