ଆରମ୍ଭ ହେଲା କ୍ରୀଡା ପ୍ରତିଯୋଗିତା

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟୋତ ସ୍ଥିତ ସିଜୁକଳା ଗ୍ରାମରେ ୯୭ତମ ନୃତ୍ୟ ଓ କ୍ରୀଡା ପ୍ରତୀଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଏହି ନୃତ୍ୟ ଓ କ୍ରୀଡା ପ୍ରତୀ ଯୋଗିତାରେ ମାନ୍ୟବର M P ନବଚରଣ ମାଝୀ ମହୋଦୟ ମୁଖ୍ୟ ଅତିଥି ଭାବେ ଉପବେଶନ କରିଥିଲେ ।ସାଞ୍ଜାୟ ସିଜୁକଳା…

ସଂଗୀନ ଅଭିଯୋଗ ଆଣିଲେ ସମିତି ସଭ୍ୟା କେଳାଙ୍କରୀ

କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଳକ ଅନ୍ତର୍ଗତ ଦୁଧାରି ଡଙ୍ଗା ମୁଣ୍ଡି ଏବଂ କାଳିଆ ଘାଟ ଠାରେ କେନାଲ ନିର୍ମାଣର ନିମ୍ନମାନ କାର୍ଯ୍ୟ ଚାଲିଛି, ଏଭଳି ସାଙ୍ଘାତିକ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବା ପାଇଁ ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି। ଅଭିଯୋଗ ଆଣିଛନ୍ତି,ପୁଣି ଘଟଣା…

ନେଟଫ୍ଲିକ୍ସରେ ଛୋଟେ ନବାବଙ୍କ ଡେବ୍ୟୁ

ମୁମ୍ବାଇ, : ଅନେକ ଷ୍ଟାର ୨୦୨୫ ମସିହାରେ ସେମାନଙ୍କର ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି । ଗୋଟିଏ ପଟେ ଆମିର ଖାନଙ୍କ ପୁଅ ଜୁନୈଦ ଖାନ ଡେବ୍ୟୁ କରିଛନ୍ତି । ଏହା ସହିତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ଡେବ୍ୟୁ କରିଛନ୍ତି । ଏବେ ଛୋଟ ନବାବଙ୍କ ପାଳିୟ ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ…

ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍ କ୍ଲାସିକ୍‌: ଆଶୀର୍ବାଦଙ୍କୁ ଅନ୍ତର୍ଜାତୀୟ ସୁଯୋଗ

ଭୁବନେଶ୍ୱର, : ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଲିଜେଣ୍ଡ୍‌ କ୍ଲାସିକ୍ ପକ୍ଷରୁ ପୁରୀ ବେଳାଭୂମିରେ ଦୁଇ ଦିନିଆ ଜାତୀୟସ୍ତରର ବରମୁଡ଼ା ବିଚ୍ ମଡେଲ୍‌-୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଟଲ୍‌ କାଟେଗୋରୀରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି ପୁରୁଣା ଭୁବନେଶ୍ୱର ଯୁବକ ଆଶୀର୍ବାଦ…

ଟିଟିଲାଗଡ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ବିରେନ୍ଦ୍ର ବାଗଙ୍କ ଆବାହକତ୍ୱରେ ତଥା ଦେବାନନ୍ଦ ସାହୁଙ୍କ ସଭାପତିତ୍ବରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୮ ତାରିଖ ଦିନ ନୂତନ ପିସିସି ସଭାପତି ଶ୍ରୀ…

ମହାକୁମ୍ଭରେ ବୁଡ଼ ପକାଇବା ସହ ତ୍ରିବେଣି ସଙ୍ଗମରେ ସ୍ନାନ କଲେ କେନ୍ଦ୍ରମନ୍ତ୍ରୀ

ପ୍ରୟାଗରାଜ,: ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମ ଶାସ୍ୱତ ପରମ୍ପରାର ଜୀବନ୍ତତାର ପ୍ରତୀକ ବୋଲି ରବିବାର ପ୍ରୟାଗରାଜ ଠାରେ ତ୍ରିବେଣୀ ସଙ୍ଗମରେ ସପରିବାର ବୁଡ ପକେଇବା ସହ ସ୍ନାନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା’ ଗଙ୍ଗା,…

ସୁନା ଦର କମିଲା

ଭୁବନେଶ୍ୱର,: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର । କମିଲା ସୁନାଦର । ଶୀଘ୍ର ଯାଇ କିଣି ନିଅନ୍ତୁ । ସୁନାଦରରେ ହୋଇଛି ବଡ଼ ପରିବର୍ତ୍ତନ । ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା…

ନିରୀର ଗବେଷଣା:ଗଙ୍ଗା ଜଳରେ ରହିଛି ସ୍ୱଶୁଦ୍ଧିକରଣର ଅଦ୍ୱିତୀୟ କ୍ଷମତା

ନାଗପୁର,: ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ସମୟରେ ପ୍ରତିଦିନ କୋଟି କୋଟି ଲୋକ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରୁଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଜଳ ପ୍ରଦୂଷଣ ଓ ଜଳ ଗୁଣବତ୍ତା ପ୍ରସଙ୍ଗରେ ଅନେକ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଜାତୀୟ ପରିବେଶ ପ୍ରଯୁକ୍ତବିଦ୍ୟ ଗବେଷଣା…

ବିଶ୍ୱ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛି ଭାରତ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ କେବଳ ବିଶ୍ୱ ଭବିଷ୍ୟତ ବିଷୟରେ ଆଲୋଚନାର କେନ୍ଦ୍ରବିନ୍ଦୁରେ ନାହିଁ ବରଂ ଆଲୋଚନାର ନେତୃତ୍ୱ ମଧ୍ୟ ନେଉଛି । ଦିଲ୍ଲୀର ଏକ ମିଡିଆ ହାଉସ୍ ପକ୍ଷରୁ ଆୟୋଜିତ ଏକ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ…

ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା

ନୂଆଦିଲ୍ଲୀ,: ରେଳଷ୍ଟେସନରେ ଶନିବାର ରାତିରେ ମହାକୁମ୍ଭ ଯାତ୍ରୀଙ୍କ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୮ ଜଣ ପ୍ରାଣ ହରାଇଛନ୍ତି । ୧୨ ଜଣ ଆହତ ହୋଇଛନ୍ତି । ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ୱତନ୍ତ୍ର ଟ୍ରେନ୍ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେସନରେ ଭିଡ଼ ବଢ଼ିଥିଲା ।…