ସାକାର ହେଲା ଶତାବ୍ଦୀର ସ୍ୱପ୍ନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ସାକାର ହେଲା ହେଲା ଶତାବ୍ଦୀର ସ୍ୱପ୍ନ। ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ। ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି। ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ…

ଯୁକ୍ତ ତିନି କଲେଜରେ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ

ଭୁବନେଶ୍ୱର,ରାଜ୍ୟର ପ୍ରତି ଯୁକ୍ତ ତିନି କଲେଜରେ ଛାତ୍ରୀମାନଙ୍କ ପାଇଁ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଯେଉଁଥିରେ ୪୩ ସରକାରୀ କଲେଜ ଥିବାବେଳେ ୧୫୨ ଟି ଏଡେଡ କଲେଜ ସାମିଲ ଅଛି । କଲେଜ ଗୁଡ଼ିକରେ ସେଲଫ୍ ଡିଫେନସ୍ କ୍ଲବ୍ ଖୋଲିବା…

ପାହାଡ଼ରୁ ପଥର ଖସି ଶ୍ରମିକଙ୍କ ମୁତ୍ୟୁ

କୋରାପୁଟ, ଜିଲ୍ଲା ଲକ୍ଷ୍ମୀପୁର ବନ୍ୟାଞ୍ଚଳ ଅଧୀନରେ ଥିବା ମଶାଣି ଝୋଲ୍ଲା ପାହାଡ଼ ତଳେ ବନ ବିଭାଗ ଦ୍ୱାରା ଗଳି କଂଟ୍ରୋଲ କରିବା ନିମନ୍ତେ ପଣସପୁଟ ଗ୍ରାମ ପ୍ରାୟ ୧୫/୨୦ ଜଣ ଶ୍ରମିକମାନଙ୍କୁ ନେଇ ପାହାଡ଼ ଉପରେ ଥିବା ପଥର ତଳକୁ ଖସେଇ ଗଳି କଂଟ୍ରୋଲ ନିର୍ମାଣ କରୁଥିବା ସମୟରେ ପାହାଡ଼ ଉପରୁ ଗୋଟିଏ…

ଓଡ଼ିଶାରେ କମିଛି ଦାରିଦ୍ର୍ୟ ହାର

ନୂଆଦିଲ୍ଲୀ,ବହୁମୁଖୀ ଦାରିଦ୍ର୍ୟ ହାର ହ୍ରାସରେ ଓଡିଶାକୁ ବଡ଼ ଉପଲବ୍ଧି । ଗତ ୧୫ ବର୍ଷରେ ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି । ଦାରିଦ୍ର୍ୟ ମୁକାବିଲା ଦ୍ୱାରା ସ୍ଥିତି ସୁଧୁରିଥିବା ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ୯ ବର୍ଷ…

୨୬ ତାରିଖ ପର୍ଯ୍ୟନ୍ତ ବଢିଲା ନବୀନ କାର୍ଡ ପଞ୍ଜିକରଣ ଅବଧ

ଭୁବନେଶ୍ୱର, ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ପାଇଁ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଜି ଅର୍ଥାତ୍ ୧୬ ତାରିଖ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ୨୬ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ…

ପାଞ୍ଚ ବର୍ଷରେ ବଦଳିଲା ଶ୍ରୀକ୍ଷେତ୍ରର କାୟାକଳ୍ପ

ଭୁବନେଶ୍ୱର, ପାଞ୍ଚ ବର୍ଷରେ ବଦଳିଲା ଶ୍ରୀକ୍ଷେତ୍ରର ଚେହେରା । ଝଲସିଲା ଶ୍ରୀମନ୍ଦିରର ଚତୁଃପାଶ୍ୱର୍ । କେହି କେବେ ଭାବିନଥିଲେ ଏମିତି ବଦଳିବ ନୀଳାଚଳ ଧାମର କାୟାକଳ୍ପ । ୨୦୧୯ରେ ଫନି ବାତ୍ୟା ମାଡ଼ରେ ଝାରଖାର ହୋଇଯାଇଥିଲା ପୁରୀ । ଧ୍ୱସ୍ତବିଧ୍ୱସ୍ତ ପୁରୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ…

ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭାବ-ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର

ପୁରୀ, ଝଲସୁଛି ଶ୍ରୀକ୍ଷେତ୍ର । ଭାବ ଭକ୍ତିରେ ଉଛୁଳୁଛି ଚଉଦିଗ । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ।ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଆସନ୍ତାକାଲି ୧୭ ତାରିଖ ବୁଧବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ…

ମାଞ୍ଜାସୂତା ଲାଗି ୨ ବାଇକ ଆରୋହୀ ଆହତ

କଟକ, ସରକାରଙ୍କ କଟକଣା ପରେ ମଧ୍ୟ ମାଞ୍ଜାସୂତା ବ୍ୟବହାରରେ ରୋକ ଲାଗି ପାରିନାହିଁ । ଫଳରେ ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି । ୨ ଯୁବକଙ୍କ ଘର ନିଆଳିରେ ହୋଇଥିଲା ବେଳେ ବାଇକ ଯୋଗେ କଟକ ଆସିବା ସମୟରେ ଅଘଟଣ ଘଟିଛି । ଏଥିରେ ଜଣେ ଯୁବକଙ୍କ…

ଲୋକାର୍ପଣ ପୂର୍ବରୁ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା

ପୁରୀ,ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ନିଳାଦ୍ରୀ ଭକ୍ତ ନିବାସରେ ଏକ ଉଚ୍ଚସ୍ତରୀୟ ବୈଠକ ସମସ୍ତ କର୍ମକର୍ତ୍ତା ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ…

ଶ୍ରୀଜଗନ୍ନାଥଙ୍କ ବିନା ପତ୍ରଟିଏ ବି ହଲେନି : ନବୀନ

ଭୁବନେଶ୍ୱର, ଆଉ ଦିନକ ପରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୧୭ ତାରିଖକୁ ସମସ୍ତଙ୍କ ଅପେକ୍ଷା । ଏହା ହେଉଛି ସାରା ଓଡ଼ିଶା ଜାତି ପାଇଁ ଉତ୍ସବର ଦିନ । ଏହି ଦିନକୁ ମହାପ୍ରଭୁଙ୍କୁସମର୍ପଣ କରି ଉତ୍ସବ ପାଳନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…