ମନ୍ତ୍ର ଓ ବେଦପାଠରେ କମ୍ପିଲା ଶ୍ରୀକ୍ଷେତ୍ର

ପୁରୀ, ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିାଇଁ ଆରମ୍ଭ ହୋଇଥିବା ଯଜ୍ଞର ଆହୁତି ସାଙ୍ଗକୁ ବେଦଧ୍ୱନିରେ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲାପାଳ ସାମର୍ଥ…

ନାଳ ପାଣି ମେଣ୍ଟାଉଛି ଲକ୍ଷ୍ମୀପୁରବାସୀଙ୍କ ଶୋଷ

ପାରଳାଖେମୁଣ୍ଡି, ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଲକ୍ଷ୍ମୀପୁର ଗ୍ରାମରେ ସ୍ୱାଧୀନତାର ୭୭ ତମ ଦୀର୍ଘ ବର୍ଷ ପରେ ସୁଦ୍ଧା ଗ୍ରାମବାସୀଙ୍କୁ ମିଳିନି ମୌଳିକ ସୁବିଧା । ବର୍ଷ ବର୍ଷ ଧରି ଲକ୍ଷ୍ମୀପୁର ଲୋକେ ପିଇବା ପାଣି ପାଇଁ ଡହଳବିକଳ ଓ ହନ୍ତସନ୍ତ ହେବା ସହ ବହୁ ଦୁଃଖ କଷ୍ଟ ଭୋଗ କରି ଆସୁଛନ୍ତି ।…

ବସ୍ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା: ୬ ଆହତ

ନୂଆପଡା,ରବିବାର ଦିନ ପ୍ରାୟ ୧ଟା ସମୟରେ ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ତରବୋଡ ଭାଟି ନିକଟ ସମ୍ଭବ ଥାରେ ଏକ ମର୍ମନ୍ତୁଦ ସଡକ ଦୁର୍ଗଠାଣରେ ୬ ଜଣ ଆହାତ ହୋଇଛନ୍ତି । ସୂଚନା ମୁତାବକ ନୂଆପଡା ରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଓଡିଶା ରାଜ୍ୟ ବରିବହନର ବସ ପିକରଣ ସଂଖ୍ୟା ଓଡି ୦୭ବି୯୮୦୫…

ଅର୍ପଣ ରଥ: କମ୍ପିଲା ତୁଳସୀକ୍ଷେତ୍ର

କେନ୍ଦ୍ରାପଡ଼ା, ଭାବର ପୁଲକର ପୁଲକିତ ହୋଇଛନ୍ତି ତୁଳସୀକ୍ଷେତ୍ରର ଶ୍ରଦ୍ଧାଳୁମାନେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଶ୍ରଦ୍ଦାର ସହିତ ଅକ୍ଷତ ଓ ଗୁଆ କେନ୍ଦ୍ରାପଡା ସହରବାସ ସମର୍ପି ଦେଇଛନ୍ତି । ଅର୍ପଣ ରଥକୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡା…

ଛାତ୍ରଙ୍କୁ ମାଡ ମାରିବା ଅଭିଯୋଗରେ କୋଟ ଚାଲାଣ

ଟିଟିଲାଗଡ,ଶନିବାର ଦିନ ମୁରିବାହାଲ ବ୍ଲକ ବାଙ୍କେଲ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶନିବାର ଦିନ ଗ୍ରାମର ସୁରେନ କୁମ୍ଭାର ମଦ୍ୟପାନ କରିଥିବା ଅବସ୍ଥାରେ ବାଡ଼ିରେ ସ୍କୁଲ ଛାତ୍ର ମାନଙ୍କୁ ପିଟିଥିଲା । ତେବେ ଗୁରୁତର ୬ ଜଣ ଛାତ୍ରଙ୍କୁ ଟିଟିଲାଗଡ ସରକାରି ଡାକ୍ତରଖାନାକୁ ଆଣି ଚିକିତ୍ସା…

ବିଜୁ ଏକ୍ସପ୍ରେସ ୱେ: ଓଡ଼ିଶାର ଜୀବନ ରେଖା

ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉକ୍ତିଟି ଆଜି ସତରେ ପରିଣତ ହୋଇଛି । ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶା ସମେତ ଆଠଟି ଜିଲ୍ଲା ପାଇଁ ନୂଆ ସମ୍ଭାବନା ଉଜାଗର କରିଛି । ଏହି ପ୍ରେସ ୱେ ସଂପୃକ୍ତ…

ଭୁବନେଶ୍ୱରରେ ସାମ୍ପ୍ରତିକ ‘ଘୁମୁସର ବିକାଶରେ ଆମର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର, ଘୁମୁସର ସାହିତ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଅତୀତରେ ଘୁମୁସର ଭଞ୍ଜ ରାଜବଂଶ ୮୩୨ ଖ୍ରୀଷ୍ଟାବ୍ଦରୁ ଦୀର୍ଘ ଏକ ହଜାର ବର୍ଷ ଘୁମୁସରରେ ରାଜତ୍ୱ କରି ଆସିଥିଲେ, ଯାହା ବିଶ୍ୱ ଇତିହାସରେ ବିରଳ । କିନ୍ତୁ ଯୁଗପୋଯୋଗୀ ଓ ରାଜନୈତିକ…

୧୭ରେ ସରକାରୀ ଛୁଟି

ଭୁବନେଶ୍ୱର, ଚଳିତ ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରକଳ୍ପ ହେବ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ । ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ…

ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, ବାଲେଶ୍ୱରରୁ ଲୋକସଭା ନିର୍ବାଚନ ଲଢ଼ିବେନି ଅଶ୍ୱିନୀ ବୈଷ୍ଣବ । ଆଜି ନିଜେ ଏହି ଚର୍ଚ୍ଚାର ଅବସାନ ଘଟାଇଛନ୍ତି । ଗତ କିଛିଦିନ ଧରି ଚାଲିଥିବା ସସ୍ପେନ୍ସ ଉପରୁ ସେ ଅନ୍ତ ଘଟାଇଛନ୍ତି । ବାଲେଶ୍ୱର ଗସ୍ତର ଦ୍ୱିତୀୟ ଦିନରେ ଦୁଇଟି ଶବ୍ଦରେ ସମସ୍ତ ଚର୍ଚ୍ଚାର ଅବସାନ କରିଛନ୍ତି ।…

ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତିର ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ

ପୁରୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ଆଉ ଦୁଇଦିନ ବାକି ରହିଛି । ଲୋକାର୍ପଣ ପ୍ରସ୍ତୁତିର ଅନୁଧ୍ୟାନ ପାଇଁ ପୁରୀ ଯାଇଥିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେବା ପରେ ପରିକ୍ରମା ପ୍ରକଳ୍ପ ସ୍ଥଳରେ ପହଞ୍ଚି ବିଭିନ୍ନ…