ଭକ୍ତିପୂର୍ଣ୍ଣ ପରିବେଶରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ,ଏକ ଭକ୍ତିପୂର୍ଣ୍ଣ ପରିବେଶରେ ସୋମବାର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ନିଜ ଜନ୍ମଭୂମିରେ ବିରାଜମାନ ହୋଇଛନ୍ତି ରାମଲାଲା। ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ରୀତିନୀତିରେ ମୁଖ୍ୟ କର୍ତ୍ତା ଭାବେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ…

ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇ ଯୁବକ ଗିରଫ

ଅରାରିଆ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଥିବା ବିହାର ଅରାରିଆ ଜିଲାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରଇଛି। ଇନ୍ତେଖାବ୍‌ ଆଲାମ ନାମକ ଯୁବକ ପୋଲିସକୁ ଫୋନ୍‌ କରି ଏଭଳି ଧମକ ଦେଇଥିଲେ। ତାଙ୍କୁ ବଲୁଆ…

ବାହାନଗା ଟ୍ରେନ୍‌ ଟ୍ରାଜେଡି ଦୁଇ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଆକ୍ସନ। ୨ ଅଫିସର ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ। ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ। ସୂଚନା ଅନୁଯାୟୀ, ଷ୍ଟେସନ ସୁ ରିଟେଣ୍ଡେଣ୍ଟ ଏସ.ବି ମହାନ୍ତି ଏବଂ ଡିଭିଜନାଲ ଟ୍ରାଫିକ୍‌ ଇନ୍ସିପେକ୍ଟର ଏକେ ଖୁଣ୍ଟିଆଙ୍କୁ…

ଏକ ଭାରତ ଶ୍ରେଷ୍ଠ ଭାରତ’ର କାହାଣୀ କହେ ଅଯୋଧ୍ୟା

ନୂଆଦିଲ୍ଲୀ, କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି । ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି। ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ…

ଦୁଇବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ ସ୍ୱାମୀ

ଭୁବନେଶ୍ୱର, ପତ୍ନୀକୁ ତଣ୍ଟି ଚିିପି କରିଥିଲା ହତ୍ୟା। ଆଉ ହତ୍ୟା ପରେ ହୋଇଯାଇଥିଲା ଫେରାର। ଖାଲି ସେତିକି ନୁହେଁ ଦୁଇ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଖସିଯାଉଥିଲା ମଧ୍ୟ। ହେଲେ କୁହାଯାଏ "ଚୋର ଘର ସବୁବେଳେ ଅନ୍ଧାର ନଥାଏ'। ଶେଷରେ ପୋଲିସ୍‌ ହାବୁଡ଼ରେ ପଡ଼ିଛି ଅଭିଯୁକ୍ତ। ଏଭଳି ଏକ…

କିଟ୍‌ ପକ୍ଷରୁ ଫୁଲବାଣୀରେ ମେଗା ନିଯୁକ୍ତି ମେଳା

ଭୁବନେଶ୍ୱର/କନ୍ଧମାଳ, କନ୍ଧମାଳ ସଂସଦୀୟ କ୍ଷେତ୍ର ନିମନ୍ତେ କୀଟ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କର ପ୍ରୟାସ କୀଟ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ର ଅଭିବ୍ୟକ୍ତି ୪ ଜିଲ୍ଲା ଗଞ୍ଜାମ, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ…

୨୦ଜଣଙ୍କୁ ରାଜ୍ୟପାଳ ପୋଲିସ ମେଡାଲ

ଭୁବନେଶ୍ୱର, ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା। ୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ କର୍ମଚାରୀ ପାଇବେ ସମ୍ମାନଜନକ ରାଜ୍ୟପାଳ ପଦକ। କାଟାଗୋରି ୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ। ସେହିଭଳି କାଟାଗୋରୀ ୨ରେ ଗଞ୍ଜାମ…

ସଡ଼କ ଦୁର୍ଘଟଣାରେ ଓଡ଼ିଆ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

କଟକ,ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ବିଳମ୍ବିତ ରାତିରେ କଟକନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁର୍ଘଟଣା। ଏକ ଟ୍ରକ୍‌ ପଛରେ ପିଟି ହୋଇଥିଲା ସୁଧାକର ବସନ୍ତଙ୍କ କାର୍‌। ସେ ବାରି…

ସମଲେଇ ପ୍ରକଳ୍ପ : ଆଜି ଅଙ୍କୁରରୋପଣ ୨୭ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଆଉ ମାତ୍ର ୫ ଦିନ। ଜୋରସୋରରେ ଚାଲିଛି କାମ। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ମା’ ସମଲେଶ୍ୱରୀଙ୍କ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାମ। ଶ୍ରମିକ ଓ କାରିଗର ଶେଷ ସ୍ପର୍ଶ ଦେଉଛନ୍ତି। ଆସନ୍ତା ୨୭ ତାରିଖରେ ପ୍ରକଳ୍ପକୁ ଉଦ୍‌ଘାଟନ…

ସମ୍‌ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ ଉଦ୍‌ଘାଟିତ

ଭୁବନେଶ୍ୱର,ଶୁଭାରମ୍ଭ ହୋଇଛି ସମ୍‌ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି। ସ୍ୱାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ। ସମ୍‌ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍‌ରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ…