କଫି ବୋର୍ଡ଼ ଚେୟାରମ୍ୟାନଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା

ଭୁବନେଶ୍ୱର,: ବୁଧବାର ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ କଫି ବୋର୍ଡ ଚେୟାରମ୍ୟାନ ଏମଜେ ଦିନେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ…

ଓଡ଼ିଶା ମାଟି ତଳେ ଗ୍ରାଫାଇଟ୍‌, ନିକେଲ୍‌ କ୍ରିଟିକାଲ୍ ମିନେରାଲ୍ ଖୋଜୁଛି ଜିଏସ୍‌ଆଇ

ଭୁବନେଶ୍ୱର, : ଖଣି ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କ୍ରିଟିକାଲ୍ ମିନେରାଲ୍ ମଧ୍ୟ ରହିଛି । ଗ୍ରାଫାଇଟ୍‌, ନିକେଲ୍‌, କ୍ରୋମିୟମ୍‌ ଆଦି ଓଡ଼ିଶା ମାଟି ତଳେ ରହିଛି । ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ସେଗୁଡ଼ିକର ସନ୍ଧାନ କରୁଛି । ଖୁବ୍‌ଶୀଘ୍ର ଗ୍ରାଫାଇଟ୍ର ସନ୍ଧାନ ମିଳିବ ବୋଲି…

ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ପ୍ରତିନିଧି ଦଳ ମୋଦିଙ୍କୁ ସାକ୍ଷାତ

ନୂଆଦିଲ୍ଲୀ, : ଜାପାନ- ଭାରତ ବ୍ୟବସାୟ ସହଯୋଗ ସମିତି (ଜେଆଇବିସିସି)ର ଅଧ୍ୟକ୍ଷ ତାତ୍ସୁଓ ୟାସୁନାଗାଙ୍କ ନେତୃତ୍ୱରେ ୧୭ ଜଣିଆ ଏକ ପ୍ରତିନିଧି ଦଳ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଜାପାନର ଅଗ୍ରଣୀ କର୍ପୋରେଟ୍ ହାଉସ୍ ଯଥା ଉତ୍ପାଦନ,…

ବିଶ୍ୱ ରାଜନୈତିକ ଇତିହାସରେ ବିଜୁ ବାବୁଙ୍କ ଭଳି ବ୍ୟକ୍ତିତ୍ୱ ବିରଳ

ଭୁବନେଶ୍ୱର, : ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବିଜୁ ବାବୁ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯିଏ ନିଜର ସମସ୍ତ ଶିଳ୍ପକୁ ସରକାରଙ୍କୁ ଦେଇଥିଲେ ।…

ପତଳା ଯୁବକ ଖୋଜୁଛ ଯଦି ମଡେଲିଂ ପ୍ରତିଯୋଗିତାକୁ ଯାଅ’

ନୂଆଦିଲ୍ଲୀ, : ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଲଗାତାର ୩ଟି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି । ସାରା ଦେଶରେ ରୋହିତଙ୍କ ଦକ୍ଷତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ…

ଟି-୨୦ ଅଧିନାୟକ ପଦ ହରାଇଲେ ରାଜୱାନ

ଲାହୋର, : ନିଜେ ଆୟୋଜନ କରୁଥିବା ଚାମ୍ପିୟନ୍ସ ଟ୍ରଫିରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଅଭିଯାନ ଶେଷ ହୋଇଥିଲେ ହେଁ ଦଳ ଏବେ ପରବର୍ତ୍ତୀ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଚାମ୍ପିୟନ୍ସ ଟ୍ରଫିର ନୂଆ…

ବିଶ୍ୱକପ୍ ପ୍ରତିଶୋଧ ନେଲା ଭାରତ; ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପକ୍କା କଲା ସ୍ଥାନ

ଦୁବାଇ, : ବିଶ୍ୱକପର ବଦଲା ନେଲା ଭାରତ । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇ ୨୦୨୪ ପ୍ରତିଶୋଧ ନେଇଛି ରୋହିତ ବାହିନୀ । ମଇଦାନରେ ଗର୍ଜିଲା ଚେଜ୍ ମାଷ୍ଟର କୋହଲିଙ୍କ ବ୍ୟାଟ୍ । କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲରେ…

କୋଣାର୍କରେ ପାଞ୍ଚ ଦିନିଆ ଆନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଅସ୍ତରଙ୍ଗ,: ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟ ଅନ୍ତର୍ଗତ ନେହେରୁ ଯୁବ କେନ୍ଦ୍ର ପୁରୀ ତରଫରୁ ଗତ ୨୮ ଫେବୃଆରୀ ଠାରୁ ମାର୍ଚ୍ଚ ୦୪ ତାରିଖ ପର୍ଯ୍ୟନ୍ତ ଏକ ପାଞ୍ଚ ଦିନିଆ ଆନ୍ତ ରାଜ୍ୟ ଯୁବ ବିନିମୟ ଶିବିର କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଠାରେ ଆୟୋଜିତ ହୋଇଯାଇଛି । ଏହି…

ସମ୍ବଲପୁରରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧି ଆହତ

ସମ୍ବଲପୁର,: ସମ୍ବଲପୁର ପୋଲିସ ଦ୍ୱାରା ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ଆଜି ସକାଳ ପ୍ରାୟ ୫.୪୫ ମିନିଟ ସମୟରେ ସମ୍ବଲପୁର ଅଇଁଠାପାଲି ପୋଲିସ ମହେଶ କୁମାର ନାମକ ଜଣେ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ମହେଶ ଗତକାଲି ଟାଙ୍ଗରପାଲିରେ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ ହଜାର ଟଙ୍କା…

ପୂର୍ତ୍ତ ବିଭାଗ ଅଧୀନରେ ଥିବା ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ପୂର୍ତ୍ତ ବିଭାଗ ଅଧୀନରେ ଥିବା ୧୦୦ କୋଟିରୁ ଅଧିକ ପ୍ରକଳ୍ପ ମୂଲ୍ୟର ରାସ୍ତାଘାଟ, ସେତୁ ତଥା କୋଠାବାଡ଼ି ଆଦି କାର୍ଯ୍ୟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ…