କିଛି ଲୋକ ବିଏମ୍‌ଡବ୍ଲୁରେ ଷ୍ଟ୍ରଗଲ୍ କରନ୍ତି: ଶାହିଦ

ମୁମ୍ବାଇ ,: ଶାହିଦ କପୁର ଆଜି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା । ଶାହିଦଙ୍କ ପିତା ପଙ୍କଜ କପୁର ମଧ୍ୟ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତାମାନଙ୍କ ମଧ୍ୟରେଜଣେ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତଥାପି ଶାହିଦଙ୍କୁ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି…

ଐତିହାସିକ ଫାଷ୍ଟ ଗେଟକୁ ଉଦ୍‌ଘାଟନ କଲେ ସାଂସଦ ରୁଦ୍ର ପାଣି

ଅନୁଗୁଳ,: କୋଇଲା ନଗରୀ ତାଳଚେରର ସର୍ବ ପୁରାତନ ଐତିହାସିକ ଫାଷ୍ଟ ଗେଟ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟକ ଭାବେ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ତାଳଚେର ବିଧାୟକ…

ଆଇନ ସଚେତନତା ଶିବିର

ପୁରୀ,: ଆଇନ ସେବା ପ୍ରାଧିକରଣ ସମ୍ମିଳନୀକକ୍ଷରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶରେ ଆୟୋଜିତ ଏହି ଆଇନ ସଚେତନତା ଶିବିରରେ ସୁପ୍ରିମକୋଟ ଜଜମେଣ୍ଟର ଅନୁବାଦ…

ଛାତ୍ରୀମାନଙ୍କ ଦକ୍ଷତାକୁ ନେଇ ପ୍ରଶଂସା କଲେ ମନ୍ତ୍ରୀ

ରାଇଘର,: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ଜୋଡ଼ିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ମହୋତ୍ସବ ପାଳନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ…

ଲୁଚାଇ ପାରିବେନି ଲିଭ୍‌-ଇନ୍ ରିଲେସନ୍‌, ହଲାଲା- ବହୁ ବିବାହ ଉପରେ ରୋକ୍‌

ଉତ୍ତରାଖଣ୍ଡ, : ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା (ୟୁସିସି) । ମୁଖ୍ୟ ସେବକ ସଦନରେ ୟୁସିସି ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀୟ ଦେଶରେ ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ଲାଗୁ କଲା ଉତ୍ତରାଖଣ୍ଡ । ଏହି ନିୟମ ଲାଗୁ ହେବା ପରେ ଲିଭ୍‌-ଇନ୍…

ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ । ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ । ଏହା ପରେ ସେ ଉତ୍ତରାଖଣ୍ଡର…

ନବଜାତ ନାତିକୁ ନେଇ ମହାକୁମ୍ଭରେ ଅମିତ ଶାହ

ପ୍ରୟାଗରାଜ, : ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି । ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ ‘ମହାକୁମ୍ଭ\'ରେ ଶ୍ରଦ୍ଧାଳୁ ସନ୍ଥଙ୍କ ଉପସ୍ଥିତିରେ…

ଭାରତର ଯୁବଗୋଷ୍ଠୀ ବିଶ୍ୱ କଲ୍ୟାଣ ପାଇଁ ଏକ ଶକ୍ତ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀର କାରିଅପ୍ପା ପ୍ୟାରେଡ୍ ଗ୍ରାଉଣ୍ଡରେ ଜାତୀୟ କ୍ୟାଡେଟ କର୍ପସ୍ (ଏନସିସି) ପିଏମ୍ ଶୋଭାଯାତ୍ରାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦି କ୍ୟାଡେଟ୍‌ଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ…

ହଲିଉଡରେ ଧମାକା କରିବାକୁ ଯାଉଛନ୍ତି ରଣଦୀପ

ମୁମ୍ବାଇ,: ପୁଣିଥରେ ବଡ଼ ପରଦାରେ ଧମାକା କରିବାକୁ ଯାଉଛନ୍ତି ରଣଦୀପ ହୁଡା । ପ୍ରିୟଙ୍କା ଚୋପ୍ରାଙ୍କ ପରେ ହଲିଉଡ ଜେକ୍ଟରେ ଜନ ସିନାଙ୍କ ସହ ନଜର ଆସିବେ ରଣଦୀପ । ଉଭୟ ଆକ୍ସନ୍ ଫିଲ୍ମ ‘ମ୍ୟାଚବକ୍ସ\'ରେ ନଜର ଆସିବେ । ଏକ୍ସଟ୍ରାକ୍ସନ ୧ ଏବଂ ୨ର ସଫଳତା ପରେ, ରଣଦୀପ ଦ୍ୱିତୀୟ ଥର ପାଇଁ…

ବାରବାଟୀ ଦିନିକିଆ: ଫେବ୍ରୁଆରୀ ୨ରେ ଅନଲାଇନ୍‌, ୫-୬ରେ କାଉଣ୍ଟର ଟିକେଟ୍‌

କଟକ,: ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଭାରତଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍‌ ମ୍ୟାଚର ଟିକେଟ୍ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି । ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶକଙ୍କ ଟିକେଟ୍ କିଣି ସାରିଥିବା ବେଳେ…