ମଧ୍ୟପ୍ରଦେଶରେ ପୋଲିସ-ନକ୍ସଲ ମୁହାଁମୁହିଁ, ୩ ମହିଳା ନକ୍ସଲ ମୃତ

ନୂଆଦିଲ୍ଲୀ, : ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ବୁଧବାର ହୋଇଥିବା ଏହି ଏନକାଉଣ୍ଟରରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲଙ୍କୁ ହତ୍ୟା କରିଛି । ସୂଚନା ଅନୁଯାୟୀ, ପୋଲିସର ଏହି ଅପରେସନରେ ଅନେକ…

ଏବେ ସୁରକ୍ଷିତ ହେବ ୟୁପିଆଇ ଅନଲାଇନ ପେମେଣ୍ଟ

ନୂଆଦିଲ୍ଲୀ, : ଭାରତ ଡିଜିଟାଲାଇଜେଶନ କ୍ଷେତ୍ରରେ ନିରନ୍ତର ଅ ।ଗକୁ ବଢ଼ୁଛିୟ ଦେଶରେ ଡିଜିଟାଲ ପେମେଣ୍ଟରେ ମଧ୍ୟ ଏକ ବିରାଟ ବୃଦ୍ଧି ଘଟିଛି । ଡିଜିଟାଲ ପେମେଣ୍ଟରେ ଏବେ ଏକ ବଡ଼ ପରିବର୍ତ୍ତନ ଆଣି କ୍ରେଡିଟ ଏବଂ ଡେବିଟ କାର୍ଡ ପାଇଁ ଏକ ଡିଭାଇସ ଟୋକନାଇଜେଶନ ସମାଧାନ ଲଞ୍ଚ କରିଛି । ଏହା…

ଚିନି ଉତ୍ପାଦନ କମ୍ ହେବାରୁ ପ୍ରତିଫଳନ ଓଡ଼ିଶା ବଜାରରେ ମହଙ୍ଗାମାଡ

ଭୁବନେଶ୍ୱର, : ଦରଦାମ୍ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୀର୍ଘଦିନ ଲଢ଼େଇ କରିବା ପରେ ଯେଉଁ ସଫଳତା ପାଇଛନ୍ତି, ସେଥିପ୍ରତି ଚିନି ଏକ ବଡ଼ ବିପଦ ଭାବେ ଉଭା ହୋଇଛି । ଉତ୍ପାଦନ କମିବାରୁ ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି ।…

ବ୍ଲକ ଘୋଷଣା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ଆମପାଣି ପଞ୍ଚାୟତକୁ ସ୍ବତନ୍ତ୍ର ବ୍ଳକ ଗଠନ ଦାବିରେ ଆଜି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଳକ ଗଠନ କ୍ରିୟାନୁଷ୍ଠାନ କମିଟି ସଭାପତି ଋତୁରାଜ ମାଝୀଙ୍କ ନେତୃତ୍ବରେ କୋକସରା ବ୍ଳକର ୮ଟି ପଞ୍ଚାୟତ ସମେତ ଜୟପାଟଣା…

ଦେଲେନି ବିଦ୍ୟୁତ ବନ୍ଦ ହେଲା ରାଜପଥ

ଖରା ଦିନ ଆସିଲାଣି, ଚାଷୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଲୋକ ବିଦ୍ୟୁତ ଉପରେ ନିର୍ଭର କରନ୍ତି!କିନ୍ତୁ ଯେଉଁ ଦିନଠାରୁ ବିଦ୍ୟୁତ ବିଭାଗ କୁ ଟାଟା କମ୍ପାନୀ କ୍ରୟ କରିଛି ସେହିଦିନଠାରୁ ପ୍ରତ୍ୟେକ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି!ଟାଟା କମ୍ପାନୀରେ କାମ…

ମାଙ୍କଡ କହୁଛି ମଦ ପିଅନି

ହାତରେ ମାଙ୍କଡ, ପୁଣି କାଖେଇ ହୋଇ ଯୁବକ ସହ ନିବିଡ଼ ସମ୍ପର୍କ, ଖାଲି ଏତିକି ନୁହେଁ ଯୁବକ ସହ ମିଶି ଲୋକଙ୍କୁ ହସେଇ ହସେଇ ସଚେତନ ବି କରୁଛନ୍ତି । ତେବେ ଯୁବକ ଙ୍କ ହାତରେ ଥିବା ମାଙ୍କଡ ଟି ଟେଡ୍ଡି କଣ୍ଢେଇ ହୋଇଥିବା ବେଳେ ମାଙ୍କଡ ଆଉ ଯୁବକଙ୍କ ଏଭଳି ଷ୍ଟେଜକ୍ରାଫ୍ଟ କୁ ଶବ୍ଦ ଭ୍ରମ କୁହାଯିବା…

କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଜବତ

ବୌଦ୍ଧ ପୋଲିସ କୁ ବଡ଼ ସଫଳତା । ରାଜ୍ୟ ବାହାରକୁ ଚାଲାଣ ପାଇଁ ଗଛିତ ଥିବା ଗଞ୍ଜେଇ ସହ ମାଫିଆ ଗିରଫ । ବଘିଆପଡା ଫାଣ୍ଡି ଅନ୍ତର୍ଗତ ନେନ୍ଦନ ଗାଁ ନିକଟସ୍ଥ ବାରାକୋଡା ଜଙ୍ଗଲ ରୁ ୧୩ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ମାଫିଆ କରଡାପଡା ଗାଁ ର ବାସୁଦେବ ଦନ୍ତା କୁ ଗିରଫ କରିଛି…

ଭୁସୁଡ଼ିଲା ସ୍କୁଲ ପାଚେରୀ ମରିଗଲେ ଛାତ୍ର

ସ୍କୁଲ ପାଚେରୀ ଭୁଶୁଡି ପଞ୍ଚମ ଶ୍ରେଣୀ ଛାତ୍ର ର ମୁତ୍ଯୁ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କଣ୍ଟାପଡ଼ା ଅଧିନସ୍ଥ ନୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣା ଘଟିଛି ମଧ୍ଯାହ୍ନ ଭୋଜନ ସମୟରେ। ୪ ରୁ ୫ ଜଣ ଛାତ୍ର ମାନେ ସ୍କୁଲର ଥିବା ପାଚେରୀ ଉପରେ…

ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : କିଟ୍‌ ବିଶ୍ୱବିଦ୍ୟାଳୟରେ ଗତ ରବିବାର ଦିନ ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା (୧୯)ଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନେପାଳ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି । ଶ୍ରୀ ମାଝୀ ବୁଧବାର ଦିଲ୍ଲୀରେ ନେପାଳ ବୈଦେଶିକ ବ୍ୟାପାର…

ବଞ୍ଚାଓ ସରକାର ଦେବ ସୁନା ଆମକୁ ବିକ୍ରି କରିଦେଲା

ବଲଂଗୀର ଜିଲ୍ଲା ଦାଦନ ସମସ୍ୟାରେ ପଡିତ ଥିବା ବେଳେ ଅନେକ ସରକାରୀ ପ୍ରଚେଷ୍ଟା ପରେ ମଧ୍ୟ ଥମୁନି ଦାଦନ ଯନ୍ତ୍ରଣା। ପେଟ ପାଟଣା ପାଇଁ ଲକ୍ଷାଧୂକ ଗରିବ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏବଂ ସେଠି ଅକଥନୀୟ ନିର୍ଯ୍ୟାତନା ପାଉଥବାର ଅଭିଯୋଗ ହୋଇ ଆସୁଛି। ଏହିପରି ଆଜି ପୁଣି…